<< youking young >>

youl Meaning in Odia (Oriya). ( youl ଶବ୍ଦର ଓଡିଆ ଅର୍ଥ)



ତୁମେ,

Pronoun:

ତୁମେ, ତୁମକୁ,

youl తెలుగు అర్థానికి ఉదాహరణ:

ପୁଣି କହିଲେ "ତୁମେ ଯେତେବେଳେ ମୋ ଦେଶର ୪୦ କୋଟି ଲୋକଙ୍କର ସେବା ମାଗଣାରେ କରୁନାହଁ, ମୁଁ କାହିଁକି ବା ତୁମଦ୍ୱାରା ମୋ ଚିକିତ୍ସା କରାଇବି" ।

ଶ୍ରୀଶ୍ରୀମା’ ସହଜ କଣ୍ଠରେ କହିଲେ, ‘ଏ କି କଥା,  ଯଦି ତୁମେ କହିଥାଅ, ସେଥିରେ ହେଲା କଅଣ ?’ ଶ୍ରୀରାମକୃଷ୍ଣ ରାତିସାରା ଆଉ ଶୋଇପାରିଲେ ନାହିଁ ।

ଏହାର କିଛି ସମୟ ପରେ ପ୍ରଭୁ ଜଗନ୍ନାଥ ନିଜେ ଛଦ୍ମବେଶୀ ଜୟଦେବ ରୂପେ ଯେତେବେଳେ ଫେରନ୍ତି, ସ୍ୱାମୀ ସ୍ନାନରୁ ଏତେ ଶୀଘ୍ର ଫେରି ଆସି ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, " ତୁମେ ମାତ୍ର ଏକ ମିନିଟ୍ ପୂର୍ବରୁ ଚାଲିଯାଇଥିଲ, ପୁଣି କାହିଁକି ଆସିଛ ?" ଛଦ୍ମବେଶି ଜଗନ୍ନାଥ ଉତ୍ତର ଦେଲେ, "ମୁଁ ରାସ୍ତାରେ ଗୀତଗୋବିନ୍ଦ ବିଷୟରେ ଏକ ପଦ ମନେ ପଡ଼ିଯିବାରୁ, କାଳେ ଭୁଲିଯିବି ଭାବି ମୁଁ ଏହାକୁ ଲେଖିବାକୁ ଫେରି ଆସିଲି ।

ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ ।

ସେହି ଅବସ୍ଥାରେ କହିଲେ, ‘କବାଟ ଆଉଜେଇ ଦେଇ ଯା’ !’ ଉତ୍ତରରେ ଶ୍ରୀଶ୍ରୀମା’ଙ୍କ କଣ୍ଠସ୍ୱର ଶୁଣିବାମାତ୍ରେ ସେ କାତର ହୋଇ କହିବାକୁ ଲାଗିଲେ, ‘ହଇହେ ! ତୁମେ କିଛି ମନେ କରିବ ନାହିଁ ।

| ଅଭିନୟରେ |ଓଡ଼ିଆ କଥାଚିତ୍ର ‘ଅପରିଚିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ଶରତ ପୂଜାରୀ|ଅପରାଜିତା ମହାନ୍ତି|ସାଧୁ ମେହେର| ସମ୍ମାନ ଓ ପୁରସ୍କାର |ଶ୍ରେଷ୍ଠ କାହାଣୀ(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)| ଆଧାର | ଅଧିକ ତଥ୍ୟ |୧୯୮୦ର ଓଡ଼ିଆ କଥାଚିତ୍ର କୁମାର ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ମୁଁ ତୁମେ ଓ ସେ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।

|ବୈଜ୍ଞାନିକ ହେବାକୁ ଇଚ୍ଛା କରୁଥିବା ମହିଳାଙ୍କୁ ଏତିକି କହିବି, ବିଜ୍ଞାନ ନିମନ୍ତେ ଦାବି କର କାରଣ ତୁମେ ଏହାର ଯୋଗ୍ୟ ।

ତାଙ୍କଦ୍ୱାରା ବୋଲା କିଛି ଜଣାଶୁଣା ଗୀତ ହେଲା "ଇଟିକିଲି ମିଟିକିଲି", "ଜହ୍ନର ସିନ୍ଦୂର ଗାର", "ତୁମେ ମୋର ପ୍ରଭୁ", "ପୀରତି କିଏ କରିଛି", "ଜଗତର ନାଥ ଜଗନ୍ନାଥ", "ଦୟାମୟୀ ମହାମାୟୀ ମା' ମଙ୍ଗଳା" ଆଦି ।

ତୁମେ କ୍ଷେତ୍ର ରକ୍ଷକ, କ୍ଷେତ୍ର ଦର୍ଶନରେ ମୋତେ ସହାୟ ହୁଅ ।

ତୁମେ ଯୋଗମାୟା ଆଶ୍ରୟ କରି ଆହୁରି କିଛିଦିନ ପୃଥିବୀରେ ରହ ।

ଭାବ ଯେତେବେଳେ ସ୍ତିମିତ ହୋଇ ଆସିବ, ସେତେବେଳେ ତା'ର ଅନୁସରଣ କରି ତୁମେ ମଧ୍ୟ ବିଲୀନ ହୋଇଯାଅ ।

ତୁମେ ଯଦି ଡାକ ତୁମେ ମଧ୍ୟ ତାଙ୍କର ଦର୍ଶନ ପାଇବ ।

youl's Usage Examples:

if not in this wor[l]d I am sure in the world to come whither I am now agoing and I Question not but youle see and alteration of thes things they my selfe.



youl's Meaning in Other Sites