<< with tears with the exception of >>

with that Meaning in Odia (Oriya). ( with that ଶବ୍ଦର ଓଡିଆ ଅର୍ଥ)



ତାହା ସହିତ, ସେଥିରେ, ଫଳ ସ୍ଵରୂପ,

Adverb:

ସେଥିରେ |, ଫଳ ସ୍ଵରୂପ,

with that తెలుగు అర్థానికి ఉదాహరణ:

|ଆମେ ନିଜକୁ ଏକ କ୍ଷୁଦ୍ର ତରଙ୍ଗ ସଦୃଶ ମନେକଲେ ସୁଦ୍ଧା ଆମ ସମସ୍ତଙ୍କ ପଶ୍ଚାତ୍‌ରେ ଏକ ଅଖଣ୍ଡ ସମୁଦ୍ର ବିଦ୍ୟମାନ ଅଛି ଓ ଆମେ ସମସ୍ତେ ତାହା ସହିତ ସଂଯୁକ୍ତ ।

ଗୀତଗୁଡ଼ିକରେ ଏକ ବିଶେଷ ପ୍ରକାର ଝୁଙ୍କ ଲକ୍ଷ୍ୟ କରାଯାଏ, ଏବଂ ତାହା ସହିତ ମଝିରେ ମଝିରେ ତାଳର ବାଣୀଗୁଡ଼ିକ 'ଝେଣାଖିଟା ଝେଣାଖିଟା ଝେଣାଖିଟା ତା, ତା ତା ଝେଣାଖିଟା' ଇତ୍ୟାଦି ପାଟାକ୍ଷରଗୁଡ଼ିକ ବିଶେଷ ଢଙ୍ଗରେ ଉଚ୍ଚାରଣ କରାଯାଏ ।

୧୧୦-୨୨୦ ଭୋଲ୍‍ଟ୍ ବିଦ୍ୟୁତ ସଂଯୁକ୍ତ ତାରକୁ ପାଣି କୁଣ୍ଡରେ ପକାଇଲେ ଯେଉଁ ପ୍ରକାରର ଆଘାତ ଲାଗିବ ତାହା ସହିତ ଏକ ବିଜୁଳି ଶାଙ୍କୁଚର ହାରାହାରି କ୍ଷମତାକୁ ତୁଳନା କରିହେବ ।

ତାହା ସହିତ ଘିଅ , କେଶର ଓ ଅନନ୍ୟ ଶୁଷ୍କ ଫଳର ଗୁଣ୍ଡା ମଧ୍ୟ ମିଶା ଯାଏ ।

କିନ୍ତୁ ତାହା ସହିତ ସ୍ଥାନେ ସ୍ଥାନେ ବିଭିନ୍ନ ପଶୁ, ପକ୍ଷୀ, ବୃକ୍ଷ ଓ ସାମାନ୍ୟ ରେଖାଚିତ୍ର ମଧ୍ୟ ଅଙ୍କିତ ହୋଇଥିଲା ।

|ଖାଦ୍ୟ ରୂପେ ପାରମ୍ପରିକ ଉପାୟରେ ତିଆରି କରିବା ପାଇଁ ଶାଗ ଏବଂ ସଧାରଣ ରୂପେ ତାହା ସହିତ "ମକାର ରୁଟି" ।

|ସାମାଜିକ ବ୍ୟବହାର|ହନୁ ମାଙ୍କଡ଼ମାନଙ୍କୁ ୩ ପ୍ରକାରର ଦଳରେ ବସବାସ କରିବା ଦେଖାଯାଇଛି:|ଏକ-ଅଣ୍ଡିରା ଦଳ : ଏପରି ଦଳରେ ଗୋଟିଏ ମାତ୍ର ବୟସ୍କ ଅଣ୍ଡିରା ମୁଖିଆ ମାଙ୍କଡ଼ ରହିଥାଏ ଓ ତାହା ସହିତ ଅନେକ ମାଈ ତଥା ଶିଶୁ ମାଙ୍କଡ଼ ରହନ୍ତି|ବହୁ-ଅଣ୍ଡିରା ଦଳ : ଏପରି ଦଳରେ ଭିନ୍ନ ଭିନ୍ନ ବୟସର ଅନେକ ଅଣ୍ଡିରା ଓ ମାଈ ମାଙ୍କଡ଼ ଦେଖିବାକୁ ମିଳନ୍ତି|ସବୁ-ଅଣ୍ଡିରା ଦଳ : ଏପରି ଦଳରେ ମାଈ ମାଙ୍କଡ଼ ନଥାନ୍ତି ।

ତାହା ସହିତ ବୃତ୍ତାାକାର ସ୍କେଲଟି ମଧ୍ୟ ଘୂରିଥାଏ ।

|ଅୟପ୍ପାଙ୍କ ଦର୍ଶନ ନିମିତ୍ତ ନୀତି ନିୟମ|ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ୪୧ଦିନ ଉପବାସ ରହିବାକୁ ପଡ଼େ/ ଏକ ମାସ ପୂର୍ବରୁ ତାହା ସହିତ ଆମିଷ ଖାଦ୍ୟ ଓ ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡ଼େ ।

ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି ।

ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।

with that's Usage Examples:

Chris was spot on in analysing him as someone who liked smoking joints and shagging birds, but what"s wrong with that?" Tilbrook stated, "Musically it was.


used mainly by economists as means to compare the prudence of one course of action with that of another.


All keys after the section declaration are associated with that section.


In August 2000 the company was renamed Energis Squared and given new branding consistent with that of its parent.


maintain that morality can be learned from the scriptures alone; I do not find fault with that, but then everything is not provided in the scriptures.


In many historical societies, the position of kingship carries a sacral meaning, that is, it is identical with that of a high priest and judge.


according to Marvel editor Tom Brevoort, "nobody was satisfied with that offhanded non-explanation, and it didn’t make a heck of a lot of sense by itself.


The people of Pandan—called Pandananons—uses a version of Kinaray-a which differs somewhat with that used by most of the other Antique residents.


Painter, about a half-mile away; and all were welcomed with that unfeigned hospitality for which the Friends have always been known.


The set included a new front bezel to replace the original SE bezel with that of an SE/30.


Dale instantly expect he"s face-to-face with a dragon, and with that, he scurries home to find Chip.


Castellesi's successor Thomas Wolsey (1518–23) was also an absentee bishop, held the see concurrently with that of York.


contrasted with that of the roadie, whose only concern is the acquisition of cocaine.



Synonyms:

smart, streetwise, street smart,

Antonyms:

stupid, styleless, unpopular, noncurrent,

with that's Meaning in Other Sites