<< witchy with >>

witeless Meaning in Odia (Oriya). ( witeless ଶବ୍ଦର ଓଡିଆ ଅର୍ଥ)



ବେତାର,

Noun:

ବେତାର, ରେଡିଓ କାର୍ଯ୍ୟକ୍ରମ |, ରେଡ୍ଡିଟ୍ |, ରେଡିଓ |,

witeless తెలుగు అర్థానికి ఉదాహరణ:

)| ପଦ ଓ ସମ୍ମାନ | ପଦ |ଆକାଶବାଣୀ, କଟକରେ ଅନେକ ବହୁକାଳ ଧରି ଅନେକ ନାଟକ ରଚନା କରିଯାଇ ଅଛନ୍ତି|ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟ ପାଇଁ କାହାଣୀ ରଚନା ଯାହା ଭିତରୁ ୮ଟି ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁବାଦ କରାଯାଇଅଛି ।

ଏହି କାର୍ଯକ୍ରମ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ, ନିଜର ବଳିଷ୍ଠ ବେତାର ଉପସ୍ଥାପନା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।

ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି ।

| ବେତାର ଗୀତିକାର |ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର।

|ଲୋକପ୍ରିୟତାର ପ୍ରମୁଖ ମାଇଲଖୁଣ୍ଟ|୮୦ଦଶକ|ଗୀତଟି ସର୍ବପ୍ରଥମେ ୧୯୭୮ ମସିହାରେ ସମ୍ବଲପୁର ଅଲ୍‌ ଇଣ୍ଡିଆ ରେଡ଼ିଓରେ ରେକର୍ଡିଂ କରାଯାଇ “ସୁରମାଳିକା” କାର୍ଯ୍ୟକ୍ରମରେ ବେତାର ପ୍ରସାରଣ କରାଯାଇଥିଲା ।

ତାଙ୍କ ବାପା ଗୋଲାମ ମୁସ୍ତଫା ଜଣେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଏବଂ ମାଆ ହସ୍‌ନେ ଆରା ମୁସ୍ତଫା ଜଣେ ରେଡ଼ିଓ ପ୍ରଯୋଜିକା ଯିଏକି ଅଲ ଇଣ୍ଡିଆ ରେଡ଼ିଓ, ରେଡ଼ିଓ ପାକିସ୍ତାନ ଏବଂ ବାଂଲାଦେଶ ବେତାର ପାଇଁ କାର୍ଯ୍ୟ କରନ୍ତି ।

ସେ ଅନେକ ଜନପ୍ରିୟ ବେତାର ନାଟକ, ଗପ, ଏକାଙ୍କିକା, ପ୍ରବନ୍ଧ ଆଦି ରଚନା କରିଯାଇଛନ୍ତି ।

ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ।

ସେ ଜଣେ ବେତାର କଳାକାର ଭାବରେ ମଧ୍ୟ ପରିଚିତ ।

ବିଶେଷ କରି ଗୋପାଳ ଛୋଟରାୟ,କାଳୀଚରଣ ପଟ୍ଟନାୟଙ୍କ,ଉଦୟନାଥ ମିଶ୍ର,ଙ୍କ ପରି ଅନେକ ନାଟ୍ୟକାରଙ୍କ ନାଟକ ବେତାର ନାଟକରେ ସ୍ଥାନ ପାଇଲା ।

ସେ ମୁଖ୍ୟତଃ ସମ୍ବଲପୁରୀରେ ନାଟକ ରଚନା କରୁଥିଲେ ଓ ୬୫ରୁ ଅଧିକ ମଞ୍ଚ ଓ ବେତାର ନାଟକ ରଚନା କରିଥିଲେ ।

୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ ।

witeless's Meaning in Other Sites