very big Meaning in Odia (Oriya). ( very big ଶବ୍ଦର ଓଡିଆ ଅର୍ଥ)
ବହୁତ ବଡ଼, ବିରାଟ,
People Also Search:
very busyvery clear
very close
very closely
very deep
very far
very fat
very good
very high
very hot
very large
very light
very little
very loudly
very much
very big తెలుగు అర్థానికి ఉదాహరణ:
ସାଇବେରୀୟର ଜନସଂଖ୍ୟା ବଢାଇବାରେ ଏବଂ ସେଠାକାର ଆର୍ଥିକ ବିକାଶରେ ଏହି ରେଳମାର୍ଗର ବହୁତ ବଡ଼ ସହାୟତା ରହିଛି ।
|ଉତ୍ତର ଓଡ଼ିଶାର ଅର୍ଥନୈତିକ ସମୃଦ୍ଧିଦିଗରେ ପାନଚାଷର ବହୁତ ବଡ଼ ଯୋଗଦାନ ରହିଛି।
ଏହାଦ୍ୱାରା ଉତ୍ତର ଆଟଲାଣ୍ଟିକ ମହାସାଗରରେ ବହୁତ ବଡ଼ ସୁନାମି ସୃଷ୍ଟି ହୋଇଥିଲା, ୨୯୦ କିମି ତଟୀୟ ଅଞ୍ଚଳ ଧସି ଯାଇଥିଲା ଓ ଛାଡିଗଲା ୩,୫୦୦ ଘନକିମିର ମଇଳା ।
ହାମାଦ୍ର୍ୟାସ୍ ବବୁନ୍ ଦଳ ବହୁତ ବଡ଼ ଓ ଦଳ ମଧ୍ୟରେ ୧ ଅଣ୍ଡିରା ଓ ପ୍ରାୟ ୪ଟି ମାଈ ବବୁନ୍ଙ୍କ ଛୋଟ ଛୋଟ ଗୋଷ୍ଠୀ (ଇଂରାଜୀ ଭାଷାରେ ହାରେମ୍-harem) ରହିଥାଏ ।
୨୦୦୮ରୁ ୨୦୧୪ ମସିହା ମଧ୍ୟରେ କରାଯାଇଥିବା ଏକ ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପାରମ୍ପରିକ ତଥ୍ୟର ବିପରୀତ ଏମାନଙ୍କ ବିଚରଣ କ୍ଷେତ୍ର ବହୁତ ବଡ଼ ହୋଇଥାଏ; ବାଘମାନେ ୮୦ ବର୍ଗ ମାଇଲ୍ ଓ ବାଘୁଣୀମାନେ ୪୮ ବର୍ଗ ମାଇଲ୍ ପର୍ଯ୍ୟନ୍ତ ବଡ଼ କ୍ଷେତ୍ରରେ ବିଚରଣ କରନ୍ତି ।
|ସେ ବହୁତ ବଡ଼ ସଂଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ।
ଆଜିକାଲି ମୋବାଇଲ ଠାରୁ ଆରମ୍ଭ କରି ବହୁତ ବଡ଼ ଧରଣର କମ୍ପ୍ୟୁଟର ଦେଖିବାକୁ ମିଳୁଛି ।
ଅନ୍ୟାନ୍ୟ ଜଳଭଣ୍ଡାର ତୁଳନାରେ ଯଦିଓ ହୀରାକୁଦ ଜଳଭଣ୍ଡାର ବହୁତ ବଡ଼, ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଅତି ଛୋଟ ।
ଏହା ବ୍ରାଜିଲରେ ଥିବା ଅନ୍ୟ ନଦୀଠାରୁ ମଧ୍ୟ ବହୁତ ବଡ଼ ।
ଏହାର ଖପୁରି (skull) ପ୍ରାୟତଃ ବହୁତ ବଡ଼ ହେଇଥାଏ, ଖାସ୍ କରି ଅର୍ନିଥୋଡାଏର୍ ଅପେକ୍ଷା ବଡ଼ ହେଇଥାଏ; ଏହାର snout ସରୁ ଏବଂ ଲମ୍ବା, ବେକ ଛୋଟ ଏବଂ ଶକ୍ତ ହୋଇଥାଏ ।
ପ୍ରଥମେ ଯେଉଁ କ୍ୱାଟଜ ଘଡ଼ି ବାହାରିଲା ତାହାର ଆକାର ବହୁତ ବଡ଼ ଥିଲା ।
ଇଲେକ୍ଟ୍ରିକ୍ ବଲ୍ବ ପରି ହୋଇଥିବା ଏହି ଭାକ୍ୟୁମ୍ ଟ୍ୟୁବ୍ ଗୁଡିକର ଆକାର ବହୁତ ବଡ଼ ଥିଲା ଏବଂ ସେମାନେ ପ୍ରବଳ ମାତ୍ରାରେ ଉତ୍ତାପ ମଧ୍ୟ ଉତ୍ପନ୍ନ କରୁଥିଲେ ।
ଏହି କଥାଚିତ୍ରଟିର ବହୁତ ବଡ଼ ସଫଳତା ପାଇଥିଲା ।
very big's Usage Examples:
I'd had the word 'gigantic' in my mind just because the chord progression seemed very big to me.
The stadium is not very big, having a floodlighting system, with a density of 1400 lux, that has been inaugurated in 2007.
Prostitution remains a very big problem in Russia.
gabbroporphyritic partly with very big inclusions of plagioclase, clinopyroxenes and viridescent olivines in partly intersertally, partly intergranularly structured ground.
In addition to all these, the control and utilization of your Ch'i energy plays a very big part in your practise.
The old plantain of Sarapardeh is very big and is one of the things that is amazing for every tourist; it has 1500.
Putus aja - break upSegede Gaban means very big in term of size, literally as big as gaban.
He recalled, "It was cold and this carhop didn"t have on a very big jacket, and.
The stadium is not very big, having a floodlighting system, with a density of 1400 lux, that has been.
toy; or it can be defined as an operating system which doesn"t have a very big user base.
The head of Beelzebufo was very big, and bones of the skull roof show a rugous external surface, indicating at least parts of the head may have borne bony.
The NME opined that, [o]n the strength of this album, I'd say the Messiahs are going to be very, very big indeed.
Vallter 2000 is a very big attraction for tourists from all Spain.
Synonyms:
square-shouldered, broad-shouldered, robust,
Antonyms:
frail, weak, unhealthy, delicate,