<< varicosity variedly >>

varied Meaning in Odia (Oriya). ( varied ଶବ୍ଦର ଓଡିଆ ଅର୍ଥ)



ବିଭିନ୍ନ, ଭିନ୍ନ, ପରିବର୍ତ୍ତନଶୀଳ,

Adjective:

ଭିନ୍ନ |,

varied తెలుగు అర్థానికి ఉదాహరణ:

ଏହାଛଡ଼ା ବିଭିନ୍ନ ପ୍ରକାରର ଧ୍ୱନି ସଙ୍କେତଦ୍ୱାରା ମଧ୍ୟ ସେମାନେ ଭାବ ଆଦାନପ୍ରଦାନ କରନ୍ତି ।

ସ୍ଥାନାନୁସାରେ ଏହା ବିଭିନ୍ନ ନାମରେ ଜଣା, ଯେପରି କି ଆଣ୍ଟଲାଟିକ ମହାସାଗର ଏବଂ ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ହରିକେନ (Hurricane) ବା ତୁଫାନ କୁହାଯାଏ, ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ଟାଇଫୁନ (Typhoon) କୁହାଯାଏ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ଏସିଆ ମହାଦେଶୀୟ ସାଗରକୁ କେବଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ବା ଗୁରୁତର ଚକ୍ରବାତୀ ଝଡ଼ କୁହାଯାଏ ।

ରାଜ୍ୟ ରାଣୀ କହିଲେ ବିଭିନ୍ନ ଭାରତୀୟ ଭାଷାରେ ରାଜ୍ୟର ରାଣୀକୁ ବୁଝାଏ ।

|ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ ।

ରୋଷଶାଳରେ ରୋଷେଇ ପାଇଁ ବ୍ୟବ‌ହୃତ ସମସ୍ତ ଜାଳେଣୀ ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଆସୁଥିଲା ।

|ଏହି ପ୍ରଥାରେ ବିଭିନ୍ନ ଗୋଷ୍ଠି ଏକ ବା ଏକାଧିକ ପଦ୍ଧତି ଅବଲମ୍ବନ କରନ୍ତି ।

ଏଯାବତ ବ୍ରିଟିଶ୍‍ମାନଙ୍କଦ୍ୱାରା ନିର୍ମାଣ କରାଯାଇଥିବା ବିଭିନ୍ନ ସ୍ଥାନ ଖାଇବରରେ ଦେଖିହେବ ।

ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନବଦିନ, ତ୍ରିଦିନ ଧରି ପାଳିତ ହୁଏ ।

ଫଳରେ ଆଧୁନିକ ଭାରତରେ ମହିଳା ମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକ ସଭାର ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ରାଜ୍ୟପାଳ, ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର, ଯଥା କ୍ରୀଡ଼ା, ଆନ୍ତର୍ଜାତୀୟ କୂଟନୀତି  ରେ ଅବସ୍ଥାପିତ ହେଇପାରିଛନ୍ତି ।

ବିଭିନ୍ନ ଶିକାରୀ ପକ୍ଷୀ, ଜଳବାସୀ ପକ୍ଷୀ ଓ ବୃକ୍ଷବାସୀ ପକ୍ଷୀ ଏଠାରେ ଦେଖିବାକୁ ମିଳନ୍ତି ।

ପ୍ରଭଞ୍ଜନ, ଚୌଧୁରୀ ବିକାଶ ଦାସ, ଦେବୁ ବୋଷ, ନୂପୁର ଘୋଷ, ଚୌଧୁରୀ ଜୟ ପ୍ରକାଶ ଦାସ, ସୁସ୍ମିତା ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର, ଉଦୟଭାନୁ, ଶଙ୍କର ବସୁ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ତେଣୁ କଣିକାର ଅବସ୍ଥିତି ଓ ସଂବେଗକୁ ଗୋଟିଏ ପରିବର୍ତ୍ତନୀୟ ଅଙ୍କ ବୋଲି ବିଚାର କରି ବିଭିନ୍ନ ଅବସ୍ଥାରେ ଏକ କଣିକାକୁ ପାଇବାର ସମ୍ଭାବନା ନିର୍ଦ୍ଧାରଣ କରିବାକୁ ଚେଷ୍ଟା କଲେ ।

varied's Usage Examples:

According to 2018 traffic counts conducted by the Kansas Department of Transportation, on average, traffic varied from 1,080 vehicles per day slightly east of the Finney"ndash;Hodgeman county line to 14,500 vehicles per day in Great Bend, slightly west of US-281.


subsequent minbars varied in their exact form and in the choice of the decorative methods.


repeat, with Hepokoski and Darcy describing it as a "tonally "wrong" recapitulatory rotation followed by a notably varied, "right" one in the tonic".


The portrayals of transgender people in the media reflect societal attitudes about transgender identity, and have varied and evolved with public perception.


Over time, figurative elements - men, horses, trees, insects - disappeared from his work, in favor of pure abstraction, but still, said Callahan, It is nature, with its unlimited varied form, structure, and color that constitutes the vital living force from which art must basically stem.


Originally, Kara's fate varied in various script drafts.


an alloy of copper and zinc, in proportions which can be varied to achieve varying mechanical and electrical properties.


The engines built varied in power, attaining an output between 560 and 640 horse power (418-444"nbsp;kW) at 5800 rpm.


fall on a syllable that is designated as a weak syllable in the standard, unvaried iambic pentameter pattern.


ClassificationThe forms of alloparental care which occur in nature are numerous and varied and resist classification.


It describes how buildings throughout the ages and varied settings are products of a building culture – the coordinated system of knowledge, rules, procedures, and habit that surrounds the building process in a given place and time.


Since the television series varied in content with each corresponding production run and release, it is likely the companion volumes (as is suggest by the plethora of ISBN codes) are also different works.



Synonyms:

different, miscellaneous, varicoloured, multifariousness, diverseness, various, variable, versatile, omnifarious, varying, varicolored, multifaceted, modified, variety, heterogenous, multifarious, variegated, heterogeneous, diversity, variform, many-sided,

Antonyms:

homogeneity, unmodified, unvaried, homogeneous, same,

varied's Meaning in Other Sites