winterises Meaning in Odia (Oriya). ( winterises ଶବ୍ଦର ଓଡିଆ ଅର୍ଥ)
ଶୀତଦିନ,
ଶୀତଦିନ ପାଇଁ ପ୍ରସ୍ତୁତ |,
People Also Search:
winterisingwinterize
winterized
winterizes
winterizing
winterly
winters
wintertime
wintertimes
winterweight
wintery
wintle
wintled
wintles
wintrier
winterises తెలుగు అర్థానికి ఉదాహరణ:
|ଏମାନଙ୍କ ଲୋମ ଲାଲ୍ ରଂଗର ଓ ଶୀତଦିନରେ ଏମାନଙ୍କ ଲୋମର ରଙ୍ଗ ସବୁଠାରୁ ସୁନ୍ଦର ।
ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି ।
ଋଷିଆରୁ ୧୮୧୨ ମସିହାର ଶୀତଦିନେ ନେପୋଲିୟନ ଫେରିବା ସମୟରେ ଏହି ରୋଗ ଦେଖାଯାଇଥିଲା ।
ତାଙ୍କ ଏଡିଟର ମାକ୍ସୱେଲ୍ଲଙ୍କୁ (Maxwell Perkins) ଏହି ବହି ପସନ୍ଦ ନ ଆସିବାରୁ ଲେଖକଙ୍କୁ ପରବର୍ତ୍ତୀ ଶୀତଦିନରେ ସଂଶୋଧନ କରିବାକୁ ରାଜି କରେଇଲେ ।
କିନ୍ତୁ ଚୀନର ଲୋକମାନେ ଏମାନଙ୍କ ଶୀତଦିନିଆ ଲୋମ/ଛାଲ ଭଲ ପାଉଥିଲେ ବୋଲି ୧୮୬୦ର ଶେଷଆଡ଼କୁ ଅଳ୍ପକିଛି ରୁବେଲ୍ ବିନିମୟରେ ଗୃହପାଳିତ ପଶୁ ପରି ବଳିଆ କୁକୁରଙ୍କ ବ୍ୟବସାୟ ହେଉଥିଲା ।
ବିଦ୍ୟୁତ ଶକ୍ତି ଅଭାବରୁ (power outage) ବହନୀୟ ବା ପୋଟେବ୍ଲ ଜେନେରେଟର (portable generators) ବ୍ୟବହାର ଯୋଗୁ ଶୀତଦିନେ ଏହି ବିଷକ୍ରିୟା ଅଧିକ ହୁଏ ।
ଶୀତଦିନ ରାତିରେ ତାପ ବିକିରଣ କରି ପୃଥିବୀ ଥଣ୍ଡା ହେବା ସଙ୍ଗେ ସଙ୍ଗେ ବାୟୁର ନିମ୍ନ ଭାଗ ଥଣ୍ଡା ହୋଇଯାଏ ଏବଂ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଯାଏ ।
ମୁଖ୍ୟତଃ ବୃଷ୍ଟିପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ବିରି ଲଗାଯାଏ ଏବଂ ଜଳସେଚିତ ଅଞ୍ଚଳରେ ଶୀତଦିନେ ଓ ଖରାଦିନେ ଲଗାଯାଇଥାଏ ।
ସାଧାରଣତଃ ଉତ୍ତର ଓଡ଼ିଶାର ବଣଜଙ୍ଗଲ ଘେରା ଆଦିବାସୀ ଇଲାକାରେ ଶୀତଦିନେ ଆରମ୍ଭ ହୋଇଯାଏ କୁକୁଡ଼ା ଲଢ଼େଇ ।
ଶୀତଦିନେ ଓସ୍ପ୍ରେ ପକ୍ଷୀ ମଧ୍ୟ ଦେଖାଯାନ୍ତି ।
ଶୀତଦିନରେ ଓଡ଼ିଶାର ଭିତର କନିକା, ଚିଲିକା ଆଦି ସ୍ଥାନରେ ବହୁ ସଂଖ୍ୟକ ପଣ୍ଡା ହଂସ ପ୍ରବାସ କରୁଥିବା ଦେଖିବାକୁ ମିଳେ ।
ପ୍ରତିକୁଳ ପ୍ରଜନନ ସମୟରେ ଅର୍ଥାତ୍ ଶୀତଦିନରେ ଏମାନେ ବଡ଼ ଗୋଠରେ ଏକତ୍ରିତ ହେବାର ଦେଖାଯାଏ ।
ଶୀତଦିନେ ପାନ ଚାଷ କରିବା ବ୍ୟୟ ବହୁଳ।
Synonyms:
fix, winterize, gear up, ready, prepare, set, set up,
Antonyms:
summerize, unchain, unwire, unstaple, unpin,