variousness Meaning in Odia (Oriya). ( variousness ଶବ୍ଦର ଓଡିଆ ଅର୍ଥ)
ବିଭିନ୍ନତା,
Noun:
ଗମ୍ଭୀରତା |, ଅସୁବିଧା, ଗୁରୁତର ଅବସ୍ଥା |,
People Also Search:
varixvarlet
varletry
varlets
varment
varments
varmint
varmints
varna
varnas
varnish
varnish tree
varnished
varnisher
varnishers
variousness తెలుగు అర్థానికి ఉదాహరణ:
|ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ ।
ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜମାନଙ୍କର ପସନ୍ଦ ହେଲାନାହିଁ ।
|ବିଶ୍ୱ ବ୍ରହ୍ମାଣ୍ଡରେ ଭାରତର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି ।
ହିନ୍ଦୁ ଧର୍ମର ବିଭିନ୍ନତା ପୂର୍ଣ୍ଣ ଅନେକ ମତବାଦ ଏହି ଉପନିଷଦ ସମୂହରୁ ବିକଶିତ ।
ଭାଷାଗତ ବିଭିନ୍ନତା ଯୋଗୁଁ ସ୍ୱିଜରଲ୍ୟାଣ୍ଡର ଅନେକ ନାମ ରହିଛି – ଯଥା : ଜର୍ମାନରେ ଶ୍ୱାଇଜ୍ (Schweiz), ଫରାସୀରେ ସ୍ୱିସ୍ (Suisse), ଇଟାଲୀୟରେ ସ୍ୱିଜ୍ଜେରା (Svizzera) ଓ ରୋମାଂଶରେ ସ୍ୱିଜ୍ରା (Svizra) ।
ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ ।
| ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀ |ନିର୍ମାଣ ସମୟ ଅନୁସାରେ କେତେକ ବିଭିନ୍ନତା ଦେଖାଦେଲେ ମଧ୍ୟ ଦ୍ରାବିଡ଼ ଶୈଳୀରେ ଯେଉଁ ୪ଟି ମୁଖ୍ୟ ଉପାଦାନ ରହିଛି, ତାହା ହେଲା:|- ମୁଖ୍ୟ ମନ୍ଦିରକୁ ବିମାନ କୁହାଯାଏ ।
ଯଦିଓ ସ୍ଥାନ ଓ ସମୟାନୁସାରେ ଏମାନଙ୍କ ଛାଲର ରଙ୍ଗରେ ବିଭିନ୍ନତା ଦେଖାଯାଏ, ତଥାପି ଏମାନଙ୍କ ରଙ୍ଗ ପାଉଁଶିଆ ବା ଫିକା ମାଟିଆ ରଙ୍ଗର ହୋଇଥାଏ ।
ଏପରି ତରାଜୁ କ୍ଷୁଦ୍ରାତିକ୍ଷୁଦ୍ର ପଦାର୍ଥର ଓଜନ ମାପରେ ମଧ୍ୟ ବ୍ୟବହାର କରାଯାଏ କାରଣ ପୃଥିବୀର ବିଭିନ୍ନ ଜାଗାରେ ରହି ମାଧ୍ୟାକର୍ଷଣ ଶକ୍ତିର ବିଭିନ୍ନତା (ଯାହା ପ୍ରାୟ ୦.୫%ବଦଳିଥାଏ) ଉପରେ ଏହା କମାନୀ ନିକିତି ପରି ପ୍ରଭାବିତ ହୁଏ ନାହିଁ।
| ସମସ୍ୟା ବଳୟରେ ଚିଲିକା |ଅପୂର୍ବ ଜୈବବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଥାଏ।
|ଗଠନ ଓ ପ୍ରକୃତି|Standing jaguar.jpg|ଜାଗୁଆର ଦେହର ଦାଗ|Cheetah 5.jpg|ଚିତାବାଘର ଦେହର ଦାଗ|Neofelis nebulosa.jpg|କ୍ଲାଉଡେଡ୍ ଲେପର୍ଡ୍ର ଦେହର ଦାଗ|David Raju Leopard3364.jpg|କଲରାପତରିଆ ବାଘର ଦେହର ଦାଗ|ଜଳବାୟୁ ଓ ଅଧିବାସ ଅନୁସାରେ କଲରାପତରିଆ ବାଘର ଛାଲରେ ବିଭିନ୍ନତା ଦେଖାଦିଏ ।
variousness's Usage Examples:
Burton"s role of Captain Montserrat, noting that he played it "with a variousness which is amazing when you consider that it is really little more than.
1909–1973 I grew to know most of the country about Dunedin, in all its variousness.
the “human activity that takes the fullest and most precise account of variousness, possibility, complexity, and difficulty.
position which affirmed the value of individual existence in all its variousness, complexity, and difficulty.
Boyd"s pleasing variousness as a writer.
Coventry’s variousness, which disconcerts some critics, is deeply appealing.
from the old New Yorker crowd, one got a much stronger sense of the variousness of American society than one did under the editorship of perhaps the.