usurpation Meaning in Odia (Oriya). ( usurpation ଶବ୍ଦର ଓଡିଆ ଅର୍ଥ)
ଦଖଲ, ଅନ୍ୟାୟ ଅଧିଗ୍ରହଣ,
Noun:
ଅନ୍ୟାୟ ଅଧିଗ୍ରହଣ |,
People Also Search:
usurpationsusurpative
usurped
usurper
usurpers
usurping
usurps
usury
usward
ut
utah
utas
utc
ute
utensil
usurpation తెలుగు అర్థానికి ఉదాహరణ:
| ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ |ଖ୍ରୀଷ୍ଟପୂର୍ବ ୨୧୨ରେ ସିରାକସ ଦଖଲ ହେଲାପରେ ଜେନେରାଲ ମାର୍ସେଲସ ରୋମକୁ ଦୁଇଟି ଯନ୍ତ୍ରର ଗଠନ କୌଶଳ ଦେଇଯାଇଥିଲେ ଯାହା ସୂର୍ଯ୍ୟ, ଚନ୍ଦ୍ର ଏବଂ ପାଞ୍ଚଟି ଗ୍ରହର ଗତିବିଧି ଅନୁଶୀଳନରେ ସାହାଯ୍ୟ କଲା ।
ଏହାକୁ କରଶୂନ୍ୟ ରାଜ୍ୟ ରୂପେ ଭୋଗ ଦଖଲ କରିବାର ଅନୁମତି ଦେଇଥିଲେ।
|ଦାକ୍ଷିଣାତ୍ୟରେ ଆହମ୍ମଦନଗରର ସୁଦକ୍ଷ ମନ୍ତ୍ରୀ ମାଲିକ ଅମ୍ବର ଆହମ୍ମଦନଗରର ସୈନ୍ୟମାନଙ୍କୁ ଶୃଙ୍ଖଳାଶିକ୍ଷା ଦେଇ ଆକବରଙ୍କ ସମୟରେ ହରାଇଥିବା ରାଜ୍ୟମାନ ପୁନଃଦଖଲ କରିବା ପାଇଁ ଲାଗିପଡ଼ିଥିଲେ ।
|ଅବସର ପ୍ରମୁଖ|ପରିଶେଷରେ ଘାବ୍ରିଙ୍କ ସ୍ଥାନ ଆଉ ଜଣେ ଅଲ ରାଉଣ୍ଡର ମଦନଲାଲ ଦଖଲ କରି ନେଲା ପରେ ୧୮୮୨ରେ ତାଙ୍କର ଅନ୍ତର୍ଜାତିକ ଖେଳ ଜୀବନର ଜବନିକା ପଡିଥିଲା ।
ବାଣପୁର ଦଖଲ ପରେ ପାଇକମାନେ ଅନ୍ୟ ଏକ ସମାବେଶରେ ସ୍ଥିର କଲେ ଜୁନ ୮ ତାରିଖରେ ଟାଙ୍ଗୀ ଥାନା ଆକ୍ରମଣ କରିବେ ।
ଏହାକୁ କର୍ଣ୍ଣେଲିଅସ ପାଲମା ଖ୍ରୀ.ଅ. ୧୦୬ ରେ ଦଖଲ କରିଥିଲେ ।
ମାର୍କସ୍ ଅଫ୍ ଡେଲହୌସିର ହରଣ ନୀତି, ବ୍ରିଟିଶମାନଙ୍କଦ୍ୱାରା ପ୍ରୟୋଗ ହୋଇଥିବା ଡକ୍ଟ୍ରିନ ଅଫ ଲାପ୍ସ, ଏବଂ ବଂଶଧରଙ୍କ ପୂର୍ବାନୁମାନିତ ଲାଲ କିଲ୍ଲାର ନିକଟରେ ଥିବା କୁତବ ମିନାର (ଦିଲ୍ଲୀ ନିକଟରେ) ପର୍ଯ୍ୟନ୍ତ ସେମାନଙ୍କ ପୈତୃକ ମହଲରୁ ମୋଗଲଙ୍କୁ ବେଦଖଲ ମଧ୍ୟ କିଛି ଲୋକଙ୍କୁ କ୍ରୋଧିତ କରିଥିଲା ।
ତାଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ଥାନା ଦଖଲ ହୋଇଥିଲା ।
ପୁନଃପୌନିକ ଅନାହୁତ ଦଖଲ ଓ ଚୋରୀ କରିବାର ଅଦମନୀୟ ପ୍ରବୃତ୍ତିର ଚାପ ଚୋରୀ କରିବା ପରେ ଚାପ ମୁକ୍ତ ହେବା ଯୋଗୁ ଏହି ରୋଗ ଅବଶେଷିଭ ସ୍ପେକ୍ତ୍ରମ ଡିଜଅର୍ଡର ରୋଗ ସମ୍ଭାବନା ଥାଏ ।
୧୮୦୩ରେ ଇଂରେଜମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍ର ରାଜଧାନୀ ଘୋଷିତ କରାଗଲା ।
୧୯୬୮ ମସିହାରେ ବାଥ ପାର୍ଟିର ମେଜର ଜେନେରାଲ ଅହମ୍ମଦ ହାସନ ଅଲ-ୱାକରଙ୍କୁ ପରାସ୍ତ କରି କ୍ଷମତା ଦଖଲ କରିବା ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ ଜୀବନ କଟାଇବାକୁ ପଡିଥିଲା ।
.|୧୯୧୬ ମସିହାରେ ଯେତେବେଳେ ଆମେରିକା ଡୋମିନିକାନ୍ ରିପବ୍ଲିକ୍ ଉପରେ ଆକ୍ରମଣ କଲା ଏବଂ ଦଖଲ କଲା, ଆଗୁଆର୍ ଏକ ମହିଳା ଗୋଷ୍ଠୀ ସହିତ ଯୋଗ ଦେଇ ସୋସିଏଡ୍ ଆମାଣ୍ଟେସ୍ ଦେ ଲୁଜ୍ (ସୋସାଇଟି ଅଫ୍ ଲଭର୍ସ ଅଫ୍ ଦି ଲାଇଟ୍) ଗଠନ କରିଥିଲେ।
ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା | ୧୮୦୩ରେ ଇଂରେଜମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍ର ରାଜଧାନୀ ଘୋଷିତ କରାଗଲା ।
usurpation's Usage Examples:
The sudden death of the nonentity Emperor Honorius 15 August 423, which followed the death of the more active Constantius III (421) and the exile of Empress Galla Placidia to Constantinople (Spring 423), created a power vacuum if it can be so described, observes John Matthews, which was filled, as we should expect, by usurpation.
His reign constitutes a usurpation against Constantine V, who had retained control of several themes in Asia.
They sought to curb the usurpation by local administrators of public lands.
convicting and exposing the idolatry of the Romish church, their tyranny, usurpations, damnable heresies, fatal errors, abominable superstitions, and other.
these Indian treaties, they must bear him out to the full extent of this thoughtless usurpation.
Edward Gibbon instead dated the usurpation as occurring after the defeat and capture of Valerian in 260.
221: Failed usurpation of Seleucus, possibly in Moesia 227: Failed usurpation of Seius Sallustius in Rome 232: Failed usurpation of Taurinius in Syria.
his command the Roman army defeated numerous threats, incursions, and usurpations.
volunteered to defer their rival claim to the throne after 1873, the regicidal vote of their ancestor Philippe Égalité in 1789 and the usurpation of.
simultaneous invasions and usurpations that required the emperor to be everywhere at once.
One tactic to deter or defeat usurpation is civilian-based defense.
Xuan had Emperor An create him the Prince of Chu and give him the nine bestowments—both signs of an impending usurpation.
Occasionally there were usurpations, but the crown stayed within the lineage of the founder until 1567 when.
Synonyms:
capture, gaining control, seizure,
Antonyms:
goodness, good, keep, inactivity,