yellowhead Meaning in Odia (Oriya). ( yellowhead ଶବ୍ଦର ଓଡିଆ ଅର୍ଥ)
ହଳଦିଆ,
Adjective:
ହଳଦିଆ,
People Also Search:
yellowingyellowish
yellowknife
yellowness
yellownesses
yellows
yellowstone
yellowy
yells
yelm
yelmed
yelp
yelped
yelper
yelping
yellowhead తెలుగు అర్థానికి ఉదాహరణ:
|ମାଣ୍ଡିଆଖାଇଙ୍କ ଜୀବବିଜ୍ଞାନ ନାମ ଗ୍ୟାଲିନୁଲା କ୍ଲୋରୋପସ୍ ଲାଟିନ୍ ଶବ୍ଦ ଗ୍ୟାଲିନୁଲା (ଯାହା ଛୋଟ କୁକୁଡ଼ା ବା କୁକୁଡ଼ା ଶାବକକୁ ବୁଝାଏ) ଏବଂ ଗ୍ରୀକ୍ ଶବ୍ଦ କ୍ଲୋରୋପସ୍ (ଖ୍ଲୋରୋସ୍ ଅର୍ଥ ଶାଗୁଆ ବା ହଳଦିଆ, ପୌସ୍ ଅର୍ଥ ପାଦ)ର ମିଶ୍ରଣରୁ ସୃଷ୍ଟ ।
|ଉପପ୍ରଜାତି|ହଳଦିଆ ବୁଲ୍ବୁଲ୍ମାନଙ୍କର ୮ଟି ଉପପ୍ରଜାତି ଚିହ୍ନଟ କରାଯାଇଛି :|P. f. flaviventris - (ସାମୁଏଲ୍ ଟିକେଲ୍, ୧୮୩୩): ନେପାଳ, ଉତ୍ତର ଓ ପୂର୍ବ ଭାରତରୁ ଦକ୍ଷିଣ ଚୀନ ଏବଂ କେନ୍ଦ୍ରୀୟ ବ୍ରହ୍ମଦେଶ ପର୍ଯ୍ୟନ୍ତ ଏହି ଉପପ୍ରଜାତିର ପକ୍ଷୀ ଦେଖାଯାନ୍ତି ।
ଆଉ ଏକ ପ୍ରଜାତିର ହେନା ଫଲର ରଙ୍ଗ ହଳଦିଆ ହୋଇଥାଏ ।
|ପରିସ୍ଥିତିକ ବ୍ୟବହାର|ହଳଦିଆ ବୁଲ୍ବୁଲ୍ ପକ୍ଷୀ ବୁଦାରେ ନିଜର ବସା ତିଆରି କରେ ।
|ବିବରଣୀ |ହଳଦିଆ ବୁଲ୍ବୁଲ୍ ଚଢ଼େଇ ପ୍ରାୟ ୧୯ ସେଣ୍ଟିମିଟର୍ ଲମ୍ବା ।
ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି ।
ଏହି ସମସ୍ତ କାର୍ଯ୍ୟ କାର୍ପାସ ଖଦଡ ଉପରେ ଧଳା କିମ୍ବା ହଳଦିଆ ରେଶମୀ ସୂତାଦ୍ୱାରା କରାଯାଏ ।
ଏହି ଅବସ୍ଥା ବର୍ଷ ବର୍ଷ ଧରି ଲାଗିରହିପାରେ, ଯେଉଁ କ୍ଷେତ୍ରରେ ଏହା ଧୀରେ ଧୀରେ ଅଧିକ ହଳଦିଆ ରଙ୍ଗ ଏବଂ ଅଧିକ ଦୁର୍ଗନ୍ଧ ହୋଇପାରେ ।
|ଭୌତିକ ବୈଶିଷ୍ଟ|ଚୀନ ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ ସୋସାଇଟି ଅନୁସାରେ, ହଳଦିଆ ନଦୀର ସ୍ରୋତ ପୂର୍ବୀ କୂଳ ନିକଟ 34° 29' 31.1" N, 96° 20' 24.6" E ୟୁସୁ ତିବ୍ୱତ ସ୍ୱାୟତ୍ତ ପ୍ରାନ୍ତର ବାୟାନ ହର ପର୍ବତରେ ହୋଇଥାଏ ।
ସାଧାରଣତଃ ନାଲି ଓ ହଳଦିଆ ରଙ୍ଗର ନୂଆ କପଡ଼ାରେ ଏହି ମୁଣି ପ୍ରସ୍ତୁତ କରାଯାଏ ।
କ୍ୟାରୋଟିନଏଡ କଣିକାମାନଙ୍କର ଉପସ୍ଥିତିର ପରିମାଣ ଉପରେ ଆମ୍ବର ହଳଦିଆ ରଙ୍ଗ ନିର୍ଭର କରିଥାଏ ।
ହଳଦିଆ ଗୋଲାପ ଶକ୍ତିଶାଳୀ ।
| ବର୍ଣ୍ଣନା ||ମାଣ୍ଡିଆଖାଇ ପକ୍ଷୀକୁ ଏହାର ଦେହର ଗାଢ଼ କଳା ରଙ୍ଗ, ଲାଞ୍ଜ ତଳ ପଟର ଧଳା ପର, ହଳଦିଆ ଗୋଡ଼, ମୁହଁ ଓ ଥଣ୍ଟର କିଛି ଅଂଶରେ ଆଚ୍ଛାଦିତ ଲାଲ୍ ଚିହ୍ନରୁ ଏହି ପ୍ରଜାତିର ପକ୍ଷୀଙ୍କୁ ସହଜରେ ଠଉରାଇ ହେବ ।
yellowhead's Usage Examples:
other described penaeid infections yellowhead virus (YHV) and infectious hypodermal and hematopoietic necrosis virus (IHHNV) in the described histological.
Dittrichia viscosa, also known as false yellowhead, woody fleabane, sticky fleabane and yellow fleabane, is a flowering plant in the daisy family.
) Britton " RusbyInula viscosa > Dittrichia viscosa – false yellowhead, sticky fleabane, woody fleabaneEcologyInula species are used as food plants by the larvae of some Lepidoptera species including case-bearers of the genus Coleophora, such as C.
include the tieke (saddleback), mōhua (yellowhead), Fiordland skink and knobbled weevils.
king shag, takahe, black-fronted tern, South Island robin, rock wren, wrybill, and yellowhead.