<< wearied wearies >>

wearier Meaning in Odia (Oriya). ( wearier ଶବ୍ଦର ଓଡିଆ ଅର୍ଥ)



କ୍ଳାନ୍ତ,

Verb:

ନିଷ୍କାସନ,

Adjective:

କ୍ଳାନ୍ତ,

People Also Search:

wearies
weariest
weariful
weariless
wearily
weariness
wearing
wearing apparel
wearing away
wearings
wearish
wearisome
wearisomely
wears
weary

wearier తెలుగు అర్థానికి ఉదాహరణ:

ସୀତା ଦେବୀ ପାଦରେ ଚାଲି ଚାଲି କ୍ଳାନ୍ତ ହେବାରୁ ରାମ ଲକ୍ଷ୍ମଣ କଙ୍କରିତ ପଥର ଚଟାଣରେ ବିଶ୍ରାମ ନେଇଥିଲେ ।

|ତାଙ୍କର ଏହିପରି ଅକ୍ଳାନ୍ତ ଶାରୀରିକ ପରିଶ୍ରମ କଥା ଶ୍ରୀରାମକୃଷ୍ଣ ଜାଣିପାରିଲେ ଏବଂ ତାଙ୍କ ବାଳକ ଭକ୍ତ ଲାଟୁକୁ ଦନେ ଗଙ୍ଗାତୀରରେ ସନ୍ଧ୍ୟାବେଳେ ଧ୍ୟାନ କରୁଥିବାର ଦେଖି କହିଲେ, ‘ଆରେ, ତୁ ଯାହାର ଧ୍ୟାନ କରୁଛୁ, ସେ ତ ସେଠି ଅଟା ଦଳୁଛି ।

ଏପରି ହେବାରୁ ଦୌଡ ପରେ କ୍ଳାନ୍ତ ହୋଇଥିବା ଚିତାବାଘ ଅଳ୍ପ ସମୟ ମଧ୍ୟରେ ନିଜର ଶକ୍ତି ଫେରିପାଇଥାଏ ।

ଅନ୍ତିମରେ ମହିଷାସୁର ନିଜର ମାୟାବୀ ଶକ୍ତିଦ୍ୱାରା ମହାମାୟାଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ।

ଭାରତର ନାନା ସ୍ଥାନରୁ ତାଙ୍କୁ ନେଇଯିବା ପାଇଁ ବହୁ ଆବେଦନ ଆସିଲା; କିନ୍ତୁ ତାଙ୍କ ଶରୀର ଏତେ କ୍ଳାନ୍ତ ହୋଇପଡ଼ିଥିଲା ଯେ ଟିକିଏ ବିଶ୍ରାମ ବିଶେଷ ପ୍ରୟୋଜନ ।

ଏମାନେ ସାମାନ୍ୟ ଅଣନିଶ୍ୱସୀ, ବଦହଜମୀ, ଦୁର୍ବଳତା ଓ କ୍ଳାନ୍ତି ଅନୁଭବ କରନ୍ତି ।

’’ (୪)|ତେଣୁ ଏ ସମସ୍ତ ଆଲୋଚନାମାନଙ୍କରୁ ଏତିକି ସ୍ପଷ୍ଟ ହୁଏ ଯେ- କର୍ମକ୍ଳାନ୍ତ ମନହେଉ ଅଥବା ଆନନ୍ଦବିଧାନ ନିମନ୍ତେ ବିବିଧ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମି ଝୁମି ନୃତ୍ୟ କରି ଗାନ କରୁଥିବା ଗୀତ ହିଁ ଝୁମର ଭାବରେ ପରିଚିତ ।

ପ୍ରଚଣ୍ଡ ଗରମରେ ଲେମ୍ବୁର ତାଜା ସୁଗନ୍ଧ କ୍ଳାନ୍ତ ଶରୀରକୁ ତାଜା କରିପାରେ।

ଖ୍ରୀଷ୍ଟପୂର୍ବ ୨୭୩୭ ମସିହାରେ ଚୀନ ଦେଶର ତତକାଳୀନ ସମ୍ରାଟ ସେନ୍ ନୁଙ୍ଗ ଗ୍ରାମାଞ୍ଚଳରେ ବୁଲି ବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲରେ ଏକ ଗଛମୂଳରେ ବିଶ୍ରାମ ନେଉଥିଲେ।

ଶାରୀରିକ ଶତ ଅସୁବିଧା ସତ୍ତ୍ୱେ ସେ ଅକ୍ଳାନ୍ତ ଭାବରେ ତାଙ୍କ ଦେବ ସ୍ୱାମୀଙ୍କର ସେବା କରୁଥାଆନ୍ତି ।

wearier's Usage Examples:

When, at the wearier end of November, Her old light moves along the branches, Feebly, slowly.


as "gauzy, but never thin, and this time around she sounds a bit world-wearier.


Maslin of The New York Times observed, "Lee Simon is one of the filmmaker"s wearier creations, in ways that deny Celebrity the bracing audacity of recent,.


"Was not His journey from Heaven a wearier and a colder way than this ?" Otto answered not.


But, growing "wearier of this scholastical life than he can express," he set out early in May.


"He"s wiser but not wearier", Christgau wrote, "victor so far over the slow burnout his title warns.


It showed an older and wearier-looking Blair wearing a red poppy - a symbol of war remembrance for the.


While physicians, scientists, and doctors may have become wearier on the diagram and medical astrology, the people did not.


But, growing "wearier of this scholastical life than he can express," he set out early in May 1539 for Constantinople.



Synonyms:

tired, aweary,

Antonyms:

slip off, undress, rested,

wearier's Meaning in Other Sites