<< where'd whereabout >>

where're Meaning in Odia (Oriya). ( where're ଶବ୍ଦର ଓଡିଆ ଅର୍ଥ)



କେଉଁଠାରେ,

Conjunction:

ଯେଉଁଠାରେ ବି,

where're తెలుగు అర్థానికి ఉదాహరణ:

ତାଙ୍କର ୧୧ ଅଙ୍କରେ ସେ ସନ୍ନ୍ୟାସୀ|ବ୍ରହ୍ମଚାରୀମାନଙ୍କୁ ଡାକି ପଚାରିଲେ "ଓଡ଼ିଶା ରାଜାର ପ୍ରଭୁ ଜଗନ୍ନାଥ ମହାପ୍ରଭୁ କେଉଁଠାରେ ଅଛନ୍ତି, ସାଧୁ ସନ୍ନ୍ୟାସୀମାନେ କହିଲେ ମୋଗଲ|ଗୋଳ ହୋଇଲାରୁ ସମୁଦ୍ର ଥୋକାଏ ଦୂର ମାଡ଼ି ଆସିଲା (ମାଦଳା ପାଞ୍ଜି ଅନୁସାରେ) ।

ଏହାପରେ ହିଁ ନିଜର ଗ୍ରାହକମାନଙ୍କ ନିମିତ୍ତ ଏମାନେ କେଉଁଠାରେ ପୁଞ୍ଜି ଲଗାଇବେ ବା କାଢିବେ ସେହି ନିଷ୍ପତି ନେଇପାରିବେ ।

ଭାରତର ଯୁକ୍ତି ହେଲା ଯେ ଲଦାଖ୍ ଓ ଅରୁଣାଚଳପ୍ରଦେଶ ଅଞ୍ଚଳରେ ଚୀନ ଦାବୀ କରୁଥିବା କ୍ଷେତ୍ର ଚୀନ‍ର ବୋଲି ତା’ ନିଜ ଛଡା ଆଉ କେହି କୁହନ୍ତି ନାହିଁ ଓ ଏଗୁଡିକ ଚୀନ‍ର କ୍ଷେତ୍ର ବୋଲି କେଉଁଠାରେ ମଧ୍ୟ ଲିଖିତ ପ୍ରମାଣ ନାହିଁ ।

ସେ ପ୍ରହଲ୍ଲାଦଙ୍କୁ ହରିଭକ୍ତିରୁ ବିରତ କରିବାପାଇଁ ଶତ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ହତ୍ୟା କରିବାପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ।

|ସ୍ୱାସ୍ଥ୍ୟ ସୁରକ୍ଷା ସାହାଯ୍ୟ କିପରି ଓ କେଉଁଠାରେ ମିଳିବ, ତାହା ସମସ୍ତ କର୍ମୀ ଜାଣିରଖନ୍ତୁ ।

କାର୍ଯ୍ୟ ଓ ବନ୍ଧୁତା ଅଧିକାଂଶ ସମୟରେ ଏକ ଦେବାନେବାର ଅନୁଭବ କରାଏ ; କେଉଁଠାରେ କାର୍ଯ୍ୟ ସରେ ଓ ପ୍ରକୃତ ବନ୍ଧୁତା ସରେ ତାହା କହିବା କଷ୍ଟକର ହୋଇପଡେ ।

ପ୍ରକୃତ କମ୍ପାନୀ ଉପରେ ଗବେଷଣା କମ୍ପାନୀଦ୍ୱାରା କେଉଁଠାରେ ରିହାତି ମିଳିପାରିବ ଏବଂ କ’ଣ ସମ୍ଭବତଃ ଅଫ୍ ସୀମା ଭାବରେ ବିବେଚନା କରାଯାଇପାରେ ତାହା ଚିହ୍ନଟ କରିବାରେ ସାହାଯ୍ୟ କରିବ ।

ସାମରିକ ମୁଖପାତ୍ର ଉଦୟ ନାନୟାକରା ମେ ୨୦୦୯ରେ କହିଥିଲେ ଯେ ପ୍ରଭାକରନଙ୍କ ପରିବାରର ଅବଶିଷ୍ଟ ସଦସ୍ୟ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।

ତହୁଁ ଯଯାତି କେଶରୀ ଗୋପାଲୀ ଗ୍ରାମକୁ|ଯାଇ ଲୋକମାନଙ୍କୁ ପଚାରନ୍ତେ ସେମାନେ କହିଲେ ଠାକୁର କେଉଁଠାରେ ଅଛନ୍ତି ଆମର ଜ୍ଞାତବ୍ୟ ନାହିଁ ।

କିଏ, କେବେ, କେଉଁଠାରେ, କାହିଁକି, କିପରି, କେତେଥର – ଏପରି ଅନେକ ପ୍ରଶ୍ନଦ୍ୱାରା ସଠିକ୍ ଉତ୍ସରୁ ଦରକାରୀ ତଥ୍ୟ ବାଛିବା ସହଜ ହୁଏ ।

କେଉଁଠାରେ ଲୋକମାନେ ମାଟିରେ ତିଆରି ହାଣ୍ଡି ବ୍ୟବହାର କରନ୍ତି ,ତ କିଛି ସ୍ଥାନରେ ତମ୍ବା,ପିତ୍ତଳ, ରୂପା ଇତ୍ୟାଦି ଅନ୍ୟାନ୍ୟ ଧାତୁରେ ତିଆରି ହାଣ୍ଡିର ବ୍ୟବହାର ଦେଖିବାକୁ ମିଳିଥାଏ ।

୧୪୭୬ରୁ ୧୪୭୮ ପର୍ଯ୍ୟନ୍ତ ସେ କେଉଁଠାରେ ଥିଲେ ତାହାର ତଥ୍ୟ ମିଳୁନାହିଁ ।

where're's Usage Examples:

"Hey Stevie, where"re you going with that guitar in your hand?".


to visit him, ask where his lawyer is, accept his phone calls and ask "where"re my niggaz on lockdown.



where're's Meaning in Other Sites