<< vomits vomituses >>

vomitus Meaning in Odia (Oriya). ( vomitus ଶବ୍ଦର ଓଡିଆ ଅର୍ଥ)



ବାନ୍ତି,

ଏହି ବିଷୟ ବାନ୍ତି ହେବାର ଆକଳନ କରାଯାଇଛି |,

vomitus తెలుగు అర్థానికి ఉదాహరణ:

|ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା ଓ ରାସ ହୋଇପାରେ ।

ପ୍ରାକ୍ ଲକ୍ଷଣରେ ବାନ୍ତି, ପେଟ ଯନ୍ତ୍ରଣା (abdominal pain) ଓ ନିଶାଗ୍ରସ୍ତ (intoxication) ହୁଏ ।

ସାଧାରଣ ପାର୍ଶ୍ୱପ୍ରତିକ୍ରିୟାରେ ଝୁମା ହୁଏ, ବାନ୍ତି ଓ କୋଷ୍ଠକାଠିନ୍ୟ ହୁଏ ।

|ମାତ୍ରାଧିକ କୋଲିକ୍ୟାଲସିଫେରଲ ଦେଲେ ବାନ୍ତି, ଦୁର୍ବଳତା ଓ ମାନସିକ ଦ୍ୱନ୍ଦ୍ୱ ଜାତ ହୁଏ ।

| ଚିହ୍ନ ଓ ଲକ୍ଷଣ | ଭୁତାଣୁର ତୀବ୍ର ସଂକ୍ରମଣରେ ତୀବ୍ର ବା ଆକ୍ୟୁଟ ଭୁତାଣୁ ହେପାଟାଇଟିସ ହୁଏ ଯାହାର ଖରାପ ସ୍ୱାସ୍ଥ୍ୟ ଥାଏ, ଅରୁଚି, ଅଇ, ବାନ୍ତି, ଦେହ ପୀଡ଼ା, ସାମାନ୍ୟ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ ଓ ଗାଢ଼ ପରିସ୍ରା ହୋଇ ଅବଶେଷରେ କାମଳ ବା ଜଣ୍ଡିସ ହୁଏ ।

ଇଞ୍ଜେକସନ ଆକାରରେ ନେଲେ ବାନ୍ତି (vomiting) ଓ ବୃକ୍‌କ ସମସ୍ୟା (kidney problems) ଆଦି ହୋଇପାରେ ।

|ଆଇଫୋସଫାମାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ବାନ୍ତି, ପରିସ୍ରାରେ ରକ୍ତ, ସଂକ୍ରମଣ ଓ ବୃକ୍‌କ ସମସ୍ୟା ଆଦି ଲକ୍ଷଣମାନ ଦେଖାଯାଏ ।

|ଅଇ, ବାନ୍ତି, କ୍ଷୁଧାହାନୀ, ତରଳ ଝାଡ଼ା ଓ ହାତ ତ‌ଥା ପାଦ କାଲୁଆ ହେବା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।

ରଣା ସାପ କାମୁଡ଼ିଲେ ଏହାର ବିଷ ପ୍ରଭାବରୁ ବାନ୍ତି, ପେଟ କାଟିବା, ତରଳ ଝାଡ଼ା ଓ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖାଯାଏ ।

ଏହି ବାନ୍ତିରେ ଖିଆ ଯାଇଥିବା ଖାଦ୍ୟ ପଦାର୍ଥ, ପିତ୍ତ ଓ ଅଟକି ରହିଥିବା ମଳ ବାହାରିଥାଏ।

ଯଦି କ୍ୱଚିତ ହୁଏ ତେବେ ବାନ୍ତି, ଚମ ଲାଲ ଦେଖାଯାଏ (skin flushing), ମୁଣ୍ଡବଥା, ଗଲୁ ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ ।

|ସାଇଟାରାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ବାନ୍ତି, ଯକୃତ ସମସ୍ୟା (liver problems), ରାସ୍, ପାଟି ଘାଆ ଓ ରକ୍ତସ୍ରାବ ଆଦି ଲକ୍ଷଣ ଦେଖାଯାଏ ।

vomitus's Usage Examples:

appreciable vomitus, the condition is known as non-productive emesis or "dry heaves", which can be painful and debilitating.


materials that leave the body anyway, such as urine, stool, sputum, or vomitus, by direct collection as they exit.


Irritants capable of causing chemical pneumonitis include vomitus, barium used in gastro-intestinal imaging, chlorine gas (among other pulmonary agents), ingested gasoline or other petroleum distillates, ingested or skin absorbed pesticides, gases from electroplating, smoke and others.


The floor quickly becomes covered in vomitus, and so do the cleaning woman and the maître d"s trousers.


recovery position (as taught in first aid and CPR classes), so that any vomitus produced by the patient will drain out their mouth instead of back down.


Pieces of grapes or raisins may be present in the vomitus or stool.


back, writing, "if [an infant] vomits, he"s more likely to choke on the vomitus.


in drowning), smoke, food, vomitus and less common foreign substances (e.


[citation needed] The content of the vomitus (vomit) may be of medical interest.


identification of eggs, or more rarely of the adult flukes, in the stool or vomitus is the basis of specific diagnosis.


Coffee ground vomitus refers to a particular appearance of vomit.


hydrogen ions in the metabolism of various organic anions Loss of acid in the vomitus or urine Gastric aspiration in hospital Severe diarrhea Carbon dioxide.


‘chop’ < *tVk- ‘cut, cut off’ no- ‘eat’ < *na- mek si- ‘to vomit’ mek ‘vomitus’ < *makV[C] + t(e,i)- ‘to vomit’ Usher, Timothy.



Synonyms:

barf, excretion, excrement, vomit, excreta, excretory product, puke, body waste,

Antonyms:

keep down,

vomitus's Meaning in Other Sites