<< urinalysis urinary >>

urinant Meaning in Odia (Oriya). ( urinant ଶବ୍ଦର ଓଡିଆ ଅର୍ଥ)



ପରିସ୍ରା,

Adjective:

ମୂତ୍ର, ମୂତ୍ରାଶୟ,

urinant తెలుగు అర్థానికి ఉదాహరణ:

| ଚିହ୍ନ ଓ ଲକ୍ଷଣ | ଭୁତାଣୁର ତୀବ୍ର ସଂକ୍ରମଣରେ ତୀବ୍ର ବା ଆକ୍ୟୁଟ ଭୁତାଣୁ ହେପାଟାଇଟିସ ହୁଏ ଯାହାର ଖରାପ ସ୍ୱାସ୍ଥ୍ୟ ଥାଏ, ଅରୁଚି, ଅଇ, ବାନ୍ତି, ଦେହ ପୀଡ଼ା, ସାମାନ୍ୟ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ ଓ ଗାଢ଼ ପରିସ୍ରା ହୋଇ ଅବଶେଷରେ କାମଳ ବା ଜଣ୍ଡିସ ହୁଏ ।

ଅନ୍ତନଳୀରେ ଥିବା ବୀବାଣୁ ଏହି ବିଲିରୁବିନ‌କୁ ଅକ୍ସିଡାଇଜ କରି ସ୍ଟର୍କୋବିଲିନୋଜେନରେ ପରିଣତ କରନ୍ତି ଯାହା ସ୍ଟର୍କୋବିଲିନରେ ପରିଣତ ହୋଇ ମଳରେ ବାହାରିଯାଏ ବା ଅନ୍ତନଳୀକୋଷମାନଙ୍କଦ୍ୱାରା ପୁନଃ ଶୋଷିତ ହୋଇ ରକ୍ତରେ ସଞ୍ଚାଳିତ ହୋଇ କିଡ୍‌ନି/ବୃକ୍‌କରେ ପ‌ହ‌ଞ୍ଚି ୟୁରୋବିଲିନରେ ପରିଣତ ହୁଏ ଓ ପରିସ୍ରାରେ ବାହାରିଯାଏ ।

ଗର୍ଭାବସ୍ଥାରେ ଲକ୍ଷଣ ବିହୀନ ଜୀବାଣୁ ମିଶ୍ରିତ ପରିସ୍ରା ସଂକଟ ଜନକ ନ ହେଲେ ମଧ୍ୟ ୨୫ରୁ ୪୦% ବୃକକ ସଂକ୍ରମଣ ସଂକଟ ରହେ ।

|ଆଇଫୋସଫାମାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ବାନ୍ତି, ପରିସ୍ରାରେ ରକ୍ତ, ସଂକ୍ରମଣ ଓ ବୃକ୍‌କ ସମସ୍ୟା ଆଦି ଲକ୍ଷଣମାନ ଦେଖାଯାଏ ।

ରକ୍ତ ଓ ପରିସ୍ରା ପରୀକ୍ଷା ତ‌ଥା ମେଡିକାଲ ଇମେଜିଙ୍ଗଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।

ପରିସ୍ରାରେ କ୍ୟାଲସିଅମ ଅକ୍ସାଲେଟ କ୍ରିସ୍ଟାଲ (calcium oxalate crystals) ମିଳିଲେ ବା ଏସିଡୋସିସ (acidosis) ବା ଅଧିକ ଅସମୋଲ ଗ୍ୟାପ (osmol gap) ରକ୍ତରେ ଥିଲେ ଏହି ରୋଗ ସନ୍ଦେହ କରାଯାଏ ।

|ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ପରିସ୍ରା, ହାତ ଥରା ଓ ଅଧିକ ଶୋଷ ହୁଏ ।

|ଲାବୋରେଟରି ତ‌ଥ୍ୟ:|ପରିସ୍ରା: ବିଲିରୁବିନ ଥାଏ, ଯୁରୋବିଲିନୋଜେନ >୨ୟୁନିଟ(ଯେପରିକି ହେମୋଲାଇଟିକ ଆନିମିଆ)।

ମହିଳାଙ୍କର ଲକ୍ଷଣ ମଧ୍ୟରେ ଯୌନାଙ୍ଗରୁ କ୍ଷରଣ ଓ ପରିସ୍ରା କଲାବେଳେ ଜଳାପୋଡ଼ା ହୁଏ ।

ବୃକ୍କ ପଥର ବୃକ୍କରେ ତିଆରି ହୋଇ ପରିସ୍ରାରେ ବାହାରିଯାଏ ।

ଏହି ପ୍ରିଏକ୍ଲାମ୍ପସିଆ ରୋଗରେ ଉଚ୍ଚ ରକ୍ତଚାପ ସହ ପରିସ୍ରାରେ ପ୍ରୋଟିନ ପଡେ ।

ପରିସ୍ରାର ଆଣ୍ଟିଜେନ ପରୀକ୍ଷା ଓ ସ୍ପୁଟମ୍ କଲ୍‌ଚର କରି ରୋଗ ନିର୍ଣ୍ଣୟ କରାଯାଏ ।

urinant's Usage Examples:

Fish often appear naiant (swimming horizontally) or hauriant (upwards) or urinant (downwards), but may also appear addorsed (two fish hauriant, back to back).


Gules, a Barrulet Gules (for Transylvania); Entree en point, two Dolphins urinant respectant or (for Dobruja).


blazon of the municipal coat of arms is Gules a Garb Or between two Perches urinant.


A fish, dolphin, or other sea creature urinant (/ˈjʊərɪnənt/) (Latin ūrīnāns, "diving") is in a vertical position with.


castles Gules (for Transylvania); Entée en point, Azure, two dolphins urinant respectant Or (for Dobruja) Earlier version(s) 1922–1947, the Kingdom of.



urinant's Meaning in Other Sites