wrestler Meaning in Odia (Oriya). ( wrestler ଶବ୍ଦର ଓଡିଆ ଅର୍ଥ)
କୁସ୍ତି, ରେସଲର,
Noun:
ରେସଲର,
People Also Search:
wrestlerswrestles
wrestling
wrestling hold
wrestling mat
wrestling match
wrestling ring
wrestlings
wrests
wretch
wretched
wretcheder
wretchedest
wretchedly
wretchedness
wrestler తెలుగు అర్థానికి ఉదాహరణ:
୨୦୧୪ ମସିହାରେ ସେ ଦାଭେ ସ୍କୁଲ୍ଜ ଆନ୍ତର୍ଜାତିକ ମହିଳା କୁସ୍ତି ପ୍ରତିଯୋଗୀତାରେ ସେ ୬୦ କିଲୋଗ୍ରାମ ବର୍ଗରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ପାଇଥିଲେ ।
|୧୯୯୦ ମସିହାରେ କୁସ୍ତି ଖେଳାଳି ରାଜ କୁମାର ସାଂଗୱାନ ଅର୍ଜୁନ ପୁରସ୍କାର ପାଇବା ପରେ ଭାରତରେ କୁସ୍ତି ଖେଳ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଲା ।
ଗୀତାଙ୍କ ଅନ୍ୟ ଏକ ଛୋଟ ଭଉଣୀ ରିତୁ ଫୋଗତ ଜଣେ ଅନ୍ତର୍ରାଷ୍ଟ୍ରୀୟ କୁସ୍ତିଖେଳାଳୀ, ସେ ମଧ୍ୟ ୨୦୧୬ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
୧୭ ଜାନୁଆରୀ ୨୦୨୦ରେ ନନ୍ଦିଘୋଷ ଟିଭିକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ସେ କୁସ୍ତି କରୁଥିଲେ, ତେଣୁ ଜଣେ ପହିଲୀମାନ ଭାବରେ ତାଙ୍କୁ ସୁଗ୍ରୀବ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା ।
| ପ୍ରାରମ୍ଭିକ ଜୀବନ |ଡୱେନ ଡଗଲାସ ଜନସନ, ମଇ ୨, ୧୯୭୨ ମସିହାରେ, କାଲିଫର୍ନିଆର ହାୱାର୍ଡରେ ଆଟା ଜନସନ (ନେ ମାଭିୟା; ଜନ୍ମ ୧୯୪୮) ଏବଂ ପୂର୍ବତନ ପେସାଦାର କୁସ୍ତି ରକି ଜନସନ (ୱେଡ ଡଗଲାସ ବୋଲ୍ସ; ୧୯୪୪-୨୦୨୦)ରେ ଜନ୍ମଗ୍ରହଣ କରିଥିଲେ।
ତେବେ ଜଣେ ଜୁନିୟର କୁସ୍ତି ଖେଳାଳି ହୋଇ ମଧ୍ୟ ୨୦୦୩ରେ ଆଫ୍ରୋ-ଏସିୟାନ ଗେମସରେ ଭାଗ ନେଇ ସେ ରୌପ୍ୟ ପଦକ ଲାଭ କରିବା ପରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।
|ଖେଳ ଜୀବନ|କିଶୋର ବୟସରୁ ରବି କୁମାର କୁସ୍ତିଖେଳରେ ମନୋନିବେଶ କରିଥିଲେ ।
ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ପରେ ଅନେକ ଝିଅ କୁସ୍ତି ଖେଳକୁ ଆସି ଦେଶ ପାଇଁ ଅନେକ ପଦକ ହାସଲ କରି ଆସୁଛନ୍ତି ।
୨୦୧୯ରେ ଅନୁଷ୍ଠିତ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।
ତାଙ୍କ ପିତା ମହାବୀର ସିଂହ ଫୋଗତ ଜଣେ କୁସ୍ତିବିଦ ଓ ପ୍ରଶିକ୍ଷଯକ ଥିଲେ ।
ତେଣୁ ବିଜେନ୍ଦ୍ର କୁସ୍ତି ଖେଳ ଶିକ୍ଷା କରିବାପାଇଁ ନିଶ୍ଚିତ କଲେ ।
ସେ ଜଣେ ଚଳଚ୍ଚିତ୍ର ଅଭିନେତା, ପ୍ରଯୋଜକ ଏବଂ ଅର୍ଦ୍ଧ ଅବସରପ୍ରାପ୍ତ କୁଶଳୀ କୁସ୍ତିବାଜ ମଧ୍ୟ ।
wrestler's Usage Examples:
Depending on how many places are scored, the consolation rounds would then commence, beginning among all of the wrestlers who lost to the winners of a certain round.
He was one of eight wrestlers who put his hair on the line in a multi-man Lucha de Apuestas match; Suicida lost the match and his hair.
In July 2016, Harris was named part of a class action lawsuit filed against WWE which alleged that wrestlers incurred traumatic brain injuries during their tenure and that the company concealed the risks of injury.
professional wrestler, martial artist, politician, and promoter of professional wrestling and mixed martial arts.
Tag team wrestling is a type of professional wrestling in which matches are contested between teams of multiple wrestlers.
StorylinesThe event featured wrestlers from pre-existing scripted feuds and storylines.
In high school, Stevens was a wrestler with potential to obtain college athletic scholarships.
References1911 births2002 deathsCanadian bank presidentsMembers of the United Church of CanadaOfficers of the Order of Canada is a Japanese professional wrestler better known by the ring name .
Being a professional wrestling championship, it was not won legitimately; it was instead won via a scripted ending to a match or awarded to a wrestler because of a storyline.
Perhaps the most extreme example of this can be found in professional wrestling and some mixed martial arts promotions, where almost every wrestler has an entry theme written to suit their particular character.
Synonyms:
light heavyweight, fighter, battler, matman, featherweight, belligerent, welterweight, combatant, grappler, bantamweight, middleweight, heavyweight, scrapper, flyweight, sumo wrestler, lightweight,
Antonyms:
amicable, peaceful, civilian, important, heavy,