wived Meaning in Odia (Oriya). ( wived ଶବ୍ଦର ଓଡିଆ ଅର୍ଥ)
ବିବାହିତ,
ନିଅ (କାହାକୁ),
People Also Search:
wivernwiverns
wives
wiving
wiz
wizard
wizardly
wizardry
wizards
wizen
wizened
wizening
wizens
wizier
wiziers
wived తెలుగు అర్థానికి ఉదాహరణ:
ବିବାହିତ ମହିଳାମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ପାଇଁ ଅଳତା ଲଗାଇଥାନ୍ତି ।
ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।
ବିମ୍ବାଧର ମା'ଙ୍କର ଏହି କଥାକୁ ଧରି ଆଜୀବନ ଅବିବାହିତ ରହିଥିଲେ ।
ଶୀତଳ ଷଷ୍ଠୀରେ ବା ବିବାହ ପରଦିନ ଶ୍ରୀଜଗନ୍ନାଥ ପଞ୍ଚମହାଦେବ(ନବ ବିବାହିତ ବରକନ୍ୟା)ଙ୍କୁ ଶ୍ରୀମନ୍ଦିରକୁ ନିମନ୍ତ୍ରଣ କରି ପଞ୍ଚଗ୍ରାସି କରାଇଥାନ୍ତି।
|M.G.Rଙ୍କ ପ୍ରଥମ ବିବାହିତା ପତ୍ନୀ ଚିତାରୀକୁଲାମ କମ ବୟସରେ ଅସୁସ୍ଥ ରହି ମୃତ୍ୟୁବରଣ କଲେ ।
ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି ।
ବିବାହିତ ମହିଳା ଭାବରେ ଆଇଏଏସ ପରୀକ୍ଷାରେ ପ୍ରଥମ ହେବାରେ ସେ ସମଗ୍ର ଭାରବର୍ଷରେ ପ୍ରଥମ ଉଦାହରଣ ଥିଲେ ।
ବିବାହିତ ମହିଳା ମାନଙ୍କ ପାଇଁ ଓଢଣୀର ବ୍ୟବହାରକୁ କିଛି ଆଇନ କାନୁନଦ୍ୱାରା ଘୁଂଘଟ ନାମରେ ପରିଚିତ କରାଯାଇଛି ।
ବିଶେଷତଃ ରାଜଯୋଗରେ କାୟମନୋବାକ୍ୟରେ ସଂପୂର୍ଣ୍ଣ ପବିତ୍ରତା ଅପରିହାର୍ଯ୍ୟ; ବିବାହିତ ବା ଅବିବାହିତ - ଉଭୟଙ୍କ ପକ୍ଷରେ ଗୋଟିଏ ନିୟମ ।
କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ ।
ଏହି ଦିନ ଘରର ନବବିବାହିତ ବଧୂ ସମ୍ପୂର୍ଣ୍ଣ ଘରକୁ ଝୋଟି ଓ ଚିତାଦ୍ୱାରା ସଜାଇଥାଏ ।
ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ ।
ତାରକ ଶାହା ଆଜୀବନ ଅବିବାହିତ ରହିଥିଲେ ।
wived's Usage Examples:
A widely respected teacher, Hoverman has midwived the creation of over 200 solo shows in his popular GO-SOLO workshops, including.
circumstances, led to this civil war in Muslim history, wived differently by different Muslims.
In August 2015, he was wived by Zvezda.
Within these polygamous marriage, wived who were unfaithful were punished severely, sometimes by having parts of.
Synonyms:
wed, marry, get married, get hitched with, hook up with, espouse, conjoin,
Antonyms:
disjoin, kern, take, inactivity, block,