<< untrust untrustful >>

untrusted Meaning in Odia (Oriya). ( untrusted ଶବ୍ଦର ଓଡିଆ ଅର୍ଥ)



ଅବିଶ୍ୱାସ,

ଅବିଶ୍ୱାସୀ,

untrusted తెలుగు అర్థానికి ఉదాహరణ:

ସ୍କ୍ରୋଡିଙ୍ଗର, ମୃତ ଏବଂ ଜୀବନ୍ତ ବିରାଡ଼ିମାନଙ୍କର ଧାରଣାକୁ ଏକ ଗୁରୁତର ସମ୍ଭାବନା ଭାବରେ ପ୍ରୋତ୍ସାହିତ କରିବାକୁ ଚାହୁଁନଥିଲେ; ଅପରପକ୍ଷେ, ସେ କ୍ୱାଣ୍ଟମ୍ ମେକାନିକ୍ସର ବିଦ୍ୟମାନ ଦୃଶ୍ୟର ଅବିଶ୍ୱାସନୀୟତାକୁ ବର୍ଣ୍ଣନା କରିବାକୁ ଉଦାହରଣ ଦେଇଥିଲେ ।

ଯଦି ସଂସଦରେ ପଚାଶ ଜଣ ସାଂସଦ, ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରନ୍ତି ଏବଂ ଏହା ସଂସଦରେ ଗୃହୀତ ହୋଇଯାଏ, ତେବେ ସରକାର ଏବଂ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଦିଏ ।

|ଅବିଶ୍ୱାସର ଅବଧି, ଅବିଶ୍ୱାସୀ ସେବକ ତତ୍ତ୍ୱ ଅନୁଯାୟୀ, ଯୁକ୍ତରାଷ୍ଟ୍ରର ଅନେକ ରାଜ୍ୟର ନିୟମ ଅନୁଯାୟୀ ଏକ ଶିକ୍ଷା, ଏବଂ ବିଶେଷତଃ ନ୍ୟୁୟର୍କ ଷ୍ଟେଟ୍ ଆଇନ୍ ଅନୁଯାୟୀ, ଜଣେ କର୍ମଚାରୀ ଯିଏ ନିଜ ଚାକିରୀ ପ୍ରତି ଅବିଶ୍ୱାସନୀୟ କାର୍ଯ୍ୟ କରେ, ସେ ସମୟରେ ପ୍ରାପ୍ତ ସମସ୍ତ ଦରମା (ବେତନ ସମେତ) ହରାଇବାକୁ ପଡିବ ।

ପୁନର୍ଜନ୍ମ ବା ମୃତ୍ୟୁପରେ ଜୀବନକୁ ଅଧିକ ଅବିଶ୍ୱାସ ଦେଖାଇ ସେ ଶ୍ରାଦ୍ଧ ରୀତିନୀତିକୁ ସମାଲୋଚନା କରନ୍ତି ।

| ୧୯୮୩ ବିଶ୍ୱ କପ |କପିଲ ଦେବଙ୍କ ନେତୃତ୍ୱରେ ଭାରତ ସାରା ପୃଥିବୀକୁ ଚମକାଇ ଦେଇ ୧୯୮୩ରେ ବିଶ୍ୱ କପ ଜିତିବା ଭଳି ଅବିଶ୍ୱାସନୀୟ ପ୍ରଦର୍ଶନ ଦେଇଥିଲା ।

|ପ୍ରଚଳିତ ଭାଷାମାନଙ୍କରେ ରାଜଦ୍ରୋହୀ, ଅବିଶ୍ୱାସୀ ଲୋକଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦୀ କାରଣରୁ ଖୋଜାଯିବାକୁ ଏହି 'ଡାହାଣୀ ଖୋଜା' ପରିସରରେ ନିଆଯାଉଛି ଯାହାର ମୂଳ ଲକ୍ଷ ବିରୋଧୀମାନଙ୍କୁ ହତ୍ୟା କରିବା ରହୁଛି ।

ଆମେରିକାରେ ୟୁରୋପର କଲୋନୀ ସୃଷ୍ଟି ହେବା ପରେ ଆଙ୍ଗ୍ଲୋ-ଆମେରିକା ସଂସ୍କୃତିରେ ଏହାକୁ ଏକ ଭୀରୁ ଓ ଅବିଶ୍ୱାସୀ ପ୍ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ।

ଓଡ଼ିଆମାନେ ଗଭର୍ଣ୍ଣମେଣ୍ଟଙ୍କର ଓଡ଼ିଆଙ୍କ ନିକଟରେ ଅବିଶ୍ୱାସଜନକ ଏପରି କିଛି କାର୍ଯ୍ୟ କରି ନାହାନ୍ତି କି ଯହିଁରେ ଗଭର୍ଣ୍ଣମେଣ୍ଟଙ୍କର ଓଡ଼ିଆଙ୍କପ୍ରତି ବିଶ୍ୱାସ ଉଠି ଯାଇଛି ।

ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା ।

ଏଥିରେ ସୁକୃଜାନୀ ବିଷୟରେ ଆଲୋଚନା କରିଛନ୍ତି| କାହାଣୀ |ସେଇ ମଣିଷମାନଙ୍କ ଧର୍ମବିଶ୍ୱାସ, ରୀତି-ନୀତି, ଆଚାର-ବିଚାର, ପ୍ରେମ-ପ୍ରତାରଣା, ମିତ୍ରତା-ଶତ୍ରୁତା, ଦ୍ୱେଷ-ଅନୁରାଗ, ବିଶ୍ୱାସ-ଅବିଶ୍ୱାସ, ସଭ୍ୟ ଓ ମୁଖାଧାରୀ ମଣିଷମାନଙ୍କଦ୍ୱାରା ପ୍ରତାରିତ ସ୍ୱପ୍ନ, ବର୍ତ୍ତମାନ ଓ ତଜ୍ଜନିତ ପ୍ରତିବାଦ ଓ ଅବସାଦ ଏହାର ମୁଖ୍ୟ ବିଷୟ ।

ଏହାପରେ ତାଙ୍କ କାର୍ଯ୍ୟକଳାପରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଓ ନିଜ ବନ୍ଧୁ ମୋସେସ କୋତାନେଙ୍କଦ୍ୱାରା ପ୍ରଭାବିତ ହୋଇ କମ୍ୟୁନିଷ୍ଟ ଚିନ୍ତାଧାରା ପ୍ରତି ଥିବା ଅବିଶ୍ୱାସ ଭାଙ୍ଗିଯାଇଥିଲା ।

ଭୂଗୋଳର ଆଧାରରେ ଯନ୍ତ୍ର ଗୁଡିକୁ କ୍ରମିତ କରିବା ମଧ୍ୟ ଆଂଶିକ ରୂପେ ଅବିଶ୍ୱାସନିୟ ଅଟେ , କାରଣ କେହି ମଧ୍ୟ ଏହା ନିର୍ଦ୍ଧାରିତ କରିପାରିବେ ନାହିଁ କି , କେବେ ଏବଂ କେଉଁ ପ୍ରକାରରେ ସଂସ୍କୃତି ଜଣେ ଦ୍ୱିତୀୟ ଜଣଙ୍କ ସହ ସମ୍ପର୍କ କଲେ ଏବଂ ନିଜ ନିଜ ଭିତରେ ଜ୍ଞାନ ଆହରଣ କରିଥିଲେ ।

untrusted's Usage Examples:

Every implementation of this specification MUST support running untrusted MIDlet suites.


The untrusted environment.


Code injection vulnerabilities occur when an application sends untrusted data to an interpreter.


It is often used to execute untested or untrusted programs or code, possibly from unverified or untrusted third.


that could damage or compromise the system, making it impossible for untrusted programs to alter or damage other programs (or the computing system itself).


A data breach is the intentional or unintentional release of secure or private/confidential information to an untrusted environment.


The Biba models are more clearly useful in, for example, banking classification systems to prevent the untrusted modification of information and the tainting of information at higher classification levels, respectively.


firewall typically establishes a barrier between a trusted network and an untrusted network, such as the Internet.


for applications such as protecting keys while in untrusted storage or transmitting keys over untrusted communications networks.


NET framework, is Microsoft's solution to prevent untrusted code from performing privileged actions.


the honest verifier (that is, one following the protocol properly) can be convinced of this fact by an untrusted prover.


untrusted and trusted applets, nor do they care to learn, so this distinction did not help much with security - too many users ignored the "untrusted".


for more advanced smart contracts between untrusted parties.



untrusted's Meaning in Other Sites