<< workflow workforce >>

workfolk Meaning in Odia (Oriya). ( workfolk ଶବ୍ଦର ଓଡିଆ ଅର୍ଥ)



କର୍ମଜୀବୀ, କୃଷି ଶ୍ରମିକ,

workfolk తెలుగు అర్థానికి ఉదాహరణ:

|ଉଚ୍ଚତମ ନ୍ୟାୟାଳୟ ଯୌନ ଉତ୍ପୀଡନର ନୂତନ ବ୍ୟାଖ୍ୟା କରିବାକୁ ଯାଇ ସ୍ପଷ୍ଟ କରିଛନ୍ତି ଯେ କର୍ମ କ୍ଷେତ୍ରରେ ଜଣେ କର୍ମଜୀବୀ ମହିଳା ସହ|କ) ଶାରିରୀକ ସ୍ପର୍ଶ,|(ଖ) ଯୌନ ସମ୍ଭୋଗ ପାଇଁ ଅନୁରୋଧ ବା ଦାବୀ|(ଗ) ଅଶ୍ଳୀଳ ଇଙ୍ଗିତ କିମ୍ବା ମହିଳାଙ୍କ ଇଜ୍ଜତ ହାନୀ କଲା ଭଳି ଯେ କୌଣସି ଅଙ୍ଗଭଙ୍ଗି ପ୍ରଦର୍ଶନ, ଏହାସବୁ ଯୌନ ଉତ୍ପୀଡନ ଭାବେ ଗଣ୍ୟ ହେବ ।

| ପୃଷ୍ଠଭୂମି |ଭାରତରେ ୧୯୯୭ ମସିହା ପୂର୍ବରୁ କର୍ମ ସ୍ଥଳୀରେ କର୍ମଜୀବୀ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ସମ୍ବନ୍ଧୀୟ ଅଭିଯୋଗର ବିହିତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧେ କାର୍ମିକ ସଂସ୍ଥାର ମୁଖ୍ୟଙ୍କ ଭୂମିକା ବିଷୟରେ କୌଣସି ଦିଶାନିର୍ଦ୍ଦେଶ ନ ଥିଲା ।

|ଲକ୍ଷ୍ୟ|ଅବ୍ୟବସ୍ଥିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ କର୍ମଜୀବୀଙ୍କ ପାଇଁ ବାର୍ଦ୍ଧକ୍ୟ ରୋଜଗାର ସୁରକ୍ଷା ସୃଷ୍ଟି ଏବଂ ସେମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା(NPS)ରେ ଯୋଗଦେବାପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୋଜନା ରଚନା କରାଯାଇଛି ।

|ଫୋକସରେ|ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଜୀବୀମାନେ ।

ଏହାର ଦକ୍ଷ କର୍ମଜୀବୀ ଉପରେ ଆଧାର କରି ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିଥାଏ ।

| ପୃଷ୍ଠଭୂମି |ଉଚ୍ଚତମ ନ୍ୟାୟାଳୟ ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ନାମକ ଜନହିତ ମାମଲାରେ କର୍ମଜୀବୀ ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ସୂରକ୍ଷା ନିଶ୍ଚିତ କରିବା ନିମିତ୍ତ ଏକ ଦିଶା ନିର୍ଦ୍ଦେଶ ଜାରି କରିଥିଲେ ।

୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ଙ୍କ ମୂର୍ତ୍ତି ପୂଜାକଲେ।

ଯେଉଁ ଅନୁଷ୍ଠାନରେ ୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବେ ସେଠାରେ କର୍ମଜୀବୀ ମହିଳାଙ୍କୁ ମାତୃତ୍ୱକାଳୀନ ଛୁଟି ଏହି ସମୟରେ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମିଳିତ ବୁଝାମଣାରେ 'ଘରେ ବସି କାମ' ବ୍ୟବସ୍ଥା ଲାଗୁ ହୋଇପାରିବ ।

ସୋଭିଏତ ୟୁନିଅନରେ ଅଭାବ ଲୋକମାନଙ୍କୁ ନିଜର ଆବଶ୍ୟକୀୟ ଜିନିଷ ପାଇବା ପାଇଁ ଅନ୍ୟ ଲୋକମାନଙ୍କ ସହ ବ୍ୟବସାୟୀକ ସମ୍ବନ୍ଧ ରଖିବା ପାଇଁ ପ୍ରୋସ୍ଚାହନ ଦେଇଥିଲା, ଯେପରି କି ଏକ ଡ଼ାକ୍ତରଖାନାର କର୍ମଜୀବୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାହାଯ୍ୟ କରିବା ।

workfolk's Meaning in Other Sites