willpower Meaning in Odia (Oriya). ( willpower ଶବ୍ଦର ଓଡିଆ ଅର୍ଥ)
ଇଚ୍ଛାଶକ୍ତି,
Noun:
ଇଚ୍ଛାଶକ୍ତି,
People Also Search:
willswilly
willy nilly
willy willy
willyard
willyart
willying
willynilly
wilmington
wilmslow
wilson
wilson cloud chamber
wilt
wilt disease
wilted
willpower తెలుగు అర్థానికి ఉదాహరణ:
ଏହି ଘଟଣା ଆମେରିକାର ଇଚ୍ଛାଶକ୍ତି ଓ ରାଷ୍ଟ୍ରପତିଙ୍କ ବିଶ୍ୱସନୀୟତାରେ ଉନ୍ନତି କଲା ।
ଅତଏବ ଯେଉଁ ବିରାଟ ଶକ୍ତି ବର୍ତ୍ତମାନ ଆମ ଅଧିକାରରେ ଅଛି, ତାକୁ ଆୟତ୍ତ କରିବାକୁ ଶିକ୍ଷା କରି, ତାକୁ ପ୍ରବଳ ଇଚ୍ଛାଶକ୍ତିଦ୍ୱାରା ପାଶବିକ ରୂପ ନ ଦେଇ ଆଧ୍ୟାତ୍ମିକ ଦିଗରେ ପ୍ରେରିତ କରିବାକୁ ହେବ ।
ତେଣୁ କୁହାଯାଏ ଇଚ୍ଛାଶକ୍ତି ଯୋଗ ହେବାରୁ ବହୁ ରୂପର ସୃଷ୍ଟି ହେବା ସମ୍ଭବ ହେଲା ।
|ଅଙ୍ଗୁଷ୍ଠ ଓ ଅନାମିକା ସାହାଯ୍ୟରେ ବହୁଦିନ ଧରି ଏହି ପ୍ରାଣାୟାମ ଅଭ୍ୟାସ କଲା ପରେ, କେବଳ ଇଚ୍ଛାଶକ୍ତିଦ୍ୱାରା ଏହା କରାଯାଏ ।
ରାଜନୈତିକ ପରିସ୍ଥିତି ଓ ଇଚ୍ଛାଶକ୍ତି, ଆର୍ଥିକ କ୍ଷମତା ଓ ବୈଦୁତିକ ପରିବହନର ନୈରାଶ୍ୟଜନକ ବିକାଶ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୨୦୫୦ ମସିହା ବେଳକୁ ଏହି ଉପଲବ୍ଧ କ୍ଷମତାର ୨୫% ଉପଯୋଗ କରିହେବ ବୋଲି ଆଶା କରାଯାଉଛି ।
|ଇଚ୍ଛାଶକ୍ତି ବାହ୍ୟ ସଂବେଦନ ଉତ୍ପନ୍ନ କରିପାରେ, ବାହ୍ୟ ସଂବେଦନ ମଧ୍ୟ ଇଚ୍ଛାଶକ୍ତି ଜାଗ୍ରତ କରିପାରେ ।
ତେଣୁ ଏକ ପ୍ରକଳ୍ପର ସଫଳତା ପାଇଁ ବୈଷୟିକ ଏବଂ ଯାନ୍ତ୍ରିକ କୌଶଳ ସହ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଅତି ଜରୁରୀ ।
ତାଙ୍କର ଇଚ୍ଛାଶକ୍ତି ଓ ଜ୍ଞାନ ପିପାସା ମଧ୍ୟ ତାଙ୍କ ସଫ ଳତା ପାଇଁ ଦାୟୀ।
ଆମର ଇଚ୍ଛା ଦୁର୍ବଳ; ଆମେ ଏତେ ବଦ୍ଧ ଯେ ଇଚ୍ଛାଶକ୍ତିକୁ ଉପଲବ୍ଧି କରିପାରୁନାହିଁ ।
ହେଲେ ଚିକିତ୍ସା ବିଜ୍ଞାନରେ ଅଧିକରୁ ଅଧିକ ଅଧ୍ୟୟନ ଓ ଗବେଷଣା ପାଇଁ ଥିବା ଦୃଢ଼ ଇଚ୍ଛାଶକ୍ତି ଡା. ମିଞ୍ଜଙ୍କୁ ରେନାଲ ଟ୍ରାନ୍ସପ୍ଲାଣ୍ଟ ସକାଶେ ମିନେପଲିସ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ ।
ଏପରି ସମୟରେ ରାଷ୍ଟ୍ରୀୟ ଇଚ୍ଛାଶକ୍ତି, ଜାତୀୟତା ଭାବ ଓ ପରିଚୟକୁ ସୁଦୃଢ କରିବା ଓ ଦୁଇ ଏସୀୟ ମହାଶକ୍ତିଙ୍କ ମଧ୍ୟରେ ବର୍ଜ୍ୟବସ୍ତୁ ପରି ଗଣିତ ନ ହେବା ମନୋଭାବ ଏନୋଡୋ ଭୁଟାନୀୟ ଲୋକଙ୍କ ମଧ୍ୟରେ ଥିବା ଅନୁଭବ କରିଥିଲା ।
ବିଭିନ୍ନ ଉପାଦାନ ସାହାଯ୍ୟରେ ସାଫଲ୍ୟ ମିଳେ ଯଥା: ଜୀବନ ଉତ୍ଥାନ, ଇଚ୍ଛାଶକ୍ତି ଓ ପରିବେଶ ।
ଇଚ୍ଛାଶକ୍ତିଦ୍ୱାରା ମନକୁ ସଂଯତ କରି, ରୁଦ୍ଧ କରି ଭଗବାନଙ୍କ ମହିମା ଚିନ୍ତା କର ।
willpower's Usage Examples:
(Faith No More) primarily on guitar/vocals, Will Schwartz (also of hey willpower) primarily on guitar/vocals, Lynn Truell (née Perko formerly of Sister.
and strength of these constructs is limited only by the ring-bearer"s willpower; whatever the wearer imagines, the ring will create.
By following the natural method of synthesized physical, energetic and moral development, he wrote, women could develop self-confidence, willpower and athletic ability just as well as their male counterparts.
features Chris Brown, which was part of the former"s fourth studio album #willpower before being removed in November 2013.
Mental training: energy, willpower, courage, coolness, firmnessEthical behavior: friendship, collective work, altruism 10 families of practical exercise walkingrunningquadrupedyclimbingjumpingbalancelifting and carryingthrowingdefenceswimming 15 principles for training Continuity of work and exercises.
procrastination itself, but also social stigmas and the belief that task-aversion is caused by laziness, lack of willpower or low ambition.
The ring is a weapon of the mind and powered by willpower, therefore it's only limited to the wearer's imagination.
The Guardians of the Universe imprisoned Parallax within the Central Power Battery on Oa using fear's opposite energy, willpower, along with the aid of one of the fear's counterparts, Ion.
Stephens commented that the painting depicted the conflict between the unyielding and steadfast willpower of Moses, and the physical and emotional exhaustion.
When Lil' Slugger appears before her, she manages to fight him off with her own willpower.
Montoya seeks out Richard Dragon, who helps her learn to suppress the Mark through her mental willpower.
The Victorian morality of the time valued rigid, unsupportive seats that allowed sitters to demonstrate refinement, willpower and morality.
4) #26, it was shown that John's willpower can exceed the limits of the Green Lantern power ring, when he tried to recreate the Xanshi solar system; a feat that had not been depicted before this point.
Synonyms:
self-command, will power, possession, nerves, resolution, firmness of purpose, self-possession, presence of mind, resoluteness, resolve, firmness, self-will, self-control,
Antonyms:
movableness, instability, indecisiveness, indecision, irresoluteness,