vindictative Meaning in Odia (Oriya). ( vindictative ଶବ୍ଦର ଓଡିଆ ଅର୍ଥ)
ପ୍ରତିଶୋଧ ପରାୟଣ,
Adjective:
ଦଣ୍ଡନୀୟ |, କ୍ଷତିପୂରଣ, ପ୍ରତିଶୋଧ ପରାୟଣ |,
People Also Search:
vindictivevindictively
vindictiveness
vine
vine cactus
vine dresser
vine maple
vine snake
vined
vinedresser
vinegar
vinegar tree
vinegared
vinegarish
vinegars
vindictative తెలుగు అర్థానికి ఉదాహరణ:
ଏସବୁ ଦେଖି ରୋମା (ପ୍ରିୟଙ୍କା ଚୋପ୍ରା ଅଭିନୀତ), ଯିଏକି ରମେଶର ଭଉଣୀ, ପ୍ରତିଶୋଧ ପରାୟଣ ହୋଇଉଠେ ଏବଂ ନିଜ ପରିଚୟ ଗୋପନ କରି ଡନ୍ର ଦଳରେ ଯୋଗଦିଏ ।
ଦୁଃଶାସନଙ୍କ ମୃତ୍ୟୁ ପରେ ତାଙ୍କର ଅବଶିଷ୍ଟ ୧୦ ଭାଇ ପ୍ରତିଶୋଧ ପରାୟଣ ହୋଇ ଭୀମଙ୍କ ସହ ଲଢିଥିଲେ, କିନ୍ତୁ ଭୀମ ମାତ୍ର ୧୦ଟି ତୀରରେ ସେମାନଙ୍କୁ ପରାସ୍ତ ତଥା ହତ୍ୟା କରିଥିଲେ ।
ଏବଂ ସେହି ସମୟରେ ପଦ୍ମାବତୀଙ୍କୁ ବାହାହେବା ପାଇଁ ପ୍ରତିଜ୍ଞା କରି, କାଞ୍ଚି ରାଜାଙ୍କ ନିଷ୍ପତି ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧର ଡାକରା ଦେଇଥିଲେ ।
ଭବାନୀ ଏକଥା ଜାଣିପାରେ ଏବଂ ପ୍ରତିଶୋଧ ପରାୟଣ ହୋଇ କିର୍ତ୍ତୀକୁ ଅପହରଣ କରାଇନିଏ ।
ଇତି ମଧ୍ୟରେ ବିଜୟର ଶତ୍ରୁ ପକ୍ଷ ପ୍ରତିଶୋଧ ପରାୟଣ ହୋଇ ଶିଖାକୁ ଅପହରଣ କରିନିଅନ୍ତି ।
|ଥରେ ମାରୀଚ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ସେଠାରେ ଦେଖିଲେ ଏବଂ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ରାକ୍ଷସ ସାଥୀମାନଙ୍କ ସହ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।