<< upminster upon >>

upmost Meaning in Odia (Oriya). ( upmost ଶବ୍ଦର ଓଡିଆ ଅର୍ଥ)



ସର୍ବୋପରି, ସର୍ବାଧିକ,

Adjective:

ସର୍ବାଧିକ,

upmost తెలుగు అర్థానికి ఉదాహరణ:

ସର୍ବୋପରି ଚଳଚ୍ଚିତ୍ରଟିରେ ମୋଟ ୪ଜଣ ନାୟିକା ଅଭିନୟ କରିଥିଲେ ।

ସର୍ବୋପରି ସମଗ୍ର ଓଡ଼ିଶାବାସୀ ଏକାଡେମୀର ଏହି ମୂଲ୍ୟବାନ ଅବଦାନରୁ ଲାଭପାଇବେ ।

ଗ୍ରାମ୍ୟ ଜୀବନର ଅନ୍ୟାନ୍ୟ ସମସ୍ୟ ଓ ଗାଁ ସରପଞ୍ଚର କୁଟଚକ୍ରାନ୍ତ, ଗାଁ ମନ୍ଦିର ପୂଜକର କଥା ଉପରେ ସରଳ ନିରୀହ ଗ୍ରାମବାସୀଙ୍କର ଅଖଣ୍ଡ ବିଶ୍ୱାସ, ଜାତିଭେ ତଥା ସର୍ବୋପରି ଗ୍ରାମ୍ୟ-ଲୋକଚରିତ୍ର ସବୁ ରହିଛି ଏହାର କାହାଣୀରେ ।

ଏକ ଉତ୍କୃଷ୍ଟ ଲୋକକଳାର ସ୍ୱାତନ୍ତ୍ର୍ୟ ବହନ କରୁଥିବା ଝୁମର କୁଡ଼ୁମୀ, ଉତ୍ତର ଓଡ଼ିଶା ସର୍ବୋପରି ଭାରତର ସାଂସ୍କୃତିକ ଲୋକ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଙ୍ଗ ।

ସର୍ବୋପରି ଭକ୍ତମାନଙ୍କର ମାନସିକ ପୂରଣ ହୋଇଥାଏ ।

ଅତୁଳନୀୟ ଗୁଣ ଓ ସର୍ବୋପରି ଦକ୍ଷତା ବା ଶକ୍ତିର ଅଧିକାରୀ “ସିଂଗାଲାଂଗ୍ ବୁରୁଂଗ୍” ହେଉଛନ୍ତି ଇବାନ୍ ଲୋକଙ୍କ ପାଇଁ ଯୁଦ୍ଧର ଦେବତା ଓ ସବୁଠାରୁ ମହାନ ଦେବତା ।

ସର୍ବୋପରି ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଘେରି ରହିଥିବାରୁ ଏହା ଶ୍ରୀହୀନ ଦେଖାଯାଉଥିଲା ।

|କୋଭିଡ ଯୋଦ୍ଧା ବା ଚିକିତ୍ସକ ଓ ସେବିକାମାନେ ମାତ୍ରାଧିକ ଚାପଗ୍ରସ୍ତ ରହନ୍ତି କାରଣ ସେମାନେ ପ୍ରତ୍ୟହ ରୋଗୀ ସଂସ୍ପର୍ଶରେ ଆସୁଥିବାରୁ ଅଧିକ ରୋଗ ସମ୍ଭାବନା, ସର୍ବଦା ସୁରକ୍ଷା ଉପକରଣମାନ ପିନ୍ଧିବା ଚାପ, ସର୍ବଦା ଜାଗରୁକ ଓ କର୍ମ ଚାପ, ନିଜର ଯତ୍ନ ଓ ସୁରକ୍ଷା ନିମନ୍ତେ ଅସମର୍ଥ ଓ ସର୍ବୋପରି ନିଜଦ୍ୱାରା ନିଜ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିବା ସମ୍ଭାବନା ବୃଦ୍ଧି ହେବାର ଭୟ ତାଙ୍କୁ ଚାପଗ୍ରସ୍ତ କରୁଛି ।

ସର୍ବୋପରି ବର୍ତ୍ତମାନ ସମୟରେ ମଧ୍ୟ କୃଷକ ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛି ।

ସର୍ବୋପରି ଗ୍ରାମଟି ତାହାର ପ୍ରାକୃତିକ ପରିବେଶ ପାଇଁ ସ୍ୱଳ୍ପ ପରିମାଣର ଦର୍ଶକଙ୍କୁ ଆକର୍ଷିତ ଓ ସ୍ୱାଗତ କରେ ।

କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ ।

ମହାନଦୀର ଗଭୀର ଜଳରାଶି, ଶ୍ୟାମଘନ ପର୍ବତମାଳାର ତରଙ୍ଗାୟିତ ଭଙ୍ଗୀ, ପକ୍ଷୀମାନଙ୍କ କାକଳି, ନୌବିହାର ସମୟରେ ନାଉରିଆର ମନ ଭୁଲାଣିଆ ସଙ୍ଗୀତ, ସର୍ବୋପରି ମେଘମୁକ୍ତ ଆକାଶର ନୀଳିମା ସବୁ ଯେମିତି ପର୍ଯ୍ୟଟକକୁ ସ୍ତବ୍ଧ କରିଦିଏ ।

upmost's Usage Examples:

further you get, the more the game tightens the thumbscrews and does its upmost to drive you to the nearest loony bin.


Remark: The upmost newspaper headlines "Thousands slaughtered in Austria" and dates to "14th.


exercise prolepsis and proslepsis continuous and contiguous affect and effect upmost and utmost deprecate and defecate Some paronyms are truly synonymous, but.


orchestration, in the rhythm of the accompaniment, and in the register of the upmost voice.


proslepsis continuous and contiguous affect and effect upmost and utmost deprecate and defecate Some paronyms are truly synonymous, but only under the rarest.


Cloth and clothing was an upmost importance to the Aztecs.


collision and collusion conjuncture and conjecture excise and exercise prolepsis and proslepsis continuous and contiguous affect and effect upmost and.


destiny with his friend and rival Yen Shisan; both swordsmen fight their upmost, and Yen Shisan is finally disarmed and killed, dying, as he wished, with.


community activist of South Florida, Ninoska Pérez Castellón, deserving our upmost respect for promoting democracy and freedom.


It is on the upmost verge of the cultivated part of the mountain; below are gardens and pine.


the role of the British government in recognizing climate change as an upmost global priority.


asked how he would combat illegal drugs in Wake County, Adcock said he had "upmost confidence in Sheriff Donnie Harrison.


Italy to ensure, as he put it, "that everything"s being handled with the upmost transparency".



Synonyms:

top, topmost, uppermost,

Antonyms:

worst, foot, side, bottom,

upmost's Meaning in Other Sites