yajurveda Meaning in Odia (Oriya). ( yajurveda ଶବ୍ଦର ଓଡିଆ ଅର୍ଥ)
ଯଜୁର୍ବେଦ,
Noun:
ଆୟୁର୍ବେଦ,
People Also Search:
yakyak butter
yakimona
yakitori
yakitoris
yakka
yakked
yakking
yaks
yakut
yakutat
yakuts
yakutsk
yakuza
yald
yajurveda తెలుగు అర్థానికి ఉదాహరణ:
|କିମ୍ବଦନ୍ତୀ| ହିନ୍ଦୁ ଧର୍ମ |ପୂର୍ବେ ବୈଦିକ ଯୁଗରେ ଅର୍ଥାତ୍ ୪ ହଜାର ବର୍ଷ ପୂର୍ବେ ଭାରତୀୟ ଆର୍ଯ୍ୟମାନେ ରଥର ବ୍ୟବହାର ଜାଣୁଥିବାରୁ ସ୍ପଷ୍ଟ ପ୍ରମାଣ ଋଗ୍ ବେଦ ଓ ଯଜୁର୍ବେଦରୁ ମିଳେ ରଥରେ ଅଶ୍ୱମାନେ ସାରଥିଦ୍ୱାରା ନିଯନ୍ତ୍ରିତ ହେଉଥିଲେ ରଥକୁ ଶିଳ୍ପୀ ଓ ମୂତ୍ରଧରମାନେ ପ୍ରସ୍ତୁତ କରୁଥିଲେ ଯୁଦ୍ଧରଥ ଗେଚର୍ମ ଆଦିରେ ଆଚ୍ଛାଦିତ ହେଉଥିଲା ।
| ସଂକ୍ଷେପରେ |ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର ଅନୁସାରେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)|ପୌରାଣିକ ଓଡ଼ିଶା - ମହାଭାରତ ଅନୁସାରେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
ଶୁକ୍ଳ ଯଜୁର୍ବେଦ ଅନୁସାରେ ଅଶ୍ୱମେଧ ଯଜ୍ଞରେ ଅଶ୍ୱିନୀ କୁମାରଙ୍କୁ ମୟୁର ଆହୁତି ଦିଆଯାଇଥିଲା ।
ଶୁକ୍ଳ ଯଜୁର୍ବେଦର ଶାଖା ସଂଖ୍ୟା ୧୫ ।
ଏହି ମନ୍ତ୍ରକୁ ଦେବୀ ସୁଭଦ୍ରା ଅନୁଭବ ସ୍ତରରେ ଯୋଗ କରୁଛନ୍ତି, ତେଣୁ ସେ ହେଉଛନ୍ତି ଯଜୁର୍ବେଦ ।
ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ ।
କୃଷ୍ଣ ଯଜୁର୍ବେଦର ସଂହିତା ଗୁଡ଼ିକ ହେଉଛି ତୈତ୍ତିରୀୟ, ମୈତ୍ରୀୟଣୀ, କପିଷ୍ଠଳ ଓ କାଠକ ।
ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର ।
|ରାମାୟଣ, ମହାଭାରତ, ଯଜୁର୍ବେଦରେ (Yajur Veda) ଥିବା ତାଇତ୍ତିରିୟା ସଂହିତାରେ ଥିବା ନାରାୟଣ ଉପନିଷଦ, ମନିମେକାଲାଇ ସଙ୍ଗମ କାମରେ ଦେବୀ କନ୍ୟା କୁମାରୀଙ୍କ ବିଷୟ ଲେଖାଅଛି ।
| ଯଜୁର୍ବେଦ |କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।
||| ସଂକ୍ଷେପରେ |ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)|ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି।
yajurveda's Usage Examples:
यजुर्वेद, yajurveda, from yajus meaning "worship", and veda meaning "knowledge") is the Veda primarily of prose mantras for worship rituals.
The Yajurveda (Sanskrit: यजुर्वेद, yajurveda, from yajus meaning "worship", and veda meaning "knowledge") is the Veda primarily of prose mantras for worship.
[citation needed] Each action was accompanied by supplicative or benedictive formulas (yajus), drawn from the yajurveda.