uruguayan Meaning in Odia (Oriya). ( uruguayan ଶବ୍ଦର ଓଡିଆ ଅର୍ଥ)
ଉରୁଗୁଏ,
ଜଣେ ମୂଳ ବା ଉରୁଗୁଏ ବାସିନ୍ଦା |,
Noun:
ଉରୁଗୁଏ |,
People Also Search:
uruguayan monetary unituruguayan peso
uruguayans
urus
uruses
urva
us
us army criminal investigation laboratory
us attorney general
us fish and wildlife service
us government printing office
us military academy
us navy
us post office
us postal inspection service
uruguayan తెలుగు అర్థానికి ఉదాహరణ:
ମଣ୍ଟେଭିଡ଼ିଓ ଚୁକ୍ତିନାମା (୧୯୨୮) ଓ ଉରୁଗୁଏର ସ୍ୱାଧୀନତା ଉତ୍ସବ ପାଳନ କରିବା ଅବସରରେ ୧୯୩୦ ମସିହାରେ ଫିଫା ଉରୁଗୁଏକୁ ପ୍ରଥମ ଆୟୋଜକ ଭାବେ ଚୟନ କଲା ।
୧୯୩୦ ମସିହାରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉରୁଗୁଏ ବିଜୟଶ୍ରୀ ମଣ୍ଡନ କରିଥିଲା ।
୧୯୩୦ ମସିହାରେ ମଣ୍ଟେଭିଡ଼ିଓ ସହରର ୯୩ ହଜାର ଦର୍ଶକଙ୍କ ସାମନାରେ ଫିଫା ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଖେଳାଗଲା ଯେଉଁଥିରେ ଉରୁଗୁଏ ୪-୨ ଗୋଲ୍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା ଓ ପ୍ରଥମ ଦେଶ ଭାବେ ଫିଫା ବିଶ୍ୱକପ ବିଜୟୀ ହୋଇଥିଲା ।
ଉଭୟ ଜର୍ମାନୀ ଓ ଇଟାଲୀ ୪ ଥର ଲେଖାଏଁ, ଆର୍ଜେଣ୍ଟିନା,ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ ବିଶ୍ୱବିଜୟୀ ହୋଇଛନ୍ତି ।
ସେମାନେ ହେଲେ ଏହିପରି| ପ୍ରତିଯୋଗିତାର ଖେଳ |ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରର ଉପରୋକ୍ତ ତିନୋଟି ଷ୍ଟାଡିୟମରେ ଏହି ଟୁର୍ଣାମେଣ୍ଟର ମ୍ୟାଚଗୁଡ଼ିକ ଖେଳ ହୋଇଥିଲା ।
ପୂର୍ବ ଦୁଇ ବିଶ୍ୱକପକୁ ପ୍ରତ୍ୟାଖ୍ୟାନ କରିଥିବା ଓ ୧୯୩୦ ମସିହାର ବିଶ୍ୱବିଜୟୀ ଦଳ ଉରୁଗୁଏ ମଧ୍ୟ ଏକ ଅନ୍ତରାଳ ପରେ ଏହି ପ୍ରତିଯୋଗିତାରେ ପୁନଃ ଯୋଗଦାନ କଲା ।
ଏହି ପ୍ରତିଯୋଗିତା ୧୯୩୦ ମସିହା ଜୁଲାଇ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟଂତ ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରରେ ଖେଳା ଯାଇଥିଲା ।
ଏହାର ପଶ୍ଚିମରେ ଚିଲି, ଉତ୍ତରରେ ବଲିଭିଆ ଓ ପାରାଗୁଏ ଉତ୍ତରପୂର୍ବରେ ବ୍ରାଜିଲ ଏବଂ ପୂର୍ବରେ ଉରୁଗୁଏ ଅବସ୍ଥିତ ।
ଅନ୍ତର୍ଜାତୀୟ ବ୍ୟାପାର ପାଇଁ ଏହା ଆର୍ଜେଣ୍ଟିନା ଓ ଉରୁଗୁଏର ବନ୍ଦର ବ୍ୟବହାର କରିଥାଏ ।
|ଗୀତ|ଆଧାର|ବାହାର ଆଧାର|୧୯୯୨ର ଓଡ଼ିଆ କଥାଚିତ୍ର ୧୯୩୦ ମସିହାରେ ଉରୁଗୁଏଦ୍ୱାରା ପ୍ରଥମ ଫିଫା ବିଶ୍ୱ କପ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
୧୯୨୪ ଓ ୧୯୨୮ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ଉରୁଗୁଏ ଦଳ ବିଜୟୀ ହୋଇଥିଲା ।
ଏଥିରେ ଉରୁଗୁଏ ୪-୨ ଗୋଲ ବ୍ୟବଧାନରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିଶ୍ୱକପ ଫୁଟବଲ ଚମ୍ପିୟନ ଆଖ୍ୟା ପାଇଥିଲା ।
uruguayan's Usage Examples:
candombe uruguayan polka pericón tango chotis gato piano (drum) chico repique uruguayan guitarrón bass drum snare drum cymbals acoustic guitar accordion.