<< untitled untoasted >>

unto Meaning in Odia (Oriya). ( unto ଶବ୍ଦର ଓଡିଆ ଅର୍ଥ)



ଆଡକୁ, ପ୍ରତି,

Preposition:

ଆଡକୁ, ପ୍ରତି,

unto తెలుగు అర్థానికి ఉదాహరణ:

ଦିଲ୍ଲୀରେ ଗୁରୁଦ୍ଦିନଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ ।

|ଶକୁନି ତାଙ୍କର କୁଟିଳ ବୁଦ୍ଧି ପ୍ରୟୋଗ କରି କୌରବ ଏବଂ ପାଣ୍ଡବଙ୍କୁ ଯୁଦ୍ଧ ଆଡକୁ ଟାଣିନେବାକୁ ଅନେକ ଅନୈତିକ ଉପାୟ ଅବଲମ୍ବନ କରିଥିଲେ; ଯେପରିକି:|କିଶୋର ଦୁର୍ଯ୍ୟୋଧନକୁ ପ୍ରବର୍ତ୍ତାଇ ଭୀମକୁ ବିଷଲଡୁ ଖୁଆଇଦେବା ।

|ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫, ୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ମିଳିତ ଜାତିସଂଘ ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା ।

ମଙ୍ଗୋଳର ଅଧିକ ଜୋରଦ୍ୱାରା ବୟକାଲ ଝରଣା ପାଖେ ବାସ କରୁଥିବା ଲୋକମାନେ ଉତ୍ତର ଆଡକୁ ଯାଇ ବାସ କଲେ ।

ପରେ ଏହା ଓରେନବୁର୍ଗ ଓବ୍ଲାସ୍ତର ଓସର୍କ ସହରରୁ ଗତିକରି ଅଚାଙ୍କ ପଶ୍ଚିମ ଆଡକୁ ଯାଇଥାଏ ଏବଂ ଗୁବରଲିନସ୍କ ପାହାଡରେ ଏକ ତଙ୍ଗ ଘାଟୀରୁ ବାହାରିଥାଏ ଯାହା ପରେ ଏହା କାଜାଖସ୍ତାନର ୟୁରାଲ (ୟୁରାଲସ୍କ) ସହରରୁ ବାହାରି ଥାଏ ।

ଏକ ମତାନୁଯାୟୀ ଯମୁନା ଏବଂ ଶତଦୃ ନଦୀମାନଙ୍କର ଦୁଇଟି ଶାଖା ସରସ୍ୱତୀରେ ମିଳିତ ହେଉଥିଲେ ଓ ବିଭିନ୍ନ ପ୍ରାକୃତିକ କାରଣରୁ (ଯଥା ଭୂମିକମ୍ପର ପ୍ରଭାବରେ) ଏହି ଦୁଇ ସ୍ରୋତ ଦିଗ ପରିବର୍ତ୍ତନ କରି ଗୋଟିଏ ଗଙ୍ଗା ଆଡକୁ ଓ ଅନ୍ୟଟି ସିନ୍ଧୁ ନଦୀ ଆଡକୁ ପ୍ରବାହିତ ହୋଇ ସରସ୍ୱତୀର ଶଯ୍ୟା ଶୁଷ୍କ ହେବାକୁ ଲାଗିଲା ।

ଥରେ ଏକ ବିରାଟକାୟ ବରାହ ଆକ୍ରମଣ କରିବାକୁ ତାଙ୍କ ଆଡକୁ ଦୌଡ଼ି ଆସିଲା ।

ମିନାମୋତୋନୋ ୟୋରିତୋମୋଙ୍କ ପଦାନୁସରଣ କରି, ତାକାଉଜି ସେହିଠାରେ ପ୍ରାର୍ଥନା କଲେ ଓ ରାଜଧାନୀ ଆଡକୁ ଅଗ୍ରସର ହେଲେ ।

ସମ୍ବଲପୁର ସହରର ଅଇଣ୍ଠାପାଳି ଛକ ଠାରୁ ହୀରାକୁଦ ବନ୍ଧ ଆଡକୁ କାଇନଶିର ଗ୍ରାମ ଦେଇ ଯାଇଥିବା ରାସ୍ତାରେ ଗଲେ ଏହା 12 କିଲୋମିର୍ଟର ଦୁରବର୍ତୀ ସ୍ଥାନରେ ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ଏକ ସମତଳ ଅଞ୍ଚଳରେ ରହିଛି ।

ତାଙ୍କ ମତରେ ବେଶି ବସ୍ତୁତ୍ୱ ଥିବା ବସ୍ତୁ ବେଶି ବଳ ପ୍ରୟୋଗ କରେ, ଛୋଟ ବସ୍ତୁକୁ ନିଜ ଆଡକୁ ଟାଣେ ।

ଖ୍ରୀ.ପୂ. ୪୬୦ ଆଡକୁ ହିପୋକ୍ରିଟ ସେ ସମୟର ସବୁଠାରୁ ବେଶୀ ସଂକ୍ରମଣକାରୀ ରୋଗ ବୋଲି ଜାଣି ପାରିଥିଲେ ।

ଶୁଲିଆ ଡଙ୍ଗର ତଳେ ବାମ ଆଡକୁ ଖଇରଗୁଡା ବା ଖଇରଗୁହ ଗାଁ।

ଅଙ୍ଗଦ ଓ ଜମ୍ବବାନ ସିତାଙ୍କୁ ଖୋଜି ଆସିଲା ବେଳେ ସମ୍ପତ୍ତି ତାଙ୍କୁ ହେଟିଥିଲେ ଓ ତାଙ୍କଠାରୁ ସୀତାଙ୍କୁ ରାବଣ ଦକ୍ଷିଣ ଆଡକୁ ନେଇଥିବା ଜାଣିଥିଲେ ।

unto's Usage Examples:

They would be "destroyed in the flesh, and shall be delivered unto the buffetings of Satan unto the day of redemption" (D"C 132:26).


The confusion allowed The Islanders to attack the Can-Ams from behind, giving The Islanders a countout win.


doblete de Sergio Camello bien vale tres puntos" [A Sergio Camello double worths the three points] (in Spanish).


littered with boasts of Ayers"s sexual achievements, utterly untouched by feminism.


while "Part Two" revolves around more present-day concerns about tourism despoiling untouched wilderness.


"El conjunto de hermae-retratos de Obulco" (PDF).


: Barry dancetty of six argent and gules Baunton of Combaunton (Combe Baunton): Gules, a bend between three escallops or.


The morning service to London runs via Bristol and the evening return runs via the Reading to Taunton line.


In other games like roulette and punto banco (baccarat) the player may only choose the amount of bet and the thing he wants to.


Pineda was the lead news anchor on WXTV until 1988, when he became host of the first Spanish-language local interview program in the tri-state area, Punto y Aparte until it ended a year later, in 1989.



unto's Meaning in Other Sites