vernacularism Meaning in Odia (Oriya). ( vernacularism ଶବ୍ଦର ଓଡିଆ ଅର୍ଥ)
ଭାଷାଭାଷୀ, ମାତୃଭାଷାର ଗୁଣ,
People Also Search:
vernacularlyvernaculars
vernal
vernal equinox
vernality
vernalization
vernalizations
vernant
vernation
vernations
verne
vernicle
vernier
verniers
vernissage
vernacularism తెలుగు అర్థానికి ఉదాహరణ:
| ଇତିହାସ |୧୯୨୩ ମସିହାରେ ପ୍ରଥମେ ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ ଅନମନୀୟ ବିଚ୍ଛୁରଣ ବିଷୟରେ କଳ୍ପନା କରିଥିଲେ (ତେଣୁ ଜର୍ମାନ୍ ଭାଷାଭାଷୀ ମହଲରେ ଏହି ପ୍ରଭାବକୁ ସ୍ମେକାଲ୍-ରମଣ ପ୍ରଭାବ ବୋଲି ମଧ୍ୟ କୁହାଯାଏ) ।
ସାନ୍ତାଳୀ ଭାଷାଭାଷୀମାନେ ଦୀର୍ଘଦିନ ଧରି ନିଜ ମାତୃଭାଷାରେ ଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ଏହା ସାନ୍ତାଳୀ ସମୂହ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକାଶନ ।
ଯଦିଓ ଇଂରେଜଶାସକର ଏହି କୌଶଳକୁ ତତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହିଭାଷା ଆନ୍ଦୋଳନଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା।
ପାରମ୍ପରିକ ତିବ୍ବତୀୟ ଭାଷାଭାଷୀ ଏଠାକାର ଅଧିବାସୀ ବାହ୍ୟ ଜଗତର ସଂସ୍ପର୍ଶରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚ୍ଛିନ୍ନ ରହି ନିଜର ସଂସ୍କୃତି ଓ ଜୀବନ ଶୈଳୀକୁ ବହୁ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିଥିଲେ ।
୧୬୨୯ ମସିହାରେ ରେନେ ଦେଶକର୍ଟେସ (René Descartes) ଗୋଟିଏ ସାଧାରଣ ଭାଷା ପ୍ରସ୍ତାବ ଦେଇଥିଲେ ଯାହାଦ୍ୱାରା ବିଭିନ୍ନ ଭାଷାଭାଷୀ ଲୋକେ ଗୋଟିଏ ଚିହ୍ନ ଉପଯୋଗ କରିପାରିବେ ।
ମୋନ୍ ଖମେର୍ ଭାଷାଭାଷୀ ଓ ଭାରତର କୁରୁମ୍ବା ଜାତିର ଲୋକେ ବଳିଆ କୁକୁରଙ୍କୁ ମାରିବା ଉପଯୁକ୍ତ ବୋଲି ବିଚାର କରନ୍ତି ।
| ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ |ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ ।
ଏହି ସମୟରେ ତିରିଶ ପାଖାପାଖି ବୟସ ହୋଇଥିବା ସାତ-ଆଠ ଜଣ ପ୍ରାଞ୍ଜଳ ଭାଷାଭାଷୀ ବୋଲି ଜଣାପଡ଼ିଥିଲା ।
କାଳକ୍ରମେ ସ୍ଥାନୀୟ କ୍ଷ୍ମେର୍ ଭାଷାଭାଷୀ ଲୋକଙ୍କଦ୍ୱାରା ବାନ୍ୟାନ୍ ଶବ୍ଦ ଅପଭ୍ରଷ୍ଟ ହୋଇ ବାୟୋନ୍ ପାଲଟିଗଲା ଓ ସମସ୍ତ ଭାଷାରେ ବାୟୋନ୍ ଭାବେ ପ୍ରଚଳିତ ହୋଇଆସୁଛି ।
| ପୃଷ୍ଠଭୂମି |୧୯୫୬ ମସିହାର ରାଜ୍ୟ ଅଧିନିୟମ ଅନୁସାରେ ସମାନ ଭାଷାଭାଷୀର ଲୋକମାନଙ୍କୁ ନେଇ ସୀମା ନିର୍ଦ୍ଧାରଣ ସହିତ ରାଜ୍ୟ ଗଠନ କରିବା ଆରମ୍ଭ ହେଲା ।
୨୦୧୧ ଜନଗଣନା ଅନୁସାରେ ଗୁଜରାଟୀ ଭାରତରେ ମୋଟ ଜନସଂଖ୍ୟାର ୬ଷ୍ଠ ସର୍ବାଧିକ କଥିତ ଭାଷା ଓ ଏହା ୫୫.୫ ମିଲିଅନ (୫.୫ କୋଟି) ଭାଷାଭାଷୀଙ୍କଦ୍ୱାରା କଥିତ ଯାହା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୪.୫% ।
ତାଙ୍କ ପରିବାର ଏକ କୋଙ୍କଣୀ ଭାଷାଭାଷୀ ପରିବାର ।
vernacularism's Usage Examples:
languages such as Punjabi, Sindhi and Pashto were considered "crass vernacularism".
declension without a meaning variation and such word would be perceived as a vernacularism and obsolete.
race, both characteristics not associated with the stereotypical Black vernacularism of the time.