<< womenfolk womenkind >>

womenfolks Meaning in Odia (Oriya). ( womenfolks ଶବ୍ଦର ଓଡିଆ ଅର୍ଥ)



ମହିଳା,

Noun:

ମହିଳାମାନେ |,

womenfolks తెలుగు అర్థానికి ఉదాహరణ:

.|ତେବେ ନିପାତ ମଫସଲରେ ଥିଲେ ମଧ୍ୟ ସେ ଖୁବ ସାନ ବେଳରେ ଲାମ୍ବା ଦୁରତ୍ୱ ଦୌଡ ଅଭ୍ୟାସ କରିଥିଲେ ଓ ଜାତୀୟ ଦୃଷ୍ଟି ଆକର୍ଷଣ କାଲେ ଯେତେବେଳେ ସେ ପୁନେଠାରେ ହେଇଥିବା ୨୦ ବର୍ଷରୁ କମ ମହିଳା ଜାତୀୟା ଚମ୍ପିୟାନଶିପରେ ସ୍ୱର୍ଣ୍ଣ ପଦକ ଜିତିପାରିଥିଲେ ।

ପଞ୍ଜୀକୃତ ହୋଇଥିବା ଫୋଡ଼ା କୁମ୍ଭ ଚିତ୍ରିତ ବ୍ରହ୍ମପୁରୀ ରେଶମ ଶାଢ଼ୀ ମହିଳାଙ୍କ ପରିଧାନ ଏବଂ ଯୋଡ଼ା ପୁରୁଷଙ୍କ ପରିଧାନ ଅଟେ ।

ପଚରାଶୁଣିବା କ୍ଷଣି ଖୋଜୁଥିବା ମହିଳା ଜଣଙ୍କ "ହଁ ପାଇଲି" ଉତ୍ତର ଦେଇ ଧପ୍ କରି ଡବି ଲିଭାଇ ଘରକୁ ପଶନ୍ତି ।

ରାଜନୈତିକ ଦଳ ଓ ମୁସଲିମ ମହିଳା ସଙ୍ଗଠନ କହିଥିଲେ କି, ଏହାଦ୍ୱାରା ବାଲ୍ୟ ବିବାହକୁ ଉତ୍ସାହ ମିଳିବ ।

ଅଳ୍ପ ବୟସ୍କ ଲୋକଙ୍କ ମଧ୍ୟରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଅଧିକ ଭଙ୍ଗା ଦେଖାଯାଏ ।

ଏହି ଅାଇନ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ।

୩ ଦିନ ଅଧୀକ ଛୁଟି ପାଈଁ ମହିଳା ମାନଙ୍କୁ କୌଣସି ପଇସା ଦିଆଯିବ ନାର୍ହି ।

ସନ ୧୯୫୩ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମ‌.ଏ. ଡିଗ୍ରୀ ହାସଲ କରିଥିଲେ ଓ ଇନ୍ଦ୍ରପ୍ରସ୍ଥ ମହିଳା କଲେଜରେ ଶିକ୍ଷା ଲାଭ କରିଥିଲେ ।

୨୯ଟି ରାଜ୍ୟ ମଧ୍ୟରୁ ୧୩ଟି ରାଜ୍ଯରେ ମହିଳା ମାନେ ମୁଖ୍ୟମନ୍ତ୍ରୀର ପଦ ପାଇଛନ୍ତି ।

|ଅନ୍ୟାନ୍ୟ କାର୍ଯ୍ୟ|୧୯୭୫ରେ ସେ ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

ମଧ୍ୟ ବୟସରେ ଏହି ରୋଗ ଆରମ୍ଭ ହେବା ପରେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ୧୦ଗୁଣ ଅଧିକ ରୋଗ ହୁଏ ।

୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ ।

womenfolks's Usage Examples:

mercenaries started marrying local Rajput women in large numbers as well as the womenfolks from Brahmins, Rajbongshi, Kayastha, and Yadav communities.


He hands it to his womenfolks.


Nonyas like beadwork, along with a display on the Nonya kebaya, and the womenfolks" role of transmitting cultural values to Peranakan children.


Having invited Earnscliff to sup with his womenfolks, and pass the night at his farm, Hobbie accompanied him next morning to.


acquired prosperity, which was to be attained through greater command on womenfolks.



womenfolks's Meaning in Other Sites