<< according to that accordion >>

accordingly Meaning in Odia (Oriya). ( accordingly ଶବ୍ଦର ଓଡିଆ ଅର୍ଥ)



ତେଣୁ, ସେହି ଅନୁଯାୟୀ,

Adverb:

ଅନୁସାରେ, ସେହି ଅନୁଯାୟୀ |, ତେଣୁ, ଫଳ ସ୍ଵରୂପ,

accordingly తెలుగు అర్థానికి ఉదాహరణ:

ତେଣୁ ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ ।

|ଏହି ପକ୍ଷୀର ଶରୀରର ଗଠନ ଏପରି ଯେ ଏହାର ଦୁଇ ପାର୍ଶ୍ୱ ଅଧିକ ବାହାରି ନଥାଏ ଓ ତେଣୁ ଏହା ସହଜରେ ଜଳଜ ଉଦ୍ଭିଦ ଓ ଘାସମାନଙ୍କ ମଧ୍ୟରେ ଚାଲି ଯାଇପାରେ ।

ତେଣୁ କୌଣସି ବସ୍ତୁର ବସ୍ତୁତ୍ୱ ପାଇଁ ସେଥିରେ ରହିଥିବା ସମସ୍ତ ନ୍ୟୁଟ୍ରନ୍‍ଙ୍କ ଭୂମିକା ବେଶୀ ।

ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ ।

ତେଣୁ ଜୀବର ସୁଖଦୁଃଖକୁ ଜୀବଭାବ ନେଇ ଶୁଣିବା,ବନ୍ଧୁଭାବ ନେଇବୁଝିବା ଓ ସ୍ୱାମୀଭାବ ଧରି ସୁଧାରିବା ପାଇଁ ସେ ଅନ୍ତର୍ବେଦୀର ଐଶ୍ୱର୍ଯ୍ୟକୁ ଛାଡି ଅନ୍ତରର ମାଧୁର୍ଯ୍ୟ ପରିବ୍ୟାପ୍ତ କରି କରି ଚଳନ୍ତି ପହଣ୍ଡିରେ ।

ତେଣୁ ତା'ର ନାମ ମାଝା ।

ତେଣୁ ଗ୍ରାମବାସୀ ଏହି ସମୟରେ ବଳଦଙ୍କୁ ଶ୍ରଦ୍ଧା ଓ ଆଦର ପୂର୍ବକ ଖାଇବା ଏବଂ ସମ୍ମାନ ଦେଇଥାନ୍ତି ।

ଏହି ପରିଭାଷା ପ୍ରକାରେ ଦେଖିବାକୁ ଗଲେ ବୌଦ୍ଧ, ଜୈନ ଏବଂ ଲୋକାୟତ ସଂପ୍ରଦାୟର ସମସ୍ତ ବ୍ୟକ୍ତି ବିଶେଷ ନାସ୍ତିକ ପଦବାଚ୍ୟ ଏବଂ ଏହି ତିନି ଗୋଷ୍ଠୀର ଦର୍ଶନ ଯେହେତୁ ବେଦ କିମ୍ବା ଈଶ୍ୱରଙ୍କୁ ମାନ୍ୟତା ଦିଅନ୍ତି ନାହିଁ ତେଣୁ ଏହିସବୁ ମତବାଦର ଦର୍ଶନକୁ ମଧ୍ୟ ନାସ୍ତିକ ଦର୍ଶନ କୁହାଯାଏ ।

ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ।

ତେଣୁ ଦକ୍ଷ ପ୍ରଜାପତି ମନ୍ଦିରଟି ହେଲା ସେହି ଠାକୁରାଣୀଙ୍କର ପିତ୍ରାଳୟ ।

ତେଣୁ ସେ ସମସ୍ତଙ୍କଠାରୁ ପ୍ରତିଶୋଧ ନେବାପାଇଁ ଏକ ନାଟକ ରଚିଲା ।

ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା ।

ରଙ୍ଗକୁ ପ୍ରସ୍ତୁତ କରିବା ପ୍ରଣାଳୀ ଏବଂ ବ୍ୟବହାର କରିବା ପ୍ରଣାଳୀ ମଧ୍ୟ ପ୍ରାକୃତିକ, ତେଣୁ ଶରୀର ତଥା ଚର୍ମ ପାଇଁ ଏହା ଅଧିକ ହିତକର ।

accordingly's Usage Examples:

accordingly the title Lord Mayor of the City of London was introduced, so as to avoid confusion with the Mayor of London.


The shape of the mountains reminded him of the huge glass furnaces (glasshouses) back in his native Yorkshire and he named them accordingly.


While he appears harmless and unassuming, Kevin is a fierce, inhumanly fast fighter adept in martial arts; accordingly.


Founder and featured artists were each given their own space, while representative works from other UK and international artists were grouped accordingly.


isolate crystalline flavin from milk and accordingly, termed the substance lactoflavin.


The DPU consists of a tuned coil which detects the presence or absence of current in the adjacent rail and picks up or drops a relay accordingly.


Dryden, who accordingly suffered a thrashing at the hands of Rochester"s bravoes for the reflections it contained upon the earl.


The ascending L–L (sine proprietate) was modified accordingly.


Cladophora as an asset and a nuisance The genus Cladophora is cosmopolitan and accordingly infestations cannot often be regarded logically as being invasive.


The village grew accordingly and was incorporated as a town in 1700.


Thus, the rest of the weight classes are even and odd accordingly.


500 (PPP-adjusted "1,534) for an adult as chosen by the insured person (premiums are adjusted accordingly) and (b) by a charge of 10% of the costs over.



Synonyms:

consequently,

accordingly's Meaning in Other Sites