<< workability workably >>

workable Meaning in Odia (Oriya). ( workable ଶବ୍ଦର ଓଡିଆ ଅର୍ଥ)



କାର୍ଯ୍ୟକ୍ଷମ, ଚଲାଇବା ଯୋଗ୍ୟ, ପ୍ରଭାବଶାଳୀ, କାର୍ଯ୍ୟ କ୍ରମ,

Adjective:

ପ୍ରଭାବଶାଳୀ |,

workable తెలుగు అర్థానికి ఉదాహరణ:

|ସିଜିଏମ‌ପି-ସ୍ପେସିଫିକ ଫସଫୋଡାଇଇସ୍ଟରେଜ ଟାଇପ ୫ (phosphodiesterase 5/ PDE5), ଏକ ଇଞ୍ଜାଇମ (enzyme) ଯାହା ସାଇକ୍ଲିକ ଗୁଆନୋସିନ ମୋନୋଫସଫେଟ (cGMP) ଭାଙ୍ଗି ଲିଙ୍ଗର (penis) ରକ୍ତସରାବରାହକୁ ନିୟନ୍ତ୍ରଣ କରେ ତାହାକୁ ସିଲଡେନାଫିଲ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।

ଏହା ଏକ ପ୍ରକାର ଦୀର୍ଘ-କାର୍ଯ୍ୟକ୍ଷମ ଜନ୍ମ ନିରୋଧକ (long-acting reversible birth control) ।

ଏହି ଔଷଧଦ୍ୱାରା ଡିମ୍ବ ସୃଷ୍ଟି ବାଧାପ୍ରାପ୍ତ ହୁଏ, ଜରାୟୁରେ ଭୃଣ ସଂସ୍ଥାପନ ସଠିକ ଭାବରେ ସମ୍ପାଦନ ହୁଏନି ଓ ଜରାୟୁଗ୍ରୀବାରେ ମ୍ୟୁକସ୍ ଅଧିକ ବ‌ହଳିଆ ହୁଏ; ଏଣୁ ଏହା କାର୍ଯ୍ୟକ୍ଷମ ହୁଏ ।

ତୁରନ୍ତ କାର୍ଯ୍ୟକ୍ଷମ ଔଷଧ ଦେବାର ୧୫ ମିନିଟ ମଧ୍ୟରେ କଷ୍ଟ ଲାଘବ ଆରମ୍ଭ ହୋଇ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କାମ କରେ ।

|ଲିମ୍ଫୋସାଇଟମାନଙ୍କ (lymphocytes) କାମ କମ୍ କରେଇ ସିକ୍ଲୋସ୍ପୋରିନ କାର୍ଯ୍ୟକ୍ଷମ ହୁଏ ।

|ଆଧାର|ପ୍ରକୃତି ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ ।

ରେନିନ-ଆଞ୍ଜିଓଟେନସିନ ସିସ୍ଟମକୁ (renin-angiotensin-aldosterone system) ଅବରୋଧ କରି ଲିସିନୋପ୍ରିଲ କାର୍ଯ୍ୟକ୍ଷମ ହୁଏ ।

ବିଶ୍ରାମ, ବ୍ୟାୟାମ, ସ୍ପ୍ଲିଣ୍ଟ ଓ ବ୍ରେସ ଭଳି ସାହାଯ୍ୟକାରୀ ଉପକରଣ ବ୍ୟବ‌ହାର କରି ଲୋକ‌କୁ କାର୍ଯ୍ୟକ୍ଷମ କରାଯାଏ ।

ପାକିସ୍ତାନ ଆତ୍ମସମର୍ପଣ କରିବା ପରେ, ୧୯୭୨ ମସିହାର ପ୍ରାରମ୍ଭରେ, ସର୍ମା ଚିଟ୍ଟାଗଙ୍ଗ ବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ବନ୍ଦରର ଜଳ ମାଇନ ସଫା କରିବା (minesweeping) କାର୍ଯ୍ୟର ନେତୃତ୍ୱ ନେଇଥିଲେ।

ଯକୃତରେ କୋଲେସ୍ଟେରଲ ପ୍ରସ୍ତୁତ କରୁଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜର (HMG-CoA reductase) କାମକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।

workable's Usage Examples:

Conservative government, which as a result contained so many amendments, provisos and limitations that it was in many ways unworkable.


Distraining ("poinding") was abolished in 1386 as being unworkable, and responsibility for compensation.


Though the Justices who dissented from the remedial holding called this standard unworkable, the Court reasoned that a standard of reasonableness was familiar from other areas of the law.


In practice, that would be very unworkable – every time a student or staff member arrived, administrators would have.


Cession to the United Kingdom The new arrangements proved no more workable than the old.


A museum approach to conserving the building was recognised by all authorities as being unworkable as the building would be empty and devoid of the life the restoration brief considered essential.


Hughes had no ability to track the satellite at such a distance and considered this trajectory concept unworkable.


when their aft casemate mountings turned out to be unworkable and were dispensed with.


He arrived at Corfu on 2 June 1849, found the local assembly unworkable and prorogued it.


A full page, it stated: "The law against marijuana is immoral in principle and unworkable in practice.


In finery forges they were used for drawing out blooms made from wrought iron into more workable bar iron.


Tongans say that the old schedule is unworkable when household members have Western-style jobs, or attend schools at some distance from home; such family members cannot come home to eat, then have a doze after a heavy mid-day meal.



Synonyms:

possible, executable, practicable, feasible, viable,

Antonyms:

unthinkable, unlikely, impractical, dead, impossible,

workable's Meaning in Other Sites