<< verandahed verandas >>

verandahs Meaning in Odia (Oriya). ( verandahs ଶବ୍ଦର ଓଡିଆ ଅର୍ଥ)



ବାରଣ୍ଡା,

Noun:

ଦେହଲି, ବାରଣ୍ଡା,

verandahs తెలుగు అర్థానికి ఉదాహరణ:

ଏହାର ପଛ ପଟେ ସ୍ତମ୍ଭଯୁକ୍ତ ଏକ ବାରଣ୍ଡା ରହିଛି ।

୩୫୦ ମିଟର (୧୧୫୦ ଫୁଟ୍) ଦୀର୍ଘ ଏକ ବାରଣ୍ଡା ପଶ୍ଚିମ ପଟର ଗୋପୁରକୁ ମୁଖ୍ୟ ମନ୍ଦିର ସହିତ ସଂଯୋଜିତ କରେ ।

ବାଡ଼ ପାଞ୍ଚଗୋଟି ଭାଗରେ ବିଭକ୍ତ ଓ ବନ୍ଧନ ଏବଂ ବାରଣ୍ଡାଦ୍ୱାରା ପରିବେଷ୍ଟିତ ।

 |ମଣ୍ଡପ – ବାହ୍ୟ ପାର୍ଶ୍ୱରେ ଅବସ୍ଥିତ ଅନେକ ସ୍ତମ୍ଭଯୁକ୍ତ ବାରଣ୍ଡା ଯେଉଁଠାରେ ଭକ୍ତମାନେ ପ୍ରତୀକ୍ଷା କରନ୍ତି, ଭୋଗ ଚଢ଼ାନ୍ତି ।

ଏହା ୧୨ଟି ସ୍ତମ୍ଭବିଶିଷ୍ଟ ଏକ ଦ୍ୱିତଳ ଗୁମ୍ଫା, ଯାହା ଗୋଟିଏ ପଥରକୁ ଖୋଳି ନିର୍ମିତ ହୋଇଛି ଓ ଗୁମ୍ଫାରୁ ହାତୀମୁଣ୍ଡମାନ ବାରଣ୍ଡା ପଟକୁ ବାହାରିଛି ।

| ଇତିହାସ |ଖ୍ରୀଷ୍ଟିୟାନ ହାସପାତାଳ, ବିଷମ କଟକ (CHB ଭାବେ ଜଣାଶୁଣା) ୧୯୫୪ ମସିହାରେ ଏଠାକାର ଏକ ଚର୍ଚ୍ଚର ବାରଣ୍ଡାରେ ଡେନିସ ମିଶନାରୀ ଡଃ ଲିଜ ମେଡସେନଙ୍କ୍( ୧୯୧୩-୧୯୯୧)ଦ୍ୱାରା ଆରମ୍ଭ ହୋଇଥିଲା ।

|ମନ୍ଦିର ମଧ୍ୟରେ ଦୁଇଟି (ଦ୍ୱିତୀୟ ଓ ତୃତୀୟ ବେଢ଼ା) ଗ୍ୟାଲେରିବିଶିଷ୍ଟ ବାରଣ୍ଡା ଓ ସବୁଠାରୁ ଉପର ସ୍ତରରେ ମୁଖ୍ୟ ବେଢ଼ା ରହିଛି ।

ବାରଣ୍ଡା ପଛପଟ କାନ୍ଥରେ ଅବଲୋକିତେଶ୍ୱରଙ୍କୁ ଦେଖାଯାଇପାରିବ ।

ଏହି ବିହାରରେ ଏକ ଗର୍ଭଗୃହ, ଅଷ୍ଟଭୂଜାକାର ସ୍ତମ୍ଭବିଶିଷ୍ଟ ଏକ ବାରଣ୍ଡା ଓ ସନ୍ୟାସୀମାନଙ୍କ ରହିବା ପାଇଁ ୮ଟି ଛୋଟ ପ୍ରକୋଷ୍ଠ ରହିଛି ।

|ଦୁଇ କୋଠରୀବିଶିଷ୍ଟ ଘରଗୁଡ଼ିକ ଆକୃତିର ଆୟତାକାର ହେବା ସହ ଉଭୟ ଆଗ ଏବଂ ପଛ ପାର୍ଶ୍ୱ ଚଉଡ଼ା ବାରଣ୍ଡାଯୁକ୍ତ ଏବଂ ଉଚ୍ଚ ପିଣ୍ଡାରେ ଅବସ୍ଥିତ ହୋଇଥାଏ ।

ଚୈତ୍ୟ ବାହାର ପଟେ ସ୍ତମ୍ଭବିଶିଷ୍ଟ ବାରଣ୍ଡା ରହିଥାଏ ।

 ଏହାର ପାଞ୍ଚଟି ଅଙ୍ଗ ହେଉଛି ପା'ଭାଗ, ତଳ ଜଙ୍ଘ, ବନ୍ଧନ, ଉପର ଜଙ୍ଗ ଓ ବାରଣ୍ଡା ।

verandahs's Usage Examples:

eastern and western classical traditions, with a particular emphasis on verandahs and pavilions - both as a decorative device and as a response to the warm.


The notable Neo-classical style features such as arched colonnades, colonnaded verandahs, rusticated quoins, moulded cornices and classical stone surrounds make it an interesting piece of built heritage.


Church, Virginia, at Taylor"s Tavern, reads: Two-story building with verandahs stood on 56 acres bought in 1856 by Wm.


with corner towers and connecting verandahs, and was constructed in rendered brick, with timber work forming the verandahs.


Often the verandahs were.


symmetric and made use of porticoes or verandahs with columns, classical pediments, sash windows, and ornamental gables.


The State House blends African and Arabian architecture, with wide verandahs and covered walkways.


Carmel Convent, a substantial two storey brick building with surrounding verandahs, was constructed in 1915 as a convent for the Sisters of Mercy.


The Horsham Streetscape was dramatically remodelled in the 1960s when planning laws were changed and shopfront verandahs were removed from the Post Office, The Bull and Mouth, and The White Hart pubs.


windows and arches, double sliding timber doors to the verandahs, decorative detailing to deep verandahs and early timber pews).


The verandahs to this.


The Hall"s verandahs comprising alternating large and small timber dowelling balustrades, with a portico entrance with a small gable vent.



Synonyms:

veranda, porch, gallery, lanai,

verandahs's Meaning in Other Sites