upliftment Meaning in Odia (Oriya). ( upliftment ଶବ୍ଦର ଓଡିଆ ଅର୍ଥ)
ଉନ୍ନତି, ବିକାଶ, ଉଠାଇବା,
Noun:
ବିକାଶ, ଉଠାଇବା,
People Also Search:
upliftsuplighter
uplink
uplinking
uplinks
upload
uploaded
uploading
uploads
uplock
uplocked
uplook
uplooking
upmaking
upmarket
upliftment తెలుగు అర్థానికి ఉదాహరణ:
ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ତାଙ୍କୁ ସମାଜର ପରିବର୍ତ୍ତନ ଧାରାରେ ସାହାଯ୍ୟ କରିଥିଲା | ଏହାସହ ସେ ନିଜ ଜିଲ୍ଲାରେ ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।
ତାଙ୍କ ସମୟରେ ସେ ଜାଙ୍ଗାମ ଜାତିର ପ୍ରପୀଡିତ ଲୋକଙ୍କୁ ସାମଜିକ ସ୍ୱୀକୃତି ଦେବା ସହ ସେମାନଙ୍କର ସାମାଜିକ ଏବଂ ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ଧ୍ୟାନ ଦେଇଥିଲେ ।
ତାଙ୍କ ଶାସନ କାଳରେ ଓଡ଼ିଶା ଆକାରରେ ସଙ୍କୁଚିତ ହୋଇଥିଲା ସତ, କିନ୍ତୁ ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିଲା ।
ସେ ମୁରୁଦ ଉନ୍ନୟନ ପାଣ୍ଠି ମାଧ୍ୟମରେ ଗାଆଁପାଇଁ କେତେକ ଉନ୍ନତିମୂଳକ କାମ କରିଲେ ।
ଫୁଜିକାଲ ଥେରାପି କଲେ ଗଣ୍ଠିର କାମରେ ଉନ୍ନତି ହୁଏ, ଯନ୍ତ୍ରଣା କମିଯାଏ ଓ ଅପରେଶନ ଆବଶ୍ୟକତାରେ ବିଳମ୍ବ ଲାଗେ ।
| ଶିକ୍ଷା ଓ ସାମାଜିକ ବିକାଶ |ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ।
|ବିକାଶ ଯୋଜନାରେ ପୋଷକ ଉନ୍ନତି ପ୍ରଚେଷ୍ଟା ଅତି ଫଳପ୍ରଦ ବ୍ୟବସ୍ଥା ଅଟେ ।
| ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ |ଇସ୍ରୋର ଗଠନ ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ଉଦ୍ଦେଶ୍ୟରେ କରାଯାଇଥିଲା ।
ନିଉରାଲ ମେସିନ ଟ୍ରାନ୍ସଲେସନ ଏ କିଛି ବର୍ଷ ଭିତରେ ଅନେକ ଉନ୍ନତି କରିଛି ୲ Google ଷ୍ଟାଟିଷ୍ଟିକାଲ ମେସିନ ଟ୍ରାନ୍ସଲେସନ ଅପେକ୍ଷା ଏବେ ନିଉରାଲ ମେସିନ ଟ୍ରାନ୍ସଲେସନ ବ୍ୟବହାର କରୁଥିବାର ଘୋଷଣା କରିଛି ।
|ତାଙ୍କର ନେତୃତ୍ୱରେ ଗୁଜରାଟ ଶିକ୍ଷା, କୃଷି, ସ୍ୱାସ୍ଥ୍ୟସେବା ଏବଂ ଅନେକଗୁଡ଼ିଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲା।
ଲେଭୋଡୋପା (levodopa) ଔଷଧ ଦେଲେ କେତେକ ପେଶୀଜନିତ ଉନ୍ନତି ହୁଏ ।
ବର୍ଷ ବର୍ଷ ଧରି ସରକାର ଫୁଲକରିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି, ଯେପରି କି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ, ମେଳା ଓ ପଦର୍ଶନୀ ।
ଏଥିରେ ୬୦%ରୁ ୯୦%ରେ ଉନ୍ନତି ଲକ୍ଷ କରାଯାଇଛି, କିନ୍ତୁ ଯେଉଁମାନେ ଅସ୍ତ୍ରୋପଚାର ବିନା ଚିକିତ୍ସିତ ହୋଇଥିଲେ ତାଙ୍କର ୪୦ରୁ ୮୦% କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା ।
upliftment's Usage Examples:
Her work includes upliftment of the landless, and the poor; she has sometimes fought against governments as well as.
Through his leadership as congressman, he has been instrumental in the upliftment of Baguio City ruined by the July 1990 devastating earthquake.
Independence Movement and Dalit upliftmentSreeramulu took part in the Indian Independence Movement and was imprisoned for participating in the 1930 Salt Satyagraha.
secretary of Vikas Bharti, a non-governmental organization working for the upliftment of rural population of Jharkhand.
institution builder from West Bengal, known for his contributions for the upliftment of Marwari community.
achieve salvation) showcases his dedication to the upliftment of the societally deprived while being a clear reflection of socio-economic conditions in.
Widow remarriageVidyasagar championed the upliftment of the status of women in India, particularly in his native Bengal.
Her use of local skills for the restoration and social upliftment efforts towards the local community won her the Nari Shakti Puraskar from.
Mountain: Landforms of mountain landscape were formed and developed through violent upliftment and subsequent movement, frequent rising by strong tensional forces and compression as well as volcanic activity and other forces.
He works for the upliftment of Mudaliyars.
goldsmiths and stonemasons of South India as a means towards achieving social upliftment, calling themselves Panchala and claiming that they are Brahmins who descend.
Bhagabat's youngest daughter Raimoni's motherly and affectionate feelings towards Ishwar touched him deeply and had a strong influence on his later revolutionary work towards the upliftment of women's status in India.
a non governmental organization working for the social and economic upliftment of women.