<< worried worriedness >>

worriedly Meaning in Odia (Oriya). ( worriedly ଶବ୍ଦର ଓଡିଆ ଅର୍ଥ)



ଚିନ୍ତାରେ,

ଚିନ୍ତିତ |,

People Also Search:

worriedness
worrier
worriers
worries
worriment
worriments
worrisome
worrisomely
worrit
worrited
worriting
worry
worrying
worryingly
worryings

worriedly తెలుగు అర్థానికి ఉదాహరణ:

ତତ୍ ପରେ ୧୨୦୦ କାରିଗର ପୁନଶ୍ଚ ଚିନ୍ତାରେ ପଡିଲେ ଯେ ଯଦି ରାଜା ଜାଣିବେ ୧୨ ବର୍ଷର ପିଲା ହିଁ କରିଦେଲା ଯାହା ୧୨୦୦ କାରିଗର କରି ପାରିଲେନି , ତେବେ ରାଜା ହୁଏତ ସମସ୍ତଙ୍କୁ ପ୍ରାଣଦଣ୍ଡ ଦେଇ ପାରନ୍ତି ।

ସେଥିପାଇଁ ତା' ମାଆ (ପୁଷ୍ପା ପଣ୍ଡା) ସବୁବେଳେ ଚିନ୍ତାରେ ରହୁଥିଲା ।

ଯେତେବେଳେ କୌଣସି ଚିନ୍ତାରେ ବିଶେଷ ଦୃଷ୍ଟି ଦେବ, ତତ୍‌କ୍ଷଣାତ୍‌ ସେହି ଚିନ୍ତା ଚାଲିଯିବ; କିନ୍ତୁ ଚିନ୍ତାଗୁଡ଼ିକୁ ଜୋର୍‌କରି ବନ୍ଦ କରିବାର ଚେଷ୍ଟା କର ନାହିଁ, କେବଳ ସାକ୍ଷୀ ହୋଇ ଦେଖିଯାଅ ।

ତା' ପର ବର୍ଷ ମାନସିକ ଦୁଶ୍ଚିନ୍ତାରେ ସେ ପ୍ରାଣତ୍ୟାଗ କଲେ ।

ଏହି ସମୟରେ କିପରି ବିଷ୍ଣୁଙ୍କୁ ଦର୍ଶନ କରିବେ ଚିନ୍ତାରେ ଥାଇ କନିଷ୍ଠପଣ୍ଡୁଙ୍କୁ ସହାୟତା ମାଗିବାରେ ପ୍ରାଚୀ ନଦୀକୂଳରେ ଦୈତ୍ୟ ବିଷ୍ଣୁଙ୍କୁ ଲୁଚାଇ ରଖିଥିବା କଥା ଜାଣି ପ୍ରବଳ ପ୍ରତାପୀ ଭୀମ ନିଜର ଗଦାମାରି ଉକ୍ତ ସ୍ଥାନରୁ ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ ।

|ବିଧି|ଛୁଆର ଦୁଇ ବର୍ଷ ବେଳକୁ ଛୁଆଠାରେ ବାକ୍ ବିକାଶ ବିଳମ୍ବ ଥିଲେ ପରିବାର ଲୋକେ ଚିନ୍ତାରେ ପଡ଼ନ୍ତି ।

ଏମିତି କେତେବର୍ଷ ଗଲା ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ ।

କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା।

ଶୟନେ, ସ୍ୱପନେ, ଜାଗରଣେ ଏକମାତ୍ର ଶ୍ରୀରାମକୃଷ୍ଣଦେବଙ୍କ ଚିନ୍ତାରେ ସେ ବିଭୋର ହୋଇ ରହୁଥିଲେ ।

ଅଶିକ୍ଷା, ଅନାହାର ଓ ନଗ୍ନତାକ୍ଳିଷ୍ଟ କୋଟି କୋଟି ଭାରତବାସୀଙ୍କର ଦୁଃଖଦୁର୍ଦ୍ଦଶା ଦେଖି ତାଙ୍କର ବିଶାଳ ହୃଦୟ ମଥିତ ହେଉଥିଲା ଏବଂ ତାହାର ପ୍ରତିକାର ଚିନ୍ତାରେ ସେ ଅସ୍ଥିର ହେଉଥିଲେ ।

ମାଆଙ୍କୁ କେମିତି ନେବେ ସେହି ଚିନ୍ତାରେ ଗୋବିନ୍ଦ ଧ୍ୟାନମଗ୍ନ ହେଲେ ।

ସୁସ୍ଥ ସବଳ ଗାଈଟି ଏତେ ଯତ୍ନ ସତ୍ତ୍ୱେ ଭଲ କ୍ଷୀର କାହିଁକି ଦେଉନାହିଁ ବୋଲି ଚିନ୍ତାରେ ଥିବାବେଳେ ଲେଖକଙ୍କ ଗୋପାଳକ ସନ୍ଦେହ ପ୍ରକାଶ କରିଥିଲା ଯେ ରାତିରେ କେହି ଜଣେ ଆସି ଗାଈର ପଛ ଗୋଡ଼ ଦୁଇଟିକୁ ବାନ୍ଧି କ୍ଷୀର ଚୋରି କରିନେଉଛି ।

ପ୍ଲୁଟାରଚ ଲେଖିଛନ୍ତି : ସେ ତାଙ୍କର ସମସ୍ତ ଉଚ୍ଚାଭିଳାଷ ଏବଂ ଭାବରାଜିକୁ ଇତର ଶ୍ରେଣୀୟ ଚିନ୍ତାରେ ବ୍ୟସ୍ତ ନରଖି ଉଚ୍ଚ କଳ୍ପନା ବିଳାସରେ ମଗ୍ନକରି ରଖୁଥିଲେ ।

worriedly's Usage Examples:

This is confirmed when Richard asks Ron worriedly, "How do you know about that?" From there forth, Richard must act as Ron.


As the Inquisitors ride in the bus, they comment worriedly that they are running out of credits (which are seen superimposed over.


Once informed, Kramer worriedly says he spent an hour and a half in the apartment engrossed with a manuscript.


Aayan worriedly asks if he"s hurting her or doing something wrong, to which she covers.


a strategy to avoid the potential second fuse, then Eric departs, but worriedly hovers nearby.


During a later discussion, Hal Jordan worriedly remarks that if the villains were able to defeat someone as powerful as.


Marie worriedly comes rushing in and hugs Ray, saying the doctors are "trying to take.


One of the aircrew who took Keith to Hawaii worriedly approaches Keith"s editor on his return to England.


With Nick watching worriedly, Carla gives Johnny the missing Gideon Bible.


Olympic Games in Lake Placid, the commentator couldn"t find Behle and worriedly repeated this question.


" The result is "the person extroverted, no longer looking inward worriedly continuously without end.


Henry worriedly shakes Regina and calls out to her but it takes her a while to come around.


When Angel first returns to the office after becoming human, Cordelia worriedly demands, "Did you do it with Buffy?" And as Doyle steps up to stare into.



worriedly's Meaning in Other Sites