<< yogin yoginis >>

yogini Meaning in Odia (Oriya). ( yogini ଶବ୍ଦର ଓଡିଆ ଅର୍ଥ)



ଯୋଗିନୀ,

Noun:

ଯୋଗିନୀ,

People Also Search:

yoginis
yogins
yogis
yogism
yogurt
yogurts
yoicked
yoicking
yoicks
yoing
yojan
yoke
yoked
yokefellow
yokefellows

yogini తెలుగు అర్థానికి ఉదాహరణ:

୧-ଚଉଷଠି କଳାର ପ୍ରତୀକ ରୂପେ ଚଉଷଠି ଯୋଗିନୀ ଅବସ୍ଥାପିତ ।

ସେହି ଯୋଗିନୀମାନଙ୍କ ମଧ୍ୟରୁ ହୀରାପୁରଠାରେ ଚଉଷଠି ଯୋଗିନୀ ରୂପେ ପୂଜା ପାଉଛନ୍ତି, ଯାହାକି ଆଜି ସେହି ଯୋଗିନୀ ପୀଠ ହୀରାପୁର ରୂପେ ବିଦ୍ୟମାନ ।

ଆଉ ମଧ୍ୟ ମା' ଯୋଗିନୀଙ୍କ ମଙ୍ଗଳା, କାଳିକା ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉେଦ୍ଦେଶ୍ୟରେ ବହୁ ପ୍ରକାର ଓଷା, ପର୍ବପର୍ବାଣି ପାଳିତ ହୋଇଥାଏ ।

|ଶାସ୍ତ୍ରରେ ମତେ ୟେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀ ରୂପ ଧାରଣ କରନ୍ତି ଏବଂ ଶିଶୁମାନଙ୍କ ରକ୍ଷିକାରୂପେ ମାତୃରୂପା, ଦୟାରୂପା, ରକ୍ଷଣରୂପା, ବୃଦ୍ଧ ରୂପା ଓ ଯୋଗିନୀରୂପା ହୁଅନ୍ତି ।

୬୪ ଯୋଗିନୀଙ୍କ କେଶ ବିନ୍ୟାସ ଭିନ୍ନ ଭିନ୍ନ ।

ଯୋଗିନୀ ଜଳପ୍ରପାତ ଉପତ୍ୟକାରେ ଅବସ୍ଥିତ ।

ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ ।

କାଳିକା ପୁରାଣ, ଯୋଗିନୀ ତନ୍ତ୍ର ଓ କାମାକ୍ଷା ତନ୍ତ୍ରରେ ତାଙ୍କୁ କାଳୀ ମନେକରାଯାଏ ।

ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଇଥାଏ ।

ସେ ହେଉଛନ୍ତି, ଭୂତ,ପ୍ରେତ ଓ ଯୋଗିନୀଙ୍କ ସ୍ୱାମୀ ।

ରାତି ଅଧରେ ଗୁଣିଆ ଚଉଷଠି ଯୋଗିନୀ ମନ୍ଦିର ପ୍ରାଙ୍ଗଣରେ ପୂଜାକରି କୁକୁଡ଼ା ବଳି ପକାଇ ଶିଶୁ କିମ୍ବା ମହିଳାର ଶରୀରରୁ ପ୍ରେତ ଛଡ଼ାଇଥାଏ ।

ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହନ ଉପରେ ବିରାଜମାନ ।

yogini's Usage Examples:

uneven length, describing Shaktis of Amritesha, Diksha, Chakras in body, yoginis, bhutas and meditation hymns.


(flourished 11th Century) was an Indian teacher of Vajrayana Buddhism, a yogini and master of meditation.


She is also considered to be an emanation of Samantabhadrī, Prajnaparamita, and Vajrayogini.


Sow", Tibetan: ་རྡོ་རྗེ་ཕག་མོ, Wylie: rdo rje phag mo Dorje Pakmo) is a wrathful form of Vajrayogini associated particularly with the Cakrasaṃvara Tantra.


Balayogini (English: Girl Saint) is a 1937 Indian film made in Tamil and Telugu languages.


great convention of the yoginis, which the shravakas and others cannot unriddle".


Each of these yoginis have their own mantras describing their complexion.


temples, but exceptionally it has shrines for 81 rather than the usual 64 yoginis.


The feminine form, sometimes used in English, is yogini.


The Chausath Yogini Temple, Bhedaghat, also called the Golaki Math ("circular lodge"), is one of India"s yogini temples, but exceptionally it has shrines.


Leading "yoginis" (named for the medieval female deities and their worshippers that were.


a teacher of yoga as exercise, known for her emphasis on the power of yoginis, women in yoga and her work in yoga therapy.


Each level corresponds to a mudra, a yogini, and a specific form of the Deity Tripura Sundari along with her mantra.



yogini's Meaning in Other Sites