<< zimb zimbabwean >>

zimbabwe Meaning in Odia (Oriya). ( zimbabwe ଶବ୍ଦର ଓଡିଆ ଅର୍ଥ)



ଜିମ୍ବାୱେ,

ଜିମ୍ବାୱେ,

People Also Search:

zimbabwean
zimbabweans
zimbi
zimmer
zimmerman
zimmers
zin
zinc
zinc oxide
zinc sulphate
zinc sulphide
zinced
zincing
zincite
zincked

zimbabwe తెలుగు అర్థానికి ఉదాహరణ:

ଜିମ୍ବାୱେ ଆଫ୍ରିକାନ ନ୍ୟାସନାଲ ୟୁନିଅନର (Zimbabwe African National Union) ଦଳର ଆସନରେ ୧୯୭୫ରୁ ୧୯୮୦ ପର୍ଯ୍ୟନ୍ତ ରହି ତାଙ୍କର ପରବର୍ତ୍ତୀ ରାଜନୈତିକ ଦଳ ଜିମ୍ବାୱେ ଆଫ୍ରିକାନ ନ୍ୟାସନାଲ ୟୁନିଅନ - ପାଟ୍ରିଓଟିକ ଫ୍ରଣ୍ଟକୁ ( (ZANU–PF) ଦିଗ୍‌ଦର୍ଶନ ଦେଇଥିଲେ ।

ରୋଡେସିଆକୁ ଜିମ୍ବାୱେ ନାମ ଦେଇ ସେ ପ୍ରଧାନ ମନ୍ତ୍ରୀ ହେଲେ ଓ ତାଙ୍କ ଶାସନରେ ସ୍ୱାସ୍ଥ୍ୟଯତ୍ନ ଓ ଶିକ୍ଷାକୁ ଅଗ୍ରାଧିକାର ଦିଆଗଲା ଯଦିଓ ତାଙ୍କର ସୋସିଆଲିସ୍ଟ (socialist society) ଶାସନ କରିବା ଇଚ୍ଛା ଥିଲା, ତ‌ଥପି ସେ ପୂର୍ବଭଳି କଞ୍ଜରଭେଟିଭ ଇକୋନୋମିକ ପଲିସି ଅନୁସାରେ କାମ କଲେ ।

ନାମିବିଆ,ବୋତସ୍ୱାନା,ଆଙ୍ଗୋଲା,କତାଙ୍ଗ,ଜାମ୍ବିୟା ଓ ଜିମ୍ବାୱେରେ ବସବାସ କରନ୍ତି ।

ଜିମ୍ବାୱେ ବିପକ୍ଷରେ ସେ ନିଜର ଦୁତୀୟ ଶତକ(୧୨୪*) ଅର୍ଜନ କାରିଥିଲେ ।

| ଗ୍ରୁପ B |ଏହି ଗ୍ରୁପରେ ବିଶ୍ୱ ଚମ୍ପିୟାନ ଅଷ୍ଟ୍ରେଲିଆ ଜିମ୍ବାୱେ ନିକଟରୁ ପରାସ୍ତ ହେବା ସତ୍ତ୍ୱେ ସୁପର ୮କୁ ଯାଇପାରିଥିଲା ।

|ସାଙ୍ଗାକାରାଙ୍କର ଅଧିନାୟକତ୍ୱରେ ଶ୍ରୀଲଙ୍କା ଦଳ ପରବର୍ତ୍ତୀ ସମୟରେ ବାଙ୍ଗଲାଦେଶରେ ଅନୁଷ୍ଠିତ ତ୍ରିରାଷ୍ଟ୍ରିୟ ସିରିଜ, ଜିମ୍ବାୱେରେ ଅନୁଷ୍ଠିତ ତ୍ରିରାଷ୍ଟ୍ରିୟ ସରିଜ ଏବଂ ୨୦୧୦ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରିୟ ସିରିଜରେ ଭାରତକୁ ହରାଇ ବିଜେତା ହୋଇଥିଲା ।

|ଏହାପରେ ଅକମଲ ନିଜର ଏକ ଦିବସିୟ ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରର ଆରମ୍ଭ 23 ନଭେମ୍ବର 2002 ମସିହାରେ ଜିମ୍ବାୱେ କ୍ରିକେଟ ଟିମ ବିରୁଦ୍ଧରେ କରିଥିଲେ ।

ଜିମ୍ବାୱେ ବିରୁଦ୍ଧରେ ଏଲ ଦିନିକିଆ ମ୍ୟାଚରେ ଅପରାଜିତ ୧୫୬ ରନ କରି ସାଙ୍ଗା ଶ୍ରୀଲଙ୍କା ଜାତୀୟ ଦଳରେ ତାଙ୍କର ସ୍ଥାନ ସ୍ଥାୟୀ କରିଥିଲେ ।

| ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର |ଜିମ୍ବାୱେ ଟୁର ପାଇଁ ତାଙ୍କୁ ଭାରତୀୟ ଦଳରେ ୨୦୧୩ରେ ପ୍ରଥମ ସୁଯୋଗ ଦିଆଯାଇଥିଲା ।

୨୦୦୪ ମସିହାରେ ଜିମ୍ବାୱେ ବିରୁଦ୍ଧରେ ସାଙ୍ଗା ଏବଂ ମାର୍ବନ ଅଟାପଟ୍ଟୁ ୨ୟ ୱିକେଟରେ ୪୩୮ ରନର ଦ୍ୱେତ ରନ ସଂଗ୍ରହ କରିଥିଲେ, ଯାହାକି ବିଶ୍ୱର ୪ର୍ଥ ସର୍ବାଧିକ ରନ ।

|ଦକ୍ଷିଣ ରୋଡେସିଆର Southern Rhodesia କୁତାମା, ଜିମ୍ବାୱେଠାରେ (Kutama) ତାଙ୍କର ପିତା, ଗାବ୍ରିଏଲ ମାଟିବିରି, ଜଣେ ବଢ଼େଇ ଥିଲେ ଓ ବୋନା ଗ୍ରାମୀଣ ଶିଶୁମାନଙ୍କ ନିମନ୍ତେ ଜଣେ ଖ୍ରୀଷ୍ଟିଆନ ପ୍ରଶ୍ନୋତ୍ତର ଶିକ୍ଷକ (Christian catechist) ଥିଲେ ।

କିଛି ଲେଖକ ଯୁକ୍ତି ବାଢ଼ନ୍ତି ଯେ ଜାମ୍ବିଆ, ଅଙ୍ଗୋଲା ଓ କଂଗୋରେ ଦେଖାଯାଉଥିବା କ୍ଷୁଦ୍ର କିଣ୍ଡା ବବୁନ୍ (Kinda baboon) ଓ ଜାମ୍ବିଆ, ବୋତ୍ସୱାନା, ଜିମ୍ବାୱେ, ମୋଜାମ୍ବିକ୍, ଦକ୍ଷିଣ ଆଫ୍ରିକାର ଉତ୍ତରାଂଶରେ ଦେଖାଯାଉଥିବା ପାଉଁଶ ପାଦ ବବୁନ୍ (gray-footed baboon) ଦୁଇଟି ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ପାଇବା ଉଚିତ ।

|ସଂଖ୍ୟାଧିକ ଗୋରା ଲୋକଙ୍କର ଏମିଗ୍ରେସନ ପରିପ୍ରେକ୍ଷୀରେ ମୁଗାବେଙ୍କର ଜାତି ମିଳାମିଶା ଡାକରା ଫଳପ୍ରଦ ହେଲାନି ଓ ଜିମ୍ବାୱେ ଆଫ୍ରିକାନ ପିଉପ୍ଲସ ୟୁନିଅନ ସ‌ହ ସମ୍ପର୍କ ମଧ୍ୟ ତିକ୍ତ ହେବାକୁ ଲାଗିଲା ।

Synonyms:

Africa, Cewa, Salisbury, Zambezi, Harare, Chichewa, capital of Zimbabwe, Zimbabwean, Chewa, Zambezi River, Victoria, Republic of Zimbabwe, Rhodesia, Victoria Falls, Bulawayo, Southern Rhodesia,

zimbabwe's Meaning in Other Sites