valorizing Meaning in Odia (Oriya). ( valorizing ଶବ୍ଦର ଓଡିଆ ଅର୍ଥ)
ମୂଲ୍ୟବୋଧ, ବିଡିଂ, ମୂଲ୍ୟ ବନ୍ଦ କରନ୍ତୁ,
People Also Search:
valorousvalorously
valors
valour
valparaiso
valse
valsed
valses
valsing
valuable
valuableness
valuables
valuably
valuate
valuated
valorizing తెలుగు అర్థానికి ఉదాహరణ:
ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତ ଏବଂ ମୂଲ୍ୟବୋଧରେ ପ୍ରେରିତ ହୋଇ ଏସ୍ଏଜିୱାଇ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଗୌରବ, ଦେଶଭକ୍ତି, ସାମୁଦାୟିକ ଭାବନା ଏବଂ ଆତ୍ମବିଶ୍ୱାସ ଅପଣାଈ ଆବଶ୍ୟକ ଢାଞ୍ଚା ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
ବିଚାରପତି ହଂସରାଜ ଖାନ୍ନା ଏହି ସିଦ୍ଧାନ୍ତଦ୍ୱାରା ସ୍ପଷ୍ଟ କଲେ କି ଭାରତୀୟ ସମ୍ବିଧାନ ଏକ ମୌଳିକ ସଂରଚନା ତଥା ମୂଲ୍ୟବୋଧର ମୂଳଦୁଆ ଉପରେ ପ୍ରତିଷ୍ଠିତ ।
ଏକଥା ସ୍ୱୀକାରଯୋଗ୍ୟ ଯେ , ବିଂଶଶତାବ୍ଦୀରେ ମାନବୀୟ ମୂଲ୍ୟବୋଧର ଆସିଥିଲା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ।
ବିଶ୍ୱସ୍ତରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ରୋକିବା ତଥା ପାର୍ଲିଆମେଣ୍ଟର ଏ ସମ୍ପର୍କିତ ଦାୟିତ୍ୱ ସମ୍ପର୍କରେ ଏକ ସଚେତାତା ସୃଷ୍ଟି କରାଇବା ପାଇଁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
ସାରଙ୍ଗ ଧର ଚାହିଁଥିଲେ ଅନ୍ୟ ଦଳରେ ଯୋଗଦେଇ ମଧ୍ୟ ଓଡ଼ିଶା ବିଧାନ ସଭାରେ ସଭ୍ୟ ରହିପାରିଥାନ୍ତେ |କିନ୍ତୁ ରାଜନୈତିକ ଲାଭ ଅପେକ୍ଷା ନୈତିକ ମୂଲ୍ୟବୋଧ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା ।
|ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ଅସଂଖ୍ୟ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟିର ସାତନ୍ତ୍ର୍ୟ, ବୈଶିଷ୍ଟ, ମୂଲ୍ୟବୋଧ, ଓ ମହନୀୟତା ଅବର୍ଣ୍ଣନୀୟ ।
|କେତେକ ଚିନ୍ତାଧାରା ଆତ୍ମହତ୍ୟା ପ୍ରରୋଚନା କରେ ଯଥା: ସମ୍ମାନ (Honour), ଧର୍ମ ଓ ଜୀବନର ମୂଲ୍ୟବୋଧ ।
ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ।
.|ପୁସ୍ତକ ଶୈଳୀ|ଏହାର କାବ୍ଯିକ ମୂଲ୍ୟବୋଧ ତଥା ଉନ୍ନତ ତାମିଲ ସାହିତ୍ଯ ଯୋଗୁ ଏହି ପୁସ୍ତକ ତାମିଲ ଭାଷାର ଏକ ମାଇଲଖୁଣ୍ଟ ହେଇ ରହିଛି ।
ରବି ଶଂକର ସ୍ଥାପନା କରିଥିବା ଦ ଇଣ୍ଟରନାସନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜ ଏକ ସହଯୋଗୀ ଏନଜିଓ ଯାହା ମାନବିକ ମୂଲ୍ୟବୋଧକୁ ତୃଣମୂଳ ସ୍ତରରୁ ଉନ୍ନତ କରିବାକୁ ଦୃଷ୍ଟି ଦିଏ ।
ସ୍ୱଦେଶର ତାଙ୍କର ବ୍ରତ ବସ୍ତୁ, ବିଚାର, ବ୍ୟବହାର, ଭାଷା ଏବଂ ଶିଳ୍ପ ସହିତ ସ୍ୱସଂସ୍କୃତିର ଜୀବନ ମୂଲ୍ୟବୋଧ ପ୍ରତି ଆସ୍ଥାବାନ ଥିଲା ।
ତେବେ ଏହି ରାୟ ସହ ଏହା ମଧ୍ୟ ସ୍ପଷ୍ଟ କଲେ କି ସଂଶୋଧନଦ୍ୱାରା ସମ୍ବିଧାନର ମୌଳିକ ସଂରଚନା ତଥା ଏହାର ମୂଳ ମୂଲ୍ୟବୋଧକୁ ଆଘାତ କରାଯାଇପାରିବ ନାହିଁ ।
valorizing's Usage Examples:
appearances, Alourdes is regarded by many of her spiritual followers as valorizing and de-mystifying Vodou to a broader public.
"PEN is not simply conveying support for freedom of expression but also valorizing selectively offensive material: material that intensifies the anti-Islamic.
BIBLE+ORIENT» created the foundation BIBEL+ORIENT in 2005 for the purpose of valorizing and expanding the collection with the aim of its efficient publication.
Ngugi calls explicit attention to this earlier struggle, valorizing the achievements of the Mau Mau, celebrating their ethos and philosophy.
to avoid discards (and their associated adverse ecological impacts) by valorizing by-catch products, as they are good sources for protein hydrolizates,.
and prizes can be a way of directing public opinion and on doing so, valorizing this or that artist that aims financial or social advantages.
media and to document the activity of the public broadcasting service, valorizing its activity.
Yet, because valorizing moderation is not an active response, prudence entails the "transformation.
A critic-friendly approach that is attuning to the critic"s feelings and concerns and valorizing these appeared to.
biomass electricity generation is currently slow and limited to valorizing bagasse only.
commercial biomass electricity generation is currently slow and limited to valorizing bagasse only.
discovered that removing structural barriers (and to some extent broadly valorizing working class culture) is effective in increasing social mobility, if.
If the inner critic is intense and stubborn, a friendly approach of valorizing the inner critic"s concerns could be helpful; if the inner critic is mild.