<< activex activisms >>

activism Meaning in Odia (Oriya). ( activism ଶବ୍ଦର ଓଡିଆ ଅର୍ଥ)



ସକ୍ରିୟତା,

Noun:

ସକ୍ରିୟତା,

People Also Search:

activisms
activist
activists
activities
activity
activize
acton
actor
actor's agent
actor's assistant
actors
actress
actresses
actressy
acts

activism తెలుగు అర్థానికి ఉదాహరణ:

ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା ।

ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ବାୟୁକୋଷ ଅବରୋଧକାରୀ ଜୀବକୋଷଗୁଡ଼ିକରେ ବିସ୍ତୃତ ଆଘାତ ଯୋଗୁ ପୃଷ୍ଠ ସକ୍ରିୟକ ଜୀବକୋଷଗୁଡ଼ିକର କ୍ରିୟାହୀନତା, ଇମ୍ମ୍ୟୁନିଟି ସକ୍ରିୟତା ଓ ରକ୍ତ ଜମାଟକାରୀ କ୍ରୀୟାହୀନତା ଦେଖାଯାଏ ।

|ସକ୍ରିୟତା|ମାତ୍ର ୧୪ ବର୍ଷ ବୟସରେ ପ୍ରାଣୀ ଅଧିକାର (animal rights) ଉପରେ ଅନୁରାଗ ଦେଖେଇ ବ୍ରାଡବ୍ରୁକ‌ ଏକ ଗ୍ରୀନ ପାର୍ଟି ସଂସ୍ଥାରେ ଯୋଗଦାନ କଲେ ।

| ଆଧାର |୧୯୬୬ ମୃତ୍ୟୁ|ଓଡ଼ିଆ ଲୋକ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଆଟୋମେକ୍ସେଟିନ (ଇଂରାଜୀ ଭାଷାରେ Atomoxetine, ଏକ ବିକ୍ରୟ ନାମ ସ୍ଟ୍ରାଟେରା/ Strattera) ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।

| ଆଧାର |୧୯୫୫ ଜନ୍ମ|ଜୀବିତ ବ୍ୟକ୍ତି|ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ|ଓଡ଼ିଆ ଲୋକ|ଓଡ଼ିଆ କବି ନରଟ୍ରିପ୍ଟିଲିନ (ଇଂରାଜୀ ଭାଷାରେ Nortriptyline, ଏକ ବିକ୍ରୟ ନାମ ପାମେଲୋର/ Pamelor) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ନିଉରୋପାଥିକ ଯନ୍ତ୍ରଣା (neuropathic pain), ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଧୂମ୍ରପାନ ବନ୍ଦ ଓ ଉଦ୍‌ବେଗ ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।

ଏହା ସ୍କୁଲରେ ପିଲାମାନଙ୍କର ସମସ୍ୟା ସୃଷ୍ଟି କରେ ବା ଅତିସକ୍ରିୟତା (hyperactivity) କରାଏ ।

ଏନଏଏସଏଚ ରୋଗ ନିମନ୍ତେ କୋଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଶାରୀରିକ ସକ୍ରିୟତା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଓଜନ କମେଇବା ଆଦି ଜୀବନ‌ଚର୍ଯ୍ୟା ଅତି ମହତ୍ତ୍ୱପୁର୍ଣ୍ଣ ହୁଏ ।

ପୂର୍ବରୁ ଏପରି ହୋଇଥିବା ରୋଗ ଇତିହାସ, ଅତିଶୟ ପରିମାଣର ସକ୍ରିୟତା, ଉଚ୍ଚତାକୁ ଦୃତ ଅଗ୍ରଗତି କଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।

|ଚାପ, ଏକାକୀତା, ଉଦାସୀନତା, ଚିନ୍ତା, ସମ୍ପର୍କ ସମସ୍ୟା, ପ୍ରିୟଜନଙ୍କ ମୃତ୍ୟୁ, ଆତ୍ମହତ୍ୟା ଚିନ୍ତା, ଦୁଃଖ, ନିଶା, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଆତ୍ମ-କ୍ଷତି, ବିଭିନ୍ନ ମନୋବଳ ବିକୃତି, ବିଭିନ୍ନ ମାନସିକ ରୋଗ କିମ୍ବା ଶିକ୍ଷଣ ଅକ୍ଷମତା ହେତୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ।

| ରାଜନୀତି ଜୀବନ | ସକ୍ରିୟତା |ବିଦେଶ ଲେବର କୋଡ଼ ମାନିବା ନିମନ୍ତେ ଫରାସୀ ସରକାରକୁ ବାଧ୍ୟ କରିବାକୁ ୧୯୫୩ ମସିହାରେ ଆନ୍ଦୋଳନର ପୁରୋଧା ଥିବା ଅହମଦ ସେକୌ ଟୋଉରେ ମହିଳା କର୍ମୀଙ୍କୁ ସଂଗଠିତ କରିବାକୁ ବଂଗୌରଙ୍କୁ ନିମନ୍ତ୍ରଣ କଲେ ।

activism's Usage Examples:

Political views and activismHedges was an early critic of the Iraq War.


began community activism around the issues of civil rights, peace, and justice.


She was also awarded the Ramon Magsaysay Award in 2012 for her "uncompromising courage and impassioned leadership in a campaign of judicial activism.


In the 1980s Johnson continued to play an active part in street activism as a respected organizer and marshal with ACT UP.


Early pro-democracy activismIn the 1980s during the Sino-British negotiation over the Hong Kong sovereignty, Szeto Wah called for the Chinese resumption of the Hong Kong sovereignty and a democratic China and Hong Kong.


In addition to the struggles men face as a part of their work with anti-rape activism, many men that choose to speak out against rape report social costs, specifically that they are viewed as ‘not masculine.


Academics have said that Davis and other Aboriginal writers such as Ooderoo Noonuccal from the sixties and seventies used literature as a form of activism against these ideals and as a powerful form of communication to write their own history.


During the event, the proponents of political passivism and activism clashed; Pușcariu figured prominently in the latter camp.


Through a joint effort of legal advocacy and online media activism, Veloso's execution was delayed.


In 1989, observing the need for greater political coordination, activism and advocacy, a group of Pakistani Americans founded The Pakistani American Political Action Committee (PAKPAC).


External activism and politics Mawdsley's memoir of his experiences in Burma, The Heart Must Break: The Fight for Democracy and Truth in Burma, was published in 2001; in the United States, the book was titled The Iron Road: A Stand for Truth and Democracy in Burma.


From the secular perspective, social activism indicates that from consumerist materialism derive crime (which originates from the poverty of economic.



Synonyms:

policy,

activism's Meaning in Other Sites