<< warlike warlock >>

warling Meaning in Odia (Oriya). ( warling ଶବ୍ଦର ଓଡିଆ ଅର୍ଥ)



ଯୁଦ୍ଧ,

Noun:

ପୂର୍ବାନୁମାନ, ନିର୍ଦ୍ଦେଶାବଳୀ, ଅର୍ଡର |, ଆଗୁଆ ବିଜ୍ଞପ୍ତି |,

warling తెలుగు అర్థానికి ఉదాహరణ:

କିନ୍ତୁ ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ଗେମ୍ ଥିଓରୀ (game theory) ଭଳି ସାଧାରଣ ଟେକନିକ ବ୍ୟବ‌ହାରଦ୍ୱାରା ଅର୍ଥଶାସ୍ତ୍ରରେ ଗାଣିତିକ ଫର୍ମିଲାର ବ୍ୟବ‌ହାର ଅଧିକ ବିସ୍ତୃଟ ହୋଇଗଲା ।

କ୍ଷେତ୍ର ନିୟନ୍ତ୍ରଣ ପାଇଁ ଅଣ୍ଡିରା କୁଟୁରାମାନଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥାଏ ଓ ଲଢ଼ିବା ସମୟରେ ଏମାନେ ନିଜର ଶିଙ୍ଗ ଏବଂ ହାତୀଦାନ୍ତ ପରି ବାହାରିଥିବା ସ୍ୱାନଦାନ୍ତର ବ୍ୟବହାର କରନ୍ତି ।

ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ୱଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ୱେ ଏହାର ବଂଗଳା ଏବଂ ଇଂରାଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।

|ଅଶୋକ କଳିଙ୍ଗ ଯୁଦ୍ଧ ପାଇଁ ଦାଇ ଏ ସବୁ ଅଶୋକଙ୍କ ଅନୁଶାସନରେ ବର୍ଣ୍ଣନା କରାଯାଇଛି।

ପରଶୁରାମ ତାଙ୍କ ସହିତ ଯୁଦ୍ଧ ପାଇଁ ଶ୍ରୀରାମଙ୍କୁ ଆମନ୍ତ୍ରଣ କଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ ମସିହାରେ ନୂତନ ରୂପେ ଫର୍ମୁଲା ୱାନ୍‍ର ନିୟମାବଳୀ ନିର୍ଦ୍ଧାରଣ କରାଗଲା ଓ ଏକ ସୌଜନ୍ୟମୂଳକ ମୋଟର ଦୌଡ଼ର ଆୟୋଜନ କରାଗଲା ।

|ଶକୁନି ତାଙ୍କର କୁଟିଳ ବୁଦ୍ଧି ପ୍ରୟୋଗ କରି କୌରବ ଏବଂ ପାଣ୍ଡବଙ୍କୁ ଯୁଦ୍ଧ ଆଡକୁ ଟାଣିନେବାକୁ ଅନେକ ଅନୈତିକ ଉପାୟ ଅବଲମ୍ବନ କରିଥିଲେ; ଯେପରିକି:|କିଶୋର ଦୁର୍ଯ୍ୟୋଧନକୁ ପ୍ରବର୍ତ୍ତାଇ ଭୀମକୁ ବିଷଲଡୁ ଖୁଆଇଦେବା ।

ମହାଭାରତର ବର୍ଣ୍ଣନା ଅନୁସାରେ ଭୀଷ୍ମଙ୍କଦ୍ୱାରା ଅପହୃତ କାଶୀ ରାଜକନ୍ୟା ଅମ୍ବା ହିଁ ପରଜନ୍ମରେ ରାଜା ଦ୍ରୁପଦଙ୍କ ଘରେ ଶିଖଣ୍ଡିନୀ ନାମରେ ଜନ୍ମ ନେଇ ପୂର୍ବ ଜନ୍ମର ପ୍ରତିଶୋଧ ଭାବେ ମହାଭାରତ ଯୁଦ୍ଧରେ ଭୀଷ୍ମଙ୍କର ମୃତ୍ୟୁର କାରଣ ହେଲେ ।

|ଜୁଲାଇ ୧୪ରେ ସୋନି ଟିଭିରେ ଆରମ୍ଭ ହୋଇଥିବା ଦୂରଦର୍ଶନ ଧାରାବାହିକ ଯୁଦ୍ଧରେ ସାରିକା ଅଭିନେତା ଅମିତାଭ ବଚ୍ଚନଙ୍କ ସ‌ହ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।

ଆଜି ପର୍ଯ୍ୟନ୍ତ ପକାଯାଇଥିବ ସବୁଠୁ ଶକ୍ତିସାଳି ପରମାଣୁ ବୋମା ବି ଏହି ଯୁଦ୍ଧ ବିମାନ ସାହାଯ୍ୟରେ ଜାପାନ ଉପରେ ପକାଯାଇଥିଲା ।

୧୯୪୨ ଓ ୧୯୪୬ ମସିହାର ଫିଫା ବିଶ୍ୱକପ ଯଥାକ୍ରମେ ଜର୍ମାନୀ ଓ ବ୍ରାଜିଲ୍ ଆୟୋଜକ ହେବାକୁ ସ୍ଥିର କରିଥିଲେ କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଏହି ପ୍ରତିଯୋଗିତା ସବୁ ରଦ୍ଦ କରି ଦିଆଯାଇଥିଲା ।

| ଇତିହାସ |ପୌରାଣିକ|ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ ।

warling's Meaning in Other Sites