via Meaning in Odia (Oriya). ( via ଶବ୍ଦର ଓଡିଆ ଅର୍ଥ)
ମାଧ୍ୟମରେ, ବାଟରେ,
Preposition:
ବାସ୍ତବରେ, ଚାଲ, ସାହାଯ୍ୟରେ |,
People Also Search:
via mediaviabilities
viability
viable
viably
viaduct
viaducts
viae
viagra
vial
vialful
vials
viameter
viameters
viand
via తెలుగు అర్థానికి ఉదాహరణ:
ବୀର୍ଯ୍ୟ ମାଧ୍ୟମରେ ପୁରୁଷ ଦୁଇ ମାସ ପର୍ଯ୍ୟନ୍ତ ଏହି ରୋଗ ସଂକ୍ରମିତ କରି ପାରିବ ।
ରଥଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପ୍ରଥା ଅନୁଯାୟୀ ଟ.୫୦/- ଫିସ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି।
ଭୁବନେଶ୍ୱରର ସର୍ବୋଚ୍ଚ ସଂସ୍ଥା ଭାବରେ କର୍ପୋରେସନ୍ ମେୟର-ଇନ୍-କାଉନସିଲ୍ ମାଧ୍ୟମରେ ଏହାର କାର୍ଯ୍ୟ ତୁଲାଇଥାଏ, ଯେଉଁଥିରେ ଜଣେ ମେୟର, ଜଣେ ଡେପୁଟି ମେୟର ଏବଂ ବିଏମସିର ଅନ୍ୟ ନିର୍ବାଚିତ ସଦସ୍ୟମାନେ ରହିଛନ୍ତି ।
୧୯୬୬ ମସିହାରେ କଳାହାଣ୍ଡି ଦୁର୍ଭିକ୍ଷ, ୧୯୬୯ ମସିହାରେ ପ୍ରଳୟଙ୍କରୀ ବନ୍ୟା, ୧୯୯୯ ମସିହାରେ ମହାବାତ୍ୟାରେ ସର୍ବୋଦୟ ରିଲିଫ୍ କମିଟି ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କରିଥିଲେ ।
ରଜ ଅବସରରେ ଆମ ଓଡ଼ିଶାରେ କେମିତି ପାଳନ ହୁଏ, ସେହି ବିଷୟରେ କିଛି ବର୍ଣ୍ଣନା କରିଥିଲେ ଗୀତ ମାଧ୍ୟମରେ ।
ସେ ମୁରୁଦ ଉନ୍ନୟନ ପାଣ୍ଠି ମାଧ୍ୟମରେ ଗାଆଁପାଇଁ କେତେକ ଉନ୍ନତିମୂଳକ କାମ କରିଲେ ।
ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ ।
| ବୌଦ୍ଧ ଓ ଜୈନ ଧର୍ମ ତପସ୍ୟା |ସାଧନା ଓ ଧ୍ୟାନ ମାଧ୍ୟମରେ ଗୌତମ ବୁଦ୍ଧ ତଥା ୨୪ତମ ତୀର୍ଥଙ୍କର ମହାବୀର ଜୀନ ମହାବୀର ସ୍ଥିତି ଲାଭ କରିଥିଲେ ଓ ମୋକ୍ଷଲାଭ କରିଥିଲେ ।
ସେ ଭଗବାନ ଶିବଙ୍କୁ କଠୋର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କ ପାଖରୁ ପାଣ୍ଡବମାନଙ୍କୁ ପରାସ୍ତ କରିବାର ବର ମାଗିଲେ ।
ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।
|୧୯୮୦ ଦଶନ୍ଧିର ଶେଷ ଭାଗରେ ଓ ୧୯୯୦ ଦଶନ୍ଧିର ଆରମ୍ଭରେ ଶ୍ରୀଲଙ୍କାର ଗଣମାଧ୍ୟମରେ ଏହି କୋଟିୟା ଶବ୍ଦକୁ ବାରମ୍ବାର ‘ବାଘ’ ଅର୍ଥରେ ବ୍ୟବହାର କରାଯାଇଥିଲା ।
ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି ।
| ଅନୁସନ୍ଧାନ ଓ ପ୍ରଲେଖନ |ଓଡ଼ିଶୀ ନୃତ୍ୟର ବିଭିନ୍ନ ବିଭବ, ଶୈଳୀ ଓ କୌଶଳ ତଥା ଅନୁସନ୍ଧାନରୁ ଉପଲବ୍ଧ ଜ୍ଞାନକୁ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଉଭୟ ଲିଖିତ ଓ ଭିଡିଓ ମାଧ୍ୟମରେ ସଂରକ୍ଷିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
via's Usage Examples:
As early as the 1870s, Robinson Road had an enviable reputation, housing the European upper-middle class of its time.
performer may be annotated in credits or even in song titles by the abbreviation feat.
Its origins can be traced back to Africa via the middle passage and the use of African slave labor during the country's colonial period.
In grammar, the ergative case (abbreviated erg) is the grammatical case that identifies the noun as a subject of a transitive verb in ergative–absolutive.
A complete overhaul of the regulations applying to civil aviation officials was made, affecting the technical staff in particular.
infrequently in the earlier comics, but subsequently communicated via actions and yowls.
alliance is an aviation industry arrangement between two or more airlines agreeing to cooperate on a substantial level.
In addition, traces of a pitch accent as in Swedish and Norwegian can persist in some areas of heavy Norwegian or Swedish settlement, and among people who grew up in those areas (some of whom are not of Scandinavian descent).
fact that far fewer coins depict him from this point on, and a number of triumviral edicts are issued in the names of Antony and Octavian only.
A popular top-hung sliding door type is the barn door, inspired from countryside barns, in modern homes of Scandinavian styles.
good meringue is the formation of stiff peaks by denaturing the protein ovalbumin (a protein in the egg whites) via mechanical shear.
Black Bison"s powers, and temporarily negate Killer Frost"s powers via a mental block until she was pushed to an emotional limit in the show"s fifth season.
Silent Sam was under 24-hour video surveillance via a monitor in the campus Police Department.