<< westbound wester >>

wested Meaning in Odia (Oriya). ( wested ଶବ୍ଦର ଓଡିଆ ଅର୍ଥ)



ପଶ୍ଚିମ,

Adjective:

ବିଶ୍ରାମ,

wested తెలుగు అర్థానికి ఉదాహరణ:

ସ୍ଥାନାନୁସାରେ ଏହା ବିଭିନ୍ନ ନାମରେ ଜଣା, ଯେପରି କି ଆଣ୍ଟଲାଟିକ ମହାସାଗର ଏବଂ ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ହରିକେନ (Hurricane) ବା ତୁଫାନ କୁହାଯାଏ, ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ଟାଇଫୁନ (Typhoon) କୁହାଯାଏ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ଏସିଆ ମହାଦେଶୀୟ ସାଗରକୁ କେବଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ବା ଗୁରୁତର ଚକ୍ରବାତୀ ଝଡ଼ କୁହାଯାଏ ।

ସେ ତାଙ୍କର ୧୫ ବର୍ଷର ଗାୟିକା ଜୀବନରେ ୫୦୦୦ ଗୀତ ରେକର୍ଡ଼ କରି ସର୍ବୋଚ୍ଚ ଆୟକାରୀ ନେପାଳୀ ଗାୟିକା ଭାବରେ ପରିଚିତା ହୋଇଛନ୍ତି, ଓ ଏମାନଙ୍କ ମଧ୍ୟରେ 'ସିତଲ ଦିନେ ପିପଲ ସମି ଚ୍ଛା', 'ଡ୍ରାଇଭର ଦାଇ ମନ ପର୍ୟୋ ମଲାଇ' 'ଲାଲୁପତେ ନୁଘ୍ୟୋ', 'ପୁର୍ବାକୋ ମେଛି ନି ହମରାଇ ହୋ', 'ପଶ୍ଚିମ ମହାକାଳୀ ନି ହମରାଇ ହୋ' ଓ 'ରୁମାଲ ହଲାଇ ହଲାଇ' ମୂଖ୍ୟ ସଙ୍ଗୀତ ଥିଲେ ।

|ଅନ୍ୟାନ୍ୟ ସଂସ୍କୃତିରେ|"ରଙ୍ଗବତୀ" ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି ।

| ବାହ୍ୟ ଲିଙ୍କ | ଆଧାର |ହିନ୍ଦୁ ମନ୍ଦିର ତୁର୍କୀ (ଆନୁଷ୍ଠାନିକ ନାମ ତୁର୍କୀ ଗଣତନ୍ତ୍ର) ଏକ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପର ସ୍ୱାଧୀନ ଦେଶ ।

ସେମାନେ ହେଲେ :|ମାଲାବ୍ରିକା ଉପପ୍ରଜାତି (S. m. malabarica): ଉତ୍ତର-ପୂର୍ବ ଭାରତ, ନେପାଳ, ଭୁଟାନ, ବଙ୍ଗଳାଦେଶ ଓ ଉତ୍ତର-ପଶ୍ଚିମ ବ୍ରହ୍ମଦେଶରେ ଏହି ଉପପ୍ରଜାତି ବ୍ୟାପ୍ତ ।

ଏହା ଉତ୍ତର-ପଶ୍ଚିମରେ ମିଆଁମାର ଏବଂ ଚୀନ, ପୂର୍ବରେ କାମ୍ବୋଡିଆ, ଦକ୍ଷିଣରେ ଭିଏତନାମ ଏବଂ ପଶ୍ଚିମରେ ଥାଇଲ୍ୟାଣ୍ଡ ସୀମାରେ ଅଛି।

ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

ସେ ଏଥି ପାଇଁ ଓଡ଼ିଶା, ପଶ୍ଚିମ ବଙ୍ଗଳା ଓ ନାଗାଲାଣ୍ଡର ଚାଷୀମାନଙ୍କ ସଙ୍ଗେ ମିଶି ମକାର ଜଳ ବିଶୋଧନ କ୍ଷମତା ଉପରେ ଗବେଷଣା କରିଥିଲେ ।

|ପଶ୍ଚିମ ପାର୍ଶ୍ୱର ସିନ୍ଧୁ ଓ କାଶ୍ମୀର ଉପତ୍ୟକାରେ ମୌସୁମୀ ପ୍ରବାହ ଯୋଗୁଁ ଅଧିକ ବୃଷ୍ଟିପାତ ହୋଇନଥାଏ ବରଂ ବସନ୍ତ ସମୟରେ ଅଧିକ ବର୍ଷା ହୋଇଥାଏ ।

କିନ୍ତୁ ସମ୍ଭବତଃ ଭୂସ୍ଖଳନ ଯୋଗୁଁ ପଶ୍ଚିମାଭିମୁଖୀ ସ୍ରୋତ ବନ୍ଦ ହୋଇ ନିକଟବର୍ତ୍ତୀ ପୂର୍ବାଭିମୁଖୀ ଯମୁନାଦ୍ୱାରା ନିଷ୍କାସିତ ହେବାକୁ ଲାଗିଲା ।

ତାହା ହେଲା ସମସ୍ତ ମନ୍ଦିରର ମୁଖ୍ୟଦ୍ୱାର ପୂର୍ବ ଦିଗରେ ଥିଲାବେଳେ ଅଂକୋର୍ ୱାଟ୍‍ ପଶ୍ଚିମ ଦିଗକୁ ମୁହଁ କରି ଦଣ୍ଡାୟମାନ ।

wested's Meaning in Other Sites