waesome Meaning in Odia (Oriya). ( waesome ଶବ୍ଦର ଓଡିଆ ଅର୍ଥ)
ଚମତ୍କାର,
Adjective:
ଅଦ୍ଭୁତ, ଭୟଙ୍କର,
People Also Search:
wafdwafer
wafer thin
wafering
wafers
wafery
waff
waffle
waffled
waffler
wafflers
waffles
waffling
waft
waftage
waesome తెలుగు అర్థానికి ఉదాహరణ:
ଦୈତ୍ୟରାଜ ବୃଷପର୍ବଣଙ୍କ ଏକ ଯଜ୍ଞ ନିମିତ୍ତ ବିନ୍ଦୁ ସରୋବର ନିକଟରେ ଏକ ନିଆରା ସଭାଗୃହ ନିର୍ମାଣ କରି ସେ ନିଜର ଚମତ୍କାର କାରିଗରୀ ବିଦ୍ୟା ପ୍ରଦର୍ଶନ କରିଥିଲେ ।
ଏଠାରୁ ନନ୍ଦା ଦେବୀ , କେଦାରନାଥ ଆଦି ନରଫାବୃତ ଶ୍ରୁଙ୍ଗ ସବୁ ଦୃଷ୍ଟି ଗୋଚର ହେଇ ସନ୍ଧ୍ଯା ସମୟରେ ସୂର୍ଯ୍ୟର ଆଲୋକ ପଡି ଚମତ୍କାର ରାଗ ଦେଖାଯାଇଥାଏ ।
ଏତଦ୍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର. କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈକ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ରହିଛି ।
|୨୦୧୪ ମସିହା ଗ୍ଲାସଗୋଠାରେ ହେଇଥିବା କମନୱେଲ୍ଥ କ୍ରୀଡ଼ାରେ ସେ ଚମତ୍କାର ପ୍ରଦର୍ଶନ ଜରିଆରେ ଫାଇନାଲକୁ ପହଞ୍ଚି ଥିଲେ ।
ଭୁବନେଶ୍ୱରଙ୍କ ନାଟକରେ ଚମତ୍କାର କାହାଣୀ ଓ ମଞ୍ଚ ସହିତ ନୃତ୍ୟ ସଙ୍ଗୀତର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଥିଲା ।
ଅବସର ପରେ ସେ ପଞ୍ଜାବ ପୋଲିସରେ SP ଭାବରେ କାର୍ଯ୍ୟ କରୁଥିଲେ ଓ ପରେ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ .| ଚମ୍ପିୟାନ ଟ୍ରଫି | 1985ରେ ପର୍ଥ ପ୍ରଦର୍ଶନ |1985 ମସିହାରେ ପର୍ଥଠାରେ ଚମ୍ପିୟାନ ଟ୍ରଫିରେ ଭାରତ ବନାମ ଜର୍ମାନୀ ମେଚରେ .ଭାରତ 1-5 ଗୋଲରେ ପଛୁଆ ଥିଲା ବେଳେ ପର୍ଗତ ଚମତ୍କାର ଖେଳ ପ୍ରଦର୍ଶନ କରି ଏକାକୀ 4ଟି ଗୋଲ ଦେବା ଫଳରେ ମେଚ ଡ୍ର ରହିଥିଲା ଓ ପର୍ଗତ ସମସ୍ତ ଭାରତୀୟଙ୍କ ପ୍ରିୟ ଭାଜନ ହେଇଥିଲେ ।
|ବିଶ୍ୱାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ ।
ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କଂସା ପିତ୍ତଳର ଚମତ୍କାରୀ କାରିଗରି ଜିନିଷଗୁଡିକୁ ସ୍ମୃତିଚିହ୍ନ ସୂରୂପ ନିଜ ସାଥିରେ ନେଇଥାନ୍ତି।
ବିଚିତ୍ରବୀର୍ଯ୍ୟ ଶବ୍ଦର ଅର୍ଥ ହେଉଛି 'ଚମତ୍କାର ବୀରତ୍ୱ' ।
ଦେବରାଜ ଇନ୍ଦ୍ର ପ୍ରଥମେ ତାଙ୍କର ସମସ୍ତ ଚମତ୍କାର ଶକ୍ତି ପ୍ରୟୋଗ କରି ତ୍ରିଲୋକ ପରିଭ୍ରମଣ କରିଆସିଲେ ।
ଜନପ୍ରିୟ ଓ ପୁରସ୍କୃତ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ଚମତ୍କାର ଭାବେ ଆକର୍ଷକ ସଙ୍ଗୀତ ଥିବା ଏହି ଫିଲ୍ମର ମୁଖ୍ୟ ଭୂମିକା ସବୁରେ ସୁନୀଲ ଦତ୍ତ , ନୂତନ , ପ୍ରାଣ ଓ ଦେବେନ ବର୍ମା ଅଭିନୟ କରିଥିଲେ ।
| ଭାରତ-ଇଂଲଣ୍ଡ ସିରିଜ ୨୦୧୭ ପ୍ରଦର୍ଶନ |ଘରେଇ ରଣଜୀ ଟ୍ରଫି ମ୍ୟାଚରେ ପୂର୍ବ ସିଜନରେ ଭଲ ପ୍ରଦର୍ଶନ ଦେଇ ପରି ନଥିବା ଯୁବରାଜ 2016 ମସିହା ରଣଜୀ ଟ୍ରଫିରେ ଚମତ୍କାର ଖେଳ ଦେଖେଇ ଥିଲେ ।