windages Meaning in Odia (Oriya). ( windages ଶବ୍ଦର ଓଡିଆ ଅର୍ଥ)
ପବନ,
ଚଳପ୍ରଚଳ ବସ୍ତୁ ଉପରେ ବାୟୁ ଘର୍ଷଣର ଶକ୍ତି |,
People Also Search:
windbagwindbags
windbreak
windbreaker
windbreakers
windbreaks
windburn
windburns
windcheater
windcheaters
windchill
winded
winder
winders
windfall
windages తెలుగు అర్థానికి ఉదాహరణ:
ପବନର ହିନ୍ଦୁ ଦେବତା ବାୟୁ ଅଞ୍ଜନାଙ୍କ ବିସ୍ତାରିତ ହାତକୁ ଖସିପଡିଥିବା କଦଳୀକୁ ଦେଇଥିଲେ।
ପୁନର୍ଜାଗରଣ କାଳରେ ପ୍ରକାଶିତ , ଅନୁଦେଶାତ୍ମକ ପୁସ୍ତକ ଏବଂ ସନ୍ଦର୍ଭ ମଧ୍ୟରେ ଏକ ପୁସ୍ତକକୁ ପବନ ଏବଂ ତାରଯୁକ୍ତ ସମସ୍ତ ବାଦ୍ୟର ବିସ୍ତୃତ ବିବରଣୀ ଏବଂ ଚିତ୍ରଣ ପାଇଁ ବିଖ୍ୟାତ ହୋଇଥିଲା ଯେଉଁଥିରେ ସେମାନଙ୍କର ତୁଳନାତ୍ମକ ଆକାର ଦିଆଯାଇଥିଲା ।
ସୌର ମଣ୍ଡଳରେ ନେପଚ୍ୟୁନ (Neptune) ଓ ଶନି (Saturn) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ ।
ପୃଥିବୀର ଅଧିକାଂଶ ଭାଷାର ଧ୍ୱନି ଉତ୍ପାଦନ ପାଇଁ ଫୁସଫୁସରୁ ମୁଖରନ୍ଧ୍ର ଦେଇ ବାହାରି ଯାଉଥିବା ପବନକୁ ବ୍ୟବହାର କରାଯାଏ , କିନ୍ତୁ ଆଫ୍ରିକାର ହଟେନଟଟ୍(hottentot) ଓ ଆମେରିକାନ୍ ଇଣ୍ଡିଆନ୍ ମାଇଡୁ (maidu) ଭାଷାରେ ବାହାରୁ ମୁଖରନ୍ଧ୍ର ଭିତରକୁ ଯାଉଥିବା ପବନଦ୍ୱାରା ଭାଷାଧ୍ୱନି ସୃଷ୍ଟି ହୋଇଥାଏ ।
ଫାଲ୍ଗୁନ ଓ ଚୈତ୍ର ମାସରେ ଦକ୍ଷିଣା ପବନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସାଧବମାନେ ଘରକୁ ଫେରୁଥିଲେ।
| ଶିକ୍ଷା ପ୍ରସାର |ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା ସମସାମୟିକ ସେ ସମ୍ବଲପୁରରେ ନାସନାଲ ସ୍କୁଲ ଅଫ ସମ୍ବଲପୁର ପ୍ରତିଷ୍ଠା କରିଥିଲେ ।
ପବନର ସ୍ପାସିଆଲ ସ୍କେଲ (spatial scale), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ ।
କଲିକତାରୁ ଫେରି ଗୋପବନ୍ଧୁ ଦାସ ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।
ଏ ସବୁ ଭାଙ୍ଗ ହେଲାବେଳେ ଶରୀରର ଚମଡା କେତେବେଳେ କେତେବେଳେ କଣା ହୋଇଯାଇ ବାହାର ପବନ ସଙ୍ଗେ ହାଡ ଭଙ୍ଗାର ସଂଯୋଗ ରଖେ , ସେତେବେଳେ ଡାକ୍ତରମାନେ ତାକୁ କମ୍ପାଉଣ୍ଡ ଭାଙ୍ଗ କହନ୍ତି ଓ ବହୁ ଯତ୍ନ ସହକାରେ ଚିକିତ୍ସା କରନ୍ତି ।
|| ଇତିହାସ |ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ ।
|ପାଶ୍ଚାତ୍ୟ ଦେଶର ଆଇସ କ୍ରିମର ତୁଳନାରେ କୁଲ୍ଫୀ ବହୁତ ବହଳିଆ ଏବଂ ମଲାଇବାଲା ହୋଇଥାଏ , କାରଣ ଆଇସ କ୍ରିମକୁ ବହୁ ଜୋରେ ଫେଣ୍ଟିକରି ତିଆରି ହୋଇଥାଏ ଯାହାଦ୍ୱାରା ସେଥିରେ ପବନ ମିଶିଯାଇଥାଏ , ମାତ୍ର କୁଲ୍ଫୀକୁ ବିନା ଫେଣ୍ଟି ଜମା ଯାଇଥାଏ ।
ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।
Synonyms:
wind exposure, exposure,
Antonyms:
exhale, stay in place, dissuade,