<< warner warning >>

warners Meaning in Odia (Oriya). ( warners ଶବ୍ଦର ଓଡିଆ ଅର୍ଥ)



ଚେତାବନୀ,

ଚେତାବନୀ,

warners తెలుగు అర్థానికి ఉదాహరణ:

ଏହିପରି ସତ୍ୟବତୀ ଅମ୍ବାଳିକାଙ୍କୁ ବ୍ୟାସଦେବଙ୍କ ନିକଟକୁ ପଠାଇ ତାଙ୍କୁ ଶାନ୍ତ ରହିବାକୁ ଚେତାବନୀ ଦେଇଥିଲେ ।

ଚେତାବନୀ ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ ।

ସେମାନଙ୍କ ପିତା ମାତାଙ୍କୁ ଡକାଯାଇ ତାଙ୍କୁ ଚେତାବନୀ ଦିଆଯାଏ ।

ମିଳିତ ଟାଇଫୁନ ଚେତାବନୀ କେନ୍ଦ୍ର (JTWC) ଭାରତ ମହାସାଗରରେ ଏକ କ୍ରାନ୍ତୀୟ ବିଶୃଙ୍ଖଳା ଉପରେ ଆଖି ରଖିଥିଲା ଓ ୦୧B ନାମରେ ଚିହ୍ନଟ କରିଥିଲା ।

| ସାମ୍ପ୍ରତିକ ଘୂର୍ଣ୍ଣି ସ୍ଥିତି | ସତର୍କତା ଏବଂ ଚେତାବନୀ | ଆଧାର |୨୦୨୦ ଉତ୍ତର ଭାରତ ମହାସାଗର ଘୂର୍ଣ୍ଣିବାତ୍ୟା ଋତୁ|ଘୂର୍ଣ୍ଣିବାତ୍ୟା|୨୦୨୦ ମସିହାର କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାସମୂହ|ବାତ୍ୟା ଦେବେନ୍ଦ୍ର ନାଥ ମାନସିଂହ (ଜନ୍ମ: ୧୩ ଜୁନ ୧୯୪୬) ଜଣେ ଓଡ଼ିଆ ରାଜନୀତିଜ୍ଞ ।

| କବିଙ୍କ ନିଜ ରଚନା |କବିଙ୍କ ନିଜ ରଚନାଗୁଡ଼ିକରେ ଏହି ଘଟଣାର କୌଣସି ବର୍ଣ୍ଣନା ନ ଥିଲେ ମଧ୍ୟ ପରୋକ୍ଷରେ ସେ ବହୁ ସ୍ଥାନରେ କବି ହୋଇ ନିଜ ସ୍ୱାଭିମାନ ନ ହରାଇବାକୁ ଚେତାବନୀ ଦେଇଛନ୍ତି ।

ଯେଉଁ ଫାଇଲ ଗୁଡିକରେ ନିର୍ଦ୍ଧିଷ୍ଟ ତ୍ରୁଟି ଥାଏ ସେସବୁକୁ ଉନ୍ନତ କରିବାପାଇଁ ଅଥବା ଚେତାବନୀ ଦେବା କିମ୍ବା ଡିଲିଟ କରାଯାଏ।

କୃଷ୍ଣଙ୍କୁ ବାଦ୍ ଦେଲେ ବିଦୁର ହିଁ ପାଣ୍ଡବଙ୍କ ପରାମର୍ଶଦାତା ଭାବରେ ଅଧିକ ସମ୍ମାନିତ ହୋଇଥିଲେ, ଯାହାକୁ ସେ ଦୁର୍ଯ୍ୟୋଧନଙ୍କ ଜତୁଗୃହ ଦାହ ଷଡଯନ୍ତ୍ର ବିଷୟରେ ଚେତାବନୀ ଦେଇଥିଲେ ।

|୨୦୧୭ ମସିହା ଜୁଲାଇ ୧୯ ତାରିଖରେ ଡୋକଲାମ୍‍ରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ଚୀନ ପୁଣିଥରେ ଭାରତକୁ ଚେତାବନୀ ଦେଲା ।

ଭାରତର ଦକ୍ଷିଣ-ପୂର୍ବ ଅଞ୍ଚଳକୁ ଏହି ଘୁର୍ଣ୍ଣିବାତ୍ୟା ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଏସବୁ ଅଞ୍ଚଳ ପାଇଁ ହଳଦିଆ ଚେତାବନୀ (yellow warnings) ଜାରୀ କରାଯାଇଥିଲା ।

ଅନ୍ୟ ସରକାରମାନେ ଓ ସ୍ୱାସ୍ଥ୍ୟ ସଂଗଠନ‌ଗୁଡ଼ିକ ଏହିଭଳି ଚେତାବନୀ ଦେଇଛନ୍ତି, ଅନ୍ୟ ପକ୍ଷରେ ଡୋମିନିଆନ ରିପବ୍ଲିକ, ଇକୁଏଡର, ଏଲ ସାଲଭାଡର ଓ ଜାମାଇକାରେ ଏହାର ସଙ୍କଟ ବିଷୟରେ ସଠିକ ଧାରଣା ମିଳିବା ପର୍ଯ୍ୟନ୍ତ ଗର୍ଭାଧାନ ବିଳମ୍ବିତ କରିବାକୁ ପରାମର୍ଶ ଦିଆଯାଇଛି ।

Synonyms:

communicator,

warners's Meaning in Other Sites