wolfcubs Meaning in Odia (Oriya). ( wolfcubs ଶବ୍ଦର ଓଡିଆ ଅର୍ଥ)
ଗଧିଆ,
ଗଧିଆ ଛୁଆ,
People Also Search:
wolfewolfed
wolff
wolffia
wolffian
wolfhound
wolfhounds
wolfian
wolfing
wolfish
wolfishly
wolfit
wolfkin
wolfkins
wolflike
wolfcubs తెలుగు అర్థానికి ఉదాహరణ:
କିନ୍ତୁ ଗୃହପାଳିତ ପଶୁଙ୍କ ଶିକାର କରୁଥିବା ଗଧିଆ ଭଳି ପ୍ରାଣୀଙ୍କୁ ମାରିବା ପାଇଁ ଋଷୀୟ ଲୋକେ ଯେଉଁ ବିଷ ବ୍ୟବହାର କରନ୍ତି ତାହା ବଳିଆ କୁକୁରଙ୍କର ମଧ୍ୟ ପ୍ରାଣ ନେଇଥାଏ ।
| ଆକୃତି ପ୍ରକୃତି |ବଳିଆ କୁକୁରର ଶରୀର ଧୁସରିଆ ଗଧିଆ ଓ ଲାଲ୍ ଶିଆଳର ମିଶ୍ରଣ ପରି ଲାଗେ ଓ ଏହାର ଲମ୍ବା ମେରୁଦଣ୍ଡ ଓ ପତଳା ଗୋଡ଼ପାଇଁ କେତେକାଂଶରେ ବିଲେଇର ଶରୀର ଗଠନର ମଧ୍ୟ ଝଲକ ମିଳେ ।
ଏହା ଗଧିଆ-ସମ-କାନିଡ ଗୋଷ୍ଠୀର ଅନ୍ତର୍ଭୁକ୍ତ ଏବଂ ସବୁଠାରୁ ଅଧିକ ପ୍ରାପ୍ତ ସ୍ଥଳଚର ମାଂସାଶୀ ।
ଗଧିଆ, ବିଲୁଆ ଓ ଅଜଗର ପରି ସାପମାନେ ମଧ୍ୟ ହନୁ ମାଙ୍କଡ଼ମାନଙ୍କୁ ଶିକାର କରିବା ଦେଖାଯାଇଛି ।
ସଂକ୍ରମିତ ବାଦୁଡ଼ି, ମାଙ୍କଡ଼, କୋକିଶିଆଳି, ବଳଦ, ଗଧିଆ, କୁକୁର, ନେଉଳ ମଧ୍ୟରେ ହଳଦିଆ ନେଉଳ, ବିଲେଇ, ରାକୁନ୍ (raccoons), କଏଟ (coyotes) ଇତ୍ୟାଦି ପ୍ରାଣୀ ଏହି ରୋଗ ବାହକ ହୋଇ ମନୁଷ୍ୟ ପ୍ରତି ସଙ୍କଟ ସୃଷ୍ଟି କରନ୍ତି ।
ଗଧିଆଦଳରେ କେବଳ ଗୋଟିଏ ପ୍ରଜନନଶୀଳ ମାଈ ରହିଥାନ୍ତି କିନ୍ତୁ ବଳିଆ କୁକୁରଙ୍କ ଦଳରେ ଏପରି ଏକାଧିକ ମାଈ କୁକୁର ରହିପାରନ୍ତି ।
| ଆଧାର | ଅଧିକ ତଥ୍ୟ |Complete works of Adi Shankara|Information on Sri Adi Shankara|୭୮୮ ଜନ୍ମ|୮୨୦ ମୃତ୍ୟୁ|ଭାରତୀୟ ଧର୍ମ ପ୍ରଚାରକ|ଧର୍ମ ପ୍ରଚାରକ କୁକୁର (କାନିସ ଫାମିଲ୍ଯାରିସ ଏକ ସ୍ୱତନ୍ତ୍ର ଜାତି ଭାବେ ଏବଂ କାନିସ ଲୁପୁସ ଫାମିଲ୍ଯାରିସ - ଗଧିଆର ଏକ ଉପଜାତି ଭାବେ) କାନିଡେ କୁଳର ଏକ ଗୃହପାଳିତ ମାଂସାଶୀ ପ୍ରାଣୀ ।
|ଗଧିଆ ପରି ଦେଖାଯାଉଥିବା ସ୍ୱାନଜାତୀୟ ମାଂସଭୋଜୀ ପ୍ରାଣୀମାନଙ୍କ ଏକ ବିଶାଳ ଜୀବବିଜ୍ଞାନ ପରିବାର ରହିଛି ।
ଏହା ସତ୍ତ୍ୱେ ବେଳେ ବେଳେ ମାଈ ଲାଲ, ପାଉଁସିଆ ଗଧିଆ ସାଥିରେ ମିଶି ପ୍ରଜନନ କରେ ଓ ହାଇବ୍ରିଡ ଛୁଆ (coywolf) କରେ ।
ସଭିଙ୍କର ୭୮ କ୍ରୋମୋଜୋମ୍ ଥିବାରୁ କ୍ୟାନିସ୍ ପ୍ରଜାତିର ସବୁ ସଦସ୍ୟ (କୋୟୋଟି, ଗଧିଆ ଓ ବିଲୁଆ) ପରସ୍ପରଠାରୁ ଓ ବଳିଆ କୁକୁର ଓ ଆଫ୍ରିକୀୟ ଶିକାରୀ କୁକୁର ପରି ପ୍ରଜାତିଙ୍କ ଠାରୁ ଜୀବବିଜ୍ଞାନ ଭିତ୍ତିରେ ପ୍ରାୟ ଅବିଚ୍ଛିନ୍ନ ।
ଏହି ପକ୍ଷୀ ଦେଖାଯାଉଥିବା ଅଞ୍ଚଳର ଚାଷୀମାନେ ହିଂସ୍ର ପଶୁ ଯଥା ବାଘ ଓ ଗଧିଆଙ୍କ ଆକ୍ରମଣରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବା ପାଇଁ ମୃତ ପଶୁଙ୍କ ଦେହରେ ବିଷ ପ୍ରୟୋଗ କରିଥାନ୍ତି ।
ବଳିଆ କୁକୁର ଛୁଆମାନେ ଗଧିଆମାନଙ୍କଠାରୁ ଦ୍ରୁତଗତିରେ ବଢ଼ନ୍ତି ।