<< unsuccessful person unsuccessive >>

unsuccessfully Meaning in Odia (Oriya). ( unsuccessfully ଶବ୍ଦର ଓଡିଆ ଅର୍ଥ)



ଅସଫଳ,

Adverb:

ଅସଫଳ,

unsuccessfully తెలుగు అర్థానికి ఉదాహరణ:

ଉତ୍ତୀର୍ଣ୍ଣ ହେବାପାଇଁ ଦୁଇଥର ଚେଷ୍ଟାକରି ଅସଫଳ ହେବାପରେ ତୃତୀୟ ଥର ସଫଳ ହୋଇଥିଲେ ।

ତା'ପରେ ସେ ଜୋସଲ୍‌କରକୁ ପରୀ ଧରିବାରେ ସାହାଯ୍ୟ କରିଥିଲା, ମାତ୍ର ସେଥିରେ ସେମାନେ ଅସଫଳ ହେବା ପରେ ଜୋସଲ୍‌କରର ଗୁରୁ ଜଙ୍ଗୋ ବାବାର ସାହାଯ୍ୟ ମଧ୍ୟ ନେଇଥିଲେ ।

|ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ ।

ଚଳଚ୍ଚିତ୍ର ନିର୍ମାତାମାନେ ପୋଷ୍ଟି, ଦୋ ଲଚିଆନ ଓ ଭାଙ୍ଗରା ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ; ଯାହା କିଛି ସଫଳତା ପାଇଥିଲା, ମାତ୍ର ପଞ୍ଜାବୀ ଚଳଚ୍ଚିତ୍ର ପୁନଃଉତ୍ଥାନରେ ଅସଫଳ ହୋଇଥିଲା ।

ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଏହା ପ୍ରାରମ୍ଭିକ ସମୟ ଥିଲା ଓ ଫିଫା ଏହି ପ୍ରତିଯୋଗିତାକୁ ଏକ ଅସଫଳ ପ୍ରୟାସ ଭାବେ ଗଣନା କରେ ।

ଏହାପରେ ଶାହିଦଙ୍କର କିଛି ଚଳଚ୍ଚିତ୍ର ଲଗାତାର ଅସଫଳ ହେବାପରେ ୨୦୦୬ ମସିହାରେ ସୁରଜ ବଡ଼ଜାତ୍ୟାଙ୍କର ଚଳଚ୍ଚିତ୍ର ବିବାହରେ ଶାହିଦଙ୍କୁ ମିଳିଥିଲା ବଡ଼ ସଫଳତା ।

ସମୁଦାୟ ୧୩ ଥର ପରୀକ୍ଷଣ କରାଯାଇଛି, ଏବଂ ୩ ଥର ପରିକ୍ଷଣ ଅସଫଳ ହୋଇଥିଲା ।

୧୨୪୮ ଓ ୧୨୫୩ ମସିହାରେ ସୁଲତାନ୍ ନସିରୁଦ୍ଦିନ୍ ମାମୁଦ୍ ଓ ସେତେବେଳର ଭାବୀ ସୁଲତାନ୍ ବଲ୍‍ବନ୍ ନିଜର ସୈନ୍ୟବାହିନୀ ସହ ରଣଥମ୍ଭୌର ଅକ୍ତିଆର କରିବାର ଅସଫଳ ଚେଷ୍ଟା କରିଥିଲେ ।

ଏହି ସମୟରେ ସେ ନିରାଶାବାଦୀ ହୋଇଯାଇଥିଲେ ଏବଂ ନିଜର ପ୍ରତ୍ୟେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ, "ଚଳଚ୍ଚିତ୍ରଟିକୁ ଦର୍ଶକ କିପରି ଗ୍ରହଣ କରିବେ", ଏହି ପ୍ରଶ୍ନର ଉତ୍ତର ସେ "ୟେ ଫିଲ୍ମ୍ ତୋ ଫ୍ଲପ୍ ହୋଗି !" ("ଏହି ଚଳଚ୍ଚିତ୍ରଟି ଅସଫଳ ହେବ") କ‌ହି ଦେଉଥିଲେ ।

୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡ଼ାରୁ ପଳାଇ ଆସିବାକୁ ପଡ଼ିଲା ।

ଚିତ୍ରଟି କିନ୍ତୁ ବ୍ୟବସାୟିକ ଦ୍ରୁଷ୍ଟିରୁ ଅସଫଳ ହେଇଥିଲା ।

୨୦୧୪ ମସିହାରେ ଫିଙ୍କେଲ୍ ଭାରତର କେରଳରେ ଏହି କୁଫାକୁ ଭସାଇବାର ଅସଫଳ ଚେଷ୍ଟା କରିଥିଲେ ।

ଏହିପରି ଚାରୋଟି ରକେଟ୍ ପ୍ରକ୍ଷେପଣ କରାଯାଇଥିଲା, ତନ୍ମଧ୍ୟରୁ ପ୍ରଥମ ପ୍ରକ୍ଷେପଣଟି ଅସଫଳ ହୋଇଥିଲା ।

unsuccessfully's Usage Examples:

For example, in 1947, Wedza White farmer Harry Meade unsuccessfully opposed the eviction of his Black neighbour Solomon Ndawa from a irrigated wheat farm.


At Motor City Madness 2007 on September 14, Cross and Aries unsuccessfully challenged the Briscoe Brothers (Jay and Mark) for the ROH World Tag Team Championship.


Stocked trout had been unsuccessfully introduced to The Mill Pond near downtown Milton.


the early 20th century the Kaleidacousticon System, using arbitrarily combinable playing cards, was unsuccessfully marketed in the Boston area as a parlour.


He was also known for financial profligacy, losing large sums of money investing unsuccessfully in the Americas.


Quinn (Dianna Agron) reconsiders having her baby adopted, but ultimately recommits to the idea, and Rachel (Lea Michele) tries unsuccessfully to attract.


Martha unsuccessfully made attempts to contact her husband by phone, eventually telling one of his aides that her next call would be to the press.


After his defeat, he stood again for Parliament unsuccessfully on several other occasions: in Westminster at the 1874 general election, in Western Essex at the 1880 general election and at the by-elections in Northern Norfolk in 1876 and 1879.


Both Huston and star Audie Murphy tried unsuccessfully to purchase the film so that it could be re-edited to its original length.


In 1975 he unsuccessfully sought the Labour Party candidacy for the Onehunga electorate alongside.


TriviaIn 1992, Kisser unsuccessfully auditioned for the temporary position of rhythm guitarist of Metallica, as a temporary replacement of James Hetfield, who had suffered severe burns on his left hand and arm during a live show in Montreal.


Lieutenant Nicholas, with the assistance of Revenue Collector Brooking, who provided small arms and a boat, took another detachment of Sea Fencibles and, accompanied by a boat from the cutter , set off, unsuccessfully, to capture the privateer.



unsuccessfully's Meaning in Other Sites