<< unstoned unstop >>

unstooping Meaning in Odia (Oriya). ( unstooping ଶବ୍ଦର ଓଡିଆ ଅର୍ଥ)



ଅଟକାଇବା,

Adjective:

ନବଜ୍ |, ନିମ୍ନ, ପ୍ରଣାମ କର,

unstooping తెలుగు అర్థానికి ఉదాహరణ:

ତେଣୁ ଖୋଲା ଯାଗାରେ ଶିକାର କରିବାର ସୁବିଧା ଯୋଗୁଁ ଭାଲୁଙ୍କୁ ଆକ୍ରମଣ ବା ଶିକାର କରିବା ବେଳେ ଭାଲୁକୁ କୌଣସି ଗୁମ୍ଫା ମଧ୍ୟକୁ ପଶିଯିବାରୁ ଅଟକାଇବାକୁ ଚେଷ୍ଟା କରନ୍ତି ।

ଗୋଟିଏ ସ୍ଥାନ ରେ ଦୁଇଟି ନଦୀ ସାଗର ରେ ମିଶିଛନ୍ତି ତେଣୁ ସାଗର ଲହଡ଼ି କୁ ଅଟକାଇବା ଲାଗି ସେଠି କାଳିଭଞ୍ଜଡିଆ ଅଛି।

ଯେତେବେଳେ ଶକ୍ତିମାନଙ୍କୁ କୀଲ୍ବିଶ ଅଧୀନରେ ପାପ କରିବାକୁ ଯାଉଥିବା ଲୋକକୁ ଅଟକାଇବାକୁ ହୁଏ, ସେତେବେଳେ ଏହି ଶକ୍ତି ଅଧିକ ବ୍ୟବହାର ଯୋଗ୍ୟ ହୋଇଥାଏ ।

ଋଷ ମତ ଅନୁସାରେ ଏହି ଚଳଚ୍ଚିତ୍ର ୯୦ ଦଶକର ଚୋରି ସମ୍ବନ୍ଧ ଚଳଚ୍ଚିତ୍ର ପରି ହେବ, ଯେଉଁଥିରେ ଥାନୋସ ଭଙ୍ଗାରୁଜା କରି ଅନନ୍ତ ମଣିଗୁଡ଼ିକୁ (Infinity stones) ପ୍ରାପ୍ତ କରିବାପାଇଁ ଚେଷ୍ଟା କରିବ ଏବଂ ପ୍ରାୟ ସମସ୍ତେ ଏହି ଚଳଚ୍ଚିତ୍ରରେ ତାକୁ ଅଟକାଇବା ପାଇଁ ଚେଷ୍ଟା କରିବେ ।

ଜଣେ ଭାରତୀୟ ଗୁଇନ୍ଦା ଅଫିସରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତୀୟ ସୈନ୍ୟମାନେ ଚୀନୀ ଅନୁପ୍ରବେଶକାରୀଙ୍କୁ ଅଟକାଇବା ପରେ ଖରାପ ପାଗ ଯୋଗୁଁ ଅନୁପ୍ରବେଶ ଉଦ୍ୟମ ସଫଳ ହୋଇପାରିଲା ନାହିଁ ।

|ଜନସଂଖ୍ୟା ବୃଦ୍ଧି ଯୋଗୁଁ ସଂରକ୍ଷିତ ଜୀବଙ୍କ ପରିବାସ କ୍ଷୟ ଅଟକାଇବା ପାଇଁ ଇଣ୍ଡୋନେସୀୟ ସରକାର ସମଗ୍ର ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଚଳାଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟକ୍ତିବିଶେଷ ମହାମାରୀ ବ୍ୟାପିବାରୁ ଅଟକାଇବା ପାଇଁ ନିଜେ ଘରେ ସଙ୍ଗରୋଧ ରହିବାକୁ ଉଚିତ ମଣୁଛନ୍ତି ।

ସେମାନଙ୍କୁ ୧୬୦ କିଲୋମିଟର (୫୨୦ ମାଇଲ) ଦୂରରୁ ଟ୍ରାକ ଉପରେ ଦେଖିବା ପରେ ମାଲ୍‌ଗାଡ଼ିର ଲୋକୋ-ପାଇଲଟ୍ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ୭୦ କିଲୋମିଟର/ଘଣ୍ଟା (୪୩ କିଲୋମିଟର/ଘଣ୍ଟା) ବେଗରେ ଥିବାରୁ ଶେଷରେ ସେମାନଙ୍କୁ ଧକ୍କା ଦେଇଥିଲା ।

ସେଠାରେ ପହଞ୍ଚିବା ପରେ ଭୀଷ୍ମ ରାଜକନ୍ୟାଙ୍କୁ ସାଥିରେ ନେଇଯିବାର ଇଚ୍ଛା ଘୋଷଣା କରନ୍ତେ ଏକତ୍ରିତ ହୋଇଥିବା ଅନ୍ୟା ରାଜାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ ।

ଏହି କମ୍ପାନୀ ସେନାକୁ ଅଟକାଇବାପାଇଁଁ ନାନା ସାହେବ ପଠାଇଥିବା ଦୁଇ ଦଳ ସୈନ୍ୟବାହିନୀ ଇଁରେଜ ହାତରେ ପରାସ୍ତ ହେଲେ ଏବଂ କଥିତ ଅଛି ଏହି ପରାଜୟର ପ୍ରତିଶୋଧ ସ୍ୱରୁପ ନାନା ସାହେବ ପ୍ରାୟ ୨୦୦ ବ୍ରିଟିଶ ସ୍ତ୍ରୀ ଏବଂ ଛୋଟ ପିଲାଙ୍କୁ ଜନେ ପାରିଷଦର ପରାମର୍ଷ କ୍ରମେ ଗଣ ହତ୍ୟା କରିଥିଲେ ।

ଯଦି qe ଏକ ଇଲେକ୍ଟ୍ରନର ଚାର୍ଜ୍ ହୁଏ ଓ V_0 ପ୍ରତିରୋଧକ ବିଭବ ହୁଏ, ତେବେ ଇଲେକ୍ଟ୍ରନକୁ ଅଟକାଇବା ପାଇଁ ପ୍ରତିରୋଧକ ବିଭବଦ୍ୱାରା କରାଯାଇଥିବା କାର୍ଯ୍ୟର ମାପ ହେଲା : q_eV_0 ।

|ମିଥେନ୍ ଗ୍ୟାସର ବ୍ୟାପ୍ତି ଅଟକାଇବା ପାଇଁ ସୋଭିଏତ ଭୂବିଜ୍ଞାନୀମାନେ ଜାଣିଶୁଣି ଏହି ଗ୍ୟାସ ଗହ୍ୱରରେ ଅଗ୍ନି ସଂଯୁକ୍ତ କରିଥିବାର ଅନୁମାନ କରାଯାଏ ।

ଶେଷ ରୁଷିୟ ସମ୍ରାଟ୍ ଦ୍ୱିତିୟ ନିକୋଲାସ୍ (୧୮୯୪-୧୯୧୭), ୧୯୦୫ର ରୁଷିୟ ବିପ୍ଲବରେ ଘଟି ଯାଇଥିବା ଘଟଣା ଗୁଡିକୁ ଅଟକାଇବା ପାଇଁ ଅସମର୍ଥ ହୋଇଥିଲେ l ତାହା ରୁଷୋ-ଜାପାନିଜ୍ ଯୁଦ୍ଧ(Russo -Japanese War )କୁ ତ୍ୱରାନ୍ୱିତ କରିଥିଲା ।

unstooping's Meaning in Other Sites