<< unrightful unrimed >>

unrightfulness Meaning in Odia (Oriya). ( unrightfulness ଶବ୍ଦର ଓଡିଆ ଅର୍ଥ)



ଅଧର୍ମ,

Noun:

ବ id ଧତା |,

People Also Search:

unrimed
unringed
unrip
unripe
unripened
unripeness
unriper
unripest
unrips
unrisen
unrivaled
unrivalled
unriven
unrivet
unrobe

unrightfulness తెలుగు అర్థానికి ఉదాహరణ:

ଭଗବତ ଗୀତା ଅନୁସାରେ ଏହି ଅବତାରମାନଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା ଓ ଅଧର୍ମର ନାଶ।

ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ଅମ୍ବିକା ମା, ରସିଆ ଠାକୁର, ଅଧର୍ମେ ନୌକା ବୁଡ଼ିଯିବ କିରେ ଆଦି ଭଜନ ତ ଥା ବକୁଳ ଫୁଲ ଝୁମର କ୍ୟାସେଟ ଆଦି ମୁକ୍ତିଲାଭ କରିଥିଲା ।

ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ ।

କେବଳ ଈଶ୍ୱର ବିଶ୍ୱାସର ପ୍ରଚାର ତାଙ୍କର ଲକ୍ଷ୍ୟ ନଥିଲା, ଅଧର୍ମ, ଅନୀତି ବିରୋଧରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଥିଲେ ।

|ବାହ୍ୟତମ ପଦଗୁଡିକୁ ପୈଶାଚିକ ପଦ (ଅଧର୍ମ ଓ ଅସତ୍ୟର ସୂଚକ), ତା’ର ସଂଲଗ୍ନ ଅନ୍ତର୍ପଦମାନଙ୍କୁ ମନୁଷ୍ୟ ପଦ (ମନୁଷ୍ୟ ଜୀବନର ସୂଚକ) ଓ ତାହାଠାରୁ ଅନ୍ତର୍ଭାଗର ପଦମାନଙ୍କୁ ଦୈବିକ ପଦ (ଧର୍ମ, ନ୍ୟାୟ ଓ ସତ୍ୟର ସୂଚକ) ବୋଲି କୁହାଯାଏ ।

ଯେତେବେଳେ ଦ୍ରୌପଦୀ କୁରୁ ରାଜସଭାରେ ଅପମାନିତ ହୋଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କଦ୍ୱାରା ଶାନ୍ତି କଥାବାର୍ତ୍ତା ପ୍ରତ୍ୟାଖ୍ୟାନ କରାଯାଇଥିଲା, କୃଷ୍ଣ ମଧ୍ୟ ମନେକଲେ ଅଧର୍ମ ଉପରେ ଧର୍ମର ଜୟ ନିମିତ୍ତ ଯୁଦ୍ଧ ଅବଶ୍ୟମ୍ଭାବି ।

କିନ୍ତୁ ତାଙ୍କ ପୁତ୍ର ଧନଞ୍ଜୟ ଜଣେ ଅଧର୍ମାଚରଣ ଖଳ ପ୍ରକୃତିର ଲୋକ ହୋଇଥିବା ଯୋଗୁଁ ବିରକ୍ତିରେ ଶ୍ରୀକର ଭଞ୍ଜ ନିଜ ରାଜ୍ୟଭାର କେତେକ ବିଶ୍ୱସ୍ତ ରାଜକର୍ମଚାରୀଙ୍କ ହାତରେ ଅର୍ପଣ କରି ତୀର୍ଥ ଭ୍ରମଣ କରିବାକୁ ଚାଲିଗଲେ ।

| କଳ୍କି |ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ୱାସ ।

unrightfulness's Meaning in Other Sites