<< victoria sponge victorian >>

victoria's Meaning in Odia (Oriya). ( victoria's ଶବ୍ଦର ଓଡିଆ ଅର୍ଥ)



ଭିକ୍ଟୋରିଆ,

Noun:

ଚାରି ଚକିଆ ଯାନ |,

victoria's తెలుగు అర్థానికి ఉదాహరణ:

ସୱାଇ ରାମ ସିଂହଙ୍କ ଶାସନ କାଳରେ ସପ୍ତମ ପ୍ରିନ୍ସ ଏଡ଼ୱାର୍ଡ ଏବଂ ରାଣୀ ଭିକ୍ଟୋରିଆଙ୍କ ସ୍ୱାଗତ ପାଇଁ ରଙ୍ଗାୟିତ କରାଯାଇଥିଲା।

କଥିତ ଅଛି, ଯେପଯ୍ୟର୍ନ୍ତ , ଏହା ଡେଲାହାଉସଙ୍କି ପାଖରେ ଥିଲା, ସେପଯ୍ୟର୍ନ୍ତ ସେ ସୁଖ ଶାନ୍ତି ଲାଭ କରିପାରୁନଥିଲେ ଏବଂ ତାଙ୍କର ପରମ ଅଶାନ୍ତିର କାରଣ ଥିଲା, ଭିକ୍ଟୋରିଆଙ୍କୁ ଉପହାର ଦେବାପରେ ଡେଲାହାଉସି ଶାନ୍ତିରେ ନିଃଶ୍ୱାସ ମାରିବାର ସୁଯୋଗ ପାଇଲେ ।

ରାଣୀ ଭିକ୍ଟୋରିଆ Queen Victoria ସନ ୧୮୮୮ରେ ଗୋଟିଏ ଛୋଟ ଲାଲ ରଙ୍ଗର ପୋମେରିଆନ ପୋଷିଥିଲେ ଓ ଊନବିଂଶ ଶତାବ୍ଦୀରରେ ସେହି ରଙ୍ଗ ଫେସନ ହୋଇଗଲା ।

| କଳାବାଘଙ୍କ ଉଲ୍ଲେଖ | ଅଷ୍ଟ୍ରେଲିଆରେ ବ୍ଲାକ୍ ପ୍ୟାନ୍ଥର୍ |ଅଷ୍ଟ୍ରେଲିଆର ଭିକ୍ଟୋରିଆ, ନ୍ୟୁସାଉଥୱେଲ୍ସ୍, ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରାମ୍ୟ ଅଞ୍ଚଳରେ କଳାବାଘ ବୁଲିବାର ଦେଖାଯାନ୍ତି ।

ଏହି ଘଟଣାକ୍ରମଗୁଡ଼ିକ ଏଡାଙ୍କୁ ଭିକ୍ଟୋରିଆନ୍‌ ସମାଜରେ ପରିଚିତ କରାଇଥିଲା ।

ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ମହନଭୋଗ ପୂଜା କରିବା ପାଇଁ ଭିକ୍ଟୋରିଆ ଏହି ଦାନ ଦେଇଥିଲେ ।

|ହିତବାଦିନୀ ସଭାର ଦାବୀ ସିଧାସଳଖ ମହାରାଣୀ ଭିକ୍ଟୋରିଆଙ୍କ ନିକଟରେ ପହଞ୍ଚିବା ଫଳରେ ତାଙ୍କରି ଆଦେଶ ବଳରେ ୪ ମାର୍ଚ୍ଚ ୧୮୭୨ ତାରିଖରେ ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅଧୀନସ୍ଥ ଓଡ଼ିଆ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଓ ନ୍ୟାୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ବୋଲି ଘୋଷଣା କରାଗଲା।

|୧୮୯୩ ମସିହାରେ ,ସର୍ବ ପ୍ରଥମେ କେନ୍ଦ୍ରାପଡ଼ାରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପିତ ହୋଇଥିଲା,ଏହାର ନାମ ତତ୍କାଳୀନ ଥିଲା ‘ନରେନ୍ଦ୍ର ପାଠାଗାର’ ମାତ୍ର ମହାରାଣୀ ଭିକ୍ଟୋରିଆଙ୍କ ଜନ୍ମ ଜୟନ୍ତୀରେଏହାର ନାମ ‘ଡାଏମଣ୍ଡଯୁବଲୀ ଲାଇବ୍ରେରୀ’ ହୋଇଥିଲା ।

ସାର୍ ଜନ ଲରେନସ୍ ମହାରାଣୀ ଭିକ୍ଟୋରିଆ ଏହା ଭେଟି ସ୍ୱରୂପ ଦେବା ପାଇଁ ଖୁବ ଯତ୍ନର ସହ ରଖିଥିଲେ ।

ଏଠାରେ ଆଧୁନିକ ଚନ୍ଦ୍ର ଶେଖର  ସ୍ମାରକୀ ସହ ଭିକ୍ଟୋରିଆ ସ୍ମାରକୀ 1905ରେ ସାର ଜେମ୍ସ ଲଟୋଚେଙ୍କଦ୍ୱାରା ନିର୍ମିତ ହେଇଥିଲା ।

|ଆଦ୍ୟ ଜୀବନ|ମ୍ୟାରୀ ଗ୍ଲୋରେ ୨୩ ଜୁନ୍ ୧୮୮୭ରେ ବିରେଗୁରାର ଭିକ୍ଟୋରିଆନ୍ ସ‌ହରରେ ଜନ୍ମ ହୋଇଥିଲେ ।

ସ୍ନାତକ ହେବା ପରେ ରାଣୀ ଭିକ୍ଟୋରିଆ ତାଙ୍କ ପାଖକୁ ଅଭିନନ୍ଦନ ବାର୍ତ୍ତ ପଠେଇ ଥିଲେ ।

କେବଳ ରାଣୀ ଭିକ୍ଟୋରିଆଙ୍କ ଜୀବଦ୍ଦସାରେ, ପ୍ରଜାତିର ଆକାର ଅଧା ହୋଇଯାଇଥିଲା ।

victoria's's Meaning in Other Sites