vestmented Meaning in Odia (Oriya). ( vestmented ଶବ୍ଦର ଓଡିଆ ଅର୍ଥ)
ନ୍ୟସ୍ତ,
ବିଶେଷ କରି ଧର୍ମଗୁରୁ ପୋଷାକ ପିନ୍ଧିବା |,
People Also Search:
vestmentsvestral
vestries
vestry
vestryman
vestrymen
vests
vesture
vestured
vesturer
vestures
vesturing
vesuvian
vesuvianite
vesuvians
vestmented తెలుగు అర్థానికి ఉదాహరణ:
ରାଜଗାଦି ଦାବି କରିଥିବା ବହୁ ବ୍ୟକ୍ତଙ୍କିୁ ଉପେକ୍ଷା କରି ବିଧବା ରାଣୀ ମୋହନ କୁମାରୀଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ କଲେ ।
ଏଥି ସହିତ ଉକ୍ତ ରାୟରେ କୋରାନର ଉଲ୍ଲେଖ କରି କୁହାଗଲା ଯେ କୋରାନର ବାଣୀ ଅନୁସାରେ ମଧ୍ୟ ତଲାକ ଦିଆଯାଇଥିବା ଏବଂ ଅନ୍ୟ କୌଣସି ରାହା ନ ଥିବା ଏକ ସ୍ତ୍ରୀର ଭରଣପୋଷଣ ଦାୟିତ୍ୱ ସେହି ପୂର୍ବତନ ସ୍ୱାମୀ ଉପରେ ନ୍ୟସ୍ତ ଅଟେ ।
ରକ୍ଷା ମନ୍ତ୍ରଣାଳୟ କେବଳ ନୀତିଗତ ଢାଞ୍ଚା ତିଆରି କରେ ଓ ସଶସ୍ତ୍ର ବାହିନୀ ଉପରେ ଦେଶର ପ୍ରତ୍ୟକ୍ଷ ସୁରକ୍ଷା ସମ୍ବନ୍ଧୀୟ ନିଜର ଦାୟିତ୍ୱ ନ୍ୟସ୍ତ କରିଥାଏ ଓ ସେ ସବୁକୁ ସଠିକ ଭାବେ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟାଳୟ, ଇଣ୍ଟର ସର୍ଭିସ ସଂଗଠନ, ଉତ୍ପାଦନ ପ୍ରତିଷ୍ଠାନ ଓ ଅନୁସନ୍ଧାନ ବିକାଶ ସଂଗଠନକୁ ସୂଚନା ଦେଇଥାଏ।
ଏଯାବତ ମନ୍ଦିର ପରିଚାଳନାର ଦାୟିତ୍ୱ "ଜଗନ୍ନାଥ ସମାଜ" ଉପରେ ନ୍ୟସ୍ତ ଅଛି ।
ଏହା ଏକ ସରକାରୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ "ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ" ଉପରେ ନ୍ୟସ୍ତ ।
| ପରିଚାଳନା |ମନ୍ଦିର ପରିଚାଳନା ଦାୟିତ୍ୱ କଳିଙ୍ଗ କଲ୍ଚରାଲ ଟ୍ରଷ୍ଟ ଉପରେ ନ୍ୟସ୍ତ ।
ଏଥିରେ ଆଇନ ପ୍ରଣୟନ କ୍ଷମତା ନ୍ୟସ୍ତ ହୋଇଛି ।
|ଶ୍ରୀଜଗନ୍ନାଥ ପୂଜା କମିଟି|ଜଗନ୍ନାଥଙ୍କ ନିତିଦିନିଆ ପୂଜା, ପର୍ବ ପାଳନ ସହିତ, ମନ୍ଦିରର ଦେଖାରଖା ଏହି କମିଟି ଉପରେ ନ୍ୟସ୍ତ ।
ଏହିପରି ମନ୍ଦିର ନିର୍ମାଣ ପ୍ରଣାଳୀରେ ନ୍ୟସ୍ତ ଥିବା କେତେକ ପଦାଧିକାରୀ ହେଲେ :|କର୍ତ୍ତା : ମୁଖ୍ୟତଃ ରାଜ୍ୟର ରାଜା କର୍ତ୍ତା ହୁଅନ୍ତି ।
|ସେତେବେଳେ ଓଡ଼ିଶା କଂଗ୍ରେସ କମିଟି ତରଫରୁ ବିଧାନ ସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ୱ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଏବଂ ବାଙ୍କବିହାରୀ ଦାସଙ୍କ ଉପରେ ନ୍ୟସ୍ତ ଥିଲା ।
| ପରିଚାଳନା|ମନ୍ଦିର ପରିଚାଳନା ଭାର ଶ୍ରୀଜଗନ୍ନାଥ ସେବା ସମିତି ଉପରେ ନ୍ୟସ୍ତ ରହିଛି ।
| ଅଧିନିୟମ ସଂପର୍କରେ | କମିଟି |ଅଧିନିୟମର ପ୍ରାବଧାନ ଅନୁସାରେ ମନ୍ଦିରର ପରିଚାଳନା ଭାର ଏକ କମିଟି (Shri Jagannath Temple Managing Committee) ଉପରେ ନ୍ୟସ୍ତ କରାଗଲା ।
ଶିବଙ୍କ ମୁଣ୍ଡରେ ଜଟାର ମୁକୁଟ ଥିବା ବେଳେ ପାର୍ବତୀଙ୍କ ମୁଣ୍ଡର କେଶ ସୁନ୍ଦର ଭାବେ ବିନ୍ୟସ୍ତ ଥାଏ ।
Synonyms:
clad, clothed,
Antonyms:
unclothed, unadorned, unsheathed,