according Meaning in Odia (Oriya). ( according ଶବ୍ଦର ଓଡିଆ ଅର୍ଥ)
ଅନୁଯାୟୀ, ଅନୁସାରେ,
Adjective:
ଅନୁସାରେ, ଅନୁଗ,
People Also Search:
according asaccording to
according to that
accordingly
accordion
accordion door
accordionist
accordionists
accordions
accords
accost
accostable
accosted
accosting
accosts
according తెలుగు అర్థానికి ఉదాహరణ:
୨୦୦୧ର ଜନଗଣନା ଅନୁଯାୟୀ ତତ୍କାଳୀନ ଭାରତରେ ୧.୫ ମିଲିୟନ ବିବାହିତ କନ୍ୟା ୧୫ ବର୍ଷରୁ କମ୍ ବୟସର ଥିଲେ ।
|ଇତିହାସ| ନମକାରଣ |ଏଲ୍ୱକିୟରିଅ (Alwalkeria) ଡାଇନୋସରକୁ ପୂର୍ବରୁ ୱକେରିଆ (Walkeria) ଭାବେ ନାମକରଣ କରାଯାଇଥିଲା କିନ୍ତୁ ଅନ୍ତରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ କୋଡ (International Code of Zoological Nomenclature) ଅନୁଯାୟୀ ବର୍ତ୍ତମାନ ବଦଳେଇଦିଆଯାଇଛି ।
ପୋଲିସ ହେଇଥିବା ତଥ୍ୟ ଅନୁଯାୟୀ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଘଟଣା ପରେ ଉକ୍ତ ବସକୁ ଧୋଇଦେଇଥିଲେ ।
ପଦବୀ ଓ ଦାୟିତ୍ୱ ଅନୁଯାୟୀ ଅଧିକାରୀମାନଙ୍କ ମୂର୍ତ୍ତି ପଂକ୍ତିରେ ରହିଥିଲେ ।
| ମର୍ତ୍ତ୍ୟରେ ଶାନ୍ତନୁ ଓ ଗଙ୍ଗା |ପୂର୍ବୋକ୍ତ ବ୍ରହ୍ମା ଅଭିଶାପ ଅନୁଯାୟୀ ଶାନ୍ତନୁ ମର୍ତ୍ତ୍ୟରେ କୁରୁ ରାଜା ପ୍ରତୀପଙ୍କ ପୁତ୍ର ଭାବେ ଜନ୍ମ ନେଇ ହସ୍ତିନାପୁର ରାଜା ହୋଇଥିଲେ | ଥରେ ଗଙ୍ଗା ନଦୀ କୂଳରେ ବୁଲୁ ବୁଲୁ ସେ ଜଣେ ସୁନ୍ଦରୀ ସ୍ତ୍ରୀଂକୁ ଦେଖି ରୂପରେ ମୋହିତ ହୋଇ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ ।
ଦୁଇଟି ପାହାଡ଼ର ଉପତ୍ୟକାରେ ଜଳ ଭଣ୍ଡାର ନିର୍ମାଣ କରାଯାଇ ଅପେକ୍ଷାକୃତ ଛୋଟ ପେନଷ୍ଟକ୍ଦ୍ୱାରା ଜଳ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚିଲେ ସେଗୁଡ଼ିକୁ ଉଚ୍ଚତା ଅନୁଯାୟୀ ମଧ୍ୟମ ଓ ନିମ୍ନ ଶ୍ରେଣୀରେ ପରିଗଣିତ କରାଯାଏ ।
ଦେଶ ଅନୁଯାୟୀ ଖାଦ୍ୟ ଆଲର୍ଜି ବଦଳେ ।
|ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ରନ୍ଥ ଅନୁଯାୟୀ, ରତ୍ନସିଂହାସନରେ ରହିଛି ଚକା ।
ଭୌଗୋଳିକ ଅବସ୍ଥିତି ଅନୁଯାୟୀ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇପାରେ ।
ଇସଲାମ ଧର୍ମ ବିଶ୍ୱାସ ଅନୁଯାୟୀ ଘୁଷୁରୀ ମାଂସ ଖାଇବା ନିଷେଧ ହୋଇଥିବାରୁ ସେମାନଙ୍କ ମଧ୍ୟରେ ହଲାଲ କୁକୁଡ଼ା ମାଂସ ପଡ଼ିଥିବା ବ୍ୟଞ୍ଜନ ଅଧିକ ଲୋକପ୍ରିୟ ।
ଏହା ଓସିଏସ ଅଧିନିୟମ, ୧୯୬୨ (OCS ACT 1962) ଅନୁଯାୟୀ ସ୍ଥାପନା କରା ଯାଇଥିଲା ।
according's Usage Examples:
patlıcanlı kebap, "eggplant kebab") is a Turkish kebab (meat dish) that may be prepared according to various traditions.
With increasing awareness of their sex and stereotypes that go along with it, the individual begins to choose how much they align with these stereotypes, and behaves either according to those stereotypes or not.
Mancini de Cavis (according to Eubel) held the degree of Doctor in utroque iure, and was a Canon and Prebendary of S.
anti-Semitic one, according to Jens Malte Fischer), criticism of his re-touchings of Beethoven, and arguments with the orchestra and over new policies he.
Ships with crews paid according to standards, and with a technical standard on a line with what international regulations required, should however not be targeted.
The experimentalist approach to econometrics is a way of doing econometrics that, according to Angrist and Krueger (1999): … puts front and center the.
From July 2014 to February 2015, at least 15 people (six men and nine women) were executed (not all by rajm) by Islamic State of Iraq and the Levant (ISIL) in Syria for the crimes of adultery or homosexuality, according to the Syrian Observatory for Human Rights.
Whitening toothpastes are found to be one of the most abrasive types of toothpastes, according to the RDA Scale, detailed.
around 2500 BC during the Archaic period in North America, according to carbon dating done on some of the wooden remnants.
accordingly the title Lord Mayor of the City of London was introduced, so as to avoid confusion with the Mayor of London.
They amount more than 90% of television income according to the budget estimate on Y2020.
Email filtering is the processing of email to organize it according to specified criteria.
Synonyms:
reported,
Antonyms:
inconsistent, unreported,