wellintentioned Meaning in Odia (Oriya). ( wellintentioned ଶବ୍ଦର ଓଡିଆ ଅର୍ଥ)
ସୁଚିନ୍ତିତ, ବହୁତ ବଢିଆ,
People Also Search:
wellkeptwellknown
wellliked
wellloved
wellmade
wellmannered
wellmarked
wellmatched
wellmeaning
wellmeant
wellness
wellnigh
wellnight
welloff
wellordered
wellintentioned తెలుగు అర్థానికి ఉదాహరణ:
ବରଂ ମନୁଷ୍ୟଙ୍କୁ ସଚେତନ କରାଇବା, ଜଙ୍ଗଲ ଜମିକୁ ଚରିବା କିମ୍ବା ଚାଷ କରିବା ପାଇଁ ହେଉଥିବା ବ୍ୟାପକ ବ୍ୟବହାର ଉପରେ କଟକଣା ଲଗାଇବା, ଅଧିକ ଦାୟିତ୍ତ୍ୱବାନ ବନ କର୍ମଚାରୀ ଓ ସୁଚିନ୍ତିତ ପରିଚାଳନା ବ୍ୟବସ୍ଥାଦ୍ୱାରା ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସଂଘର୍ଷକୁ କମ୍ କରିହେବ ।
ଅର୍ଥଶାସ୍ତ୍ରର ପ୍ରଗତିଶୀଳ ଚିନ୍ତାଧାରା, ନିରପେକ୍ଷ ନୀତି ନିୟମ ଓ ସୁଚିନ୍ତିତ ଓ ସ୍ୱଚ୍ଛ ଶାସନ ପ୍ରଣାଳୀ ଯୋଗୁଁ ଅଶୋକଙ୍କ ଶାସନ ବେଳେ ବୌଦ୍ଧ ଧର୍ମର ପ୍ରସାର ଘଟି ଭାରତୀୟ ସମାଜରେ ଏକ ନୈତିକ ପରିବର୍ତ୍ତନ ହୋଇଥିଲା ।
ତେଣୁ ଷ୍ପାମର୍ମାନଙ୍କ ପାଇଁ ବହୁସଂଖ୍ୟକ ଷ୍ପାମ୍ ଇ-ମେଲ୍ ପଠାଇବା ଏକ ସୁରକ୍ଷିତ ଓ ସୁଚିନ୍ତିତ ଯୋଜନା ।
|ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା|ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି ।
ଜଙ୍ଗଲର ଏପରି ବିଭାଜନ ଏହି ପ୍ରକଳ୍ପର ଏକ ସୁଚିନ୍ତିତ ଯୋଜନା ଥିଲା ।
ସୁଚିନ୍ତିତ ଯୋଜନା ଓ ସରଳ ଉପକରଣଦ୍ୱାରା ଏବଂ ଆକାଶମାର୍ଗରୁ ନିରୀକ୍ଷଣ ବିନା ଅଳ୍ପ ଲୋକଙ୍କୁ ନେଇ କିଛି ଦିନରେ ଏପରି ଚିତ୍ର ଅଙ୍କିତ କରାଯାଇପାରିବ ବୋଲି ନିକେଲ୍ ପ୍ରମାଣ କରିବା ସହିତ ଏରିକ୍ଙ୍କ ତତ୍ତ୍ୱ ଭ୍ରମାତ୍ମକ ବୋଲି ମତ ଦେଇଥିଲେ ।
| ଭାରତୀୟ ସମ୍ବିଧାନ ଓ ନ୍ୟାୟୀକ ବ୍ୟବସ୍ଥା |ଭାରତ ପରି ରାଷ୍ଟ୍ରସଂଘୀୟ ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି ।
ସୁଚିନ୍ତିତ ଜୀବନଚର୍ଯ୍ୟାଦ୍ୱାରା ରୋଗର ଜଟିଳତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଔଷଧ ସେବନ ମାତ୍ରା କମ ହେବ ।
|ମାର୍କସ୍ ରାଇଣ୍ଡେଲ୍ ଓ ଜନି କ୍ୱାଡ୍ରାଡ଼ୋ ଆଇଲ୍ୟାଣ୍ଡ ନାଜ୍କା ଚିତ୍ର ସମ୍ପର୍କରେ ପ୍ରଥମେ ସୁଚିନ୍ତିତ ଗବେଷଣା କରିଥିଲେ ।