wednesday Meaning in Odia (Oriya). ( wednesday ଶବ୍ଦର ଓଡିଆ ଅର୍ଥ)
ବୁଧବାର,
ତୃତୀୟ କାର୍ଯ୍ୟ ଦିବସ |, ସପ୍ତାହର ଚତୁର୍ଥ ଦିନ |,
Noun:
ବୁଧବାର,
People Also Search:
wednesdaysweds
wee
wee small voice
weed
weed killer
weed out
weed whacker
weeded
weeder
weeders
weedery
weedier
weediest
weeding
wednesday తెలుగు అర్థానికి ఉదాహరణ:
ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ ।
ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ ।
ଉରୁସର ପ୍ରଥମ ଦିନ ଅର୍ଥାତ ବୁଧବାର ଦିନ ବୁଢାବଳଙ୍ଗ ନଦୀରୁ ୪୫ କଳସ ପାଣି ଆଣି ଚନ୍ଦନ ମିଶାଇ ବାବାଙ୍କ ସ୍ଥାନଙ୍କୁ ଧୋଇଦିଆଯାଏ ।
|ଶ୍ରାଦ୍ଧ ବେଶ|ପଦ୍ମ ବେଶ: ମାଘ ଅମାବାସ୍ୟା ପରେ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ ।
ଏହା ସୋମବାର ପରେ ଏବଂ ବୁଧବାର ପୂର୍ବରୁ ଆସିଥାଏ ।
ଏହି ଖବରକାଗଜଟି ସପ୍ତାହକୁ ଦୁଇ ଥର (ଶନିବାର ଓ ବୁଧବାର), ସମ୍ପାଦକ ଜେ ଇ ବ୍ରେନାନଙ୍କ ତତ୍ତ୍ୱାବଧାନରେ ପ୍ରକାଶ ପାଇଲା ।
ପ୍ରାୟତଃ ବୁଧବାର ଦିନ ଗୃହ କର୍ମର ଶୁଭକର୍ମ ଭାବେ ଗୃହର ବ୍ରହ୍ମ ସ୍ତମ୍ଭ (ମୁଖ୍ୟ ସ୍ତମ୍ଭ) ଗୃହ ମଧ୍ୟ ସ୍ଥଳରେ ଆନୁଷ୍ଠାନିକ ଭାବରେ ସ୍ଥାପିତ ହୁଏ ।
ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର ।
ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ 'ଆଗାମୀ ଆଶା' ଓ ସ୍ୱତନ୍ତ୍ର 'ଛୁଟିଦିନ', ସୋମବାର ଦିନ 'ଆଇଟି' ଓ 'ସ୍ୱାସ୍ଥ୍ୟ ବିଜ୍ଞାନ', ମଙ୍ଗଳବାର ଦିନ 'ବିଜିନେଶ୍' ଓ 'ନାରୀ' , ବୁଧବାର ଦିନ 'ଅଟୋମୋବାଇଲ୍' ଓ 'କୃଷି ଜୀବନ' , ଗୁରୁବାର ଦିନ 'ବିଜିନେଶ୍' ଓ 'ବିଚିତ୍ରା', ଶୁକ୍ରବାର ଦିନ 'ବିଜିନେଶ୍' ଓ 'କ୍ରୀଡା ଜଗତ' ଏବଂ ଶନିବାର ଦିନ 'ପିଲାଙ୍କ ଧରିତ୍ରୀ' ପ୍ରକାଶିତ ହୁଏ ।
ପତ୍ନୀ ମୀରା ରାଜପୁତ ବୁଧବାର, ୫ ସେପ୍ଟେମ୍ବର ୨୦୧୮ରେ ମୁମ୍ବାଇର ହିନ୍ଦୁଜା ହସ୍ୱିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।
ଯବଶାସ୍ତ୍ର ଅନୁଯାୟୀ ମଣିଷ ଭଳି ମହାପ୍ରଭୁ ପ୍ରତି ବୁଧବାର କ୍ଷୌର କର୍ମ(ବନଲାଗି) ହୁଅନ୍ତି।
wednesday's Usage Examples:
au/2018/09/comedy-upstages-drama-on-wednesday.
Synonyms:
weekday, Midweek, Wed,
Antonyms:
rest day,