unravelling Meaning in Odia (Oriya). ( unravelling ଶବ୍ଦର ଓଡିଆ ଅର୍ଥ)
ଖୋଲିବା,
ପ୍ରକାଶିତ ବାକ୍ୟ,
People Also Search:
unravelsunravished
unrazed
unreachable
unreached
unreactive
unread
unreadability
unreadable
unreadier
unreadiest
unreadily
unreadiness
unready
unreal
unravelling తెలుగు అర్థానికి ఉదాహరణ:
| ଖାତା ଖୋଲିବାର ଯୋଗ୍ୟତା |ଉଭୟ ଭାରତୀୟ ନାଗରୀକ ଏବଂ ପ୍ରବାସୀ ଭାରତୀୟ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁତ କରିପାରିବେ ।
୧୯୫୧ ମସିହାରୁ, ସେ ଅନ୍ତର୍ଜାତୀୟ ସାହିତ୍ୟ ସଂଗଠନ "ପେନ"ର ସଭ୍ୟ ରହିଥିଲେ ଓ ୧୯୫୮ ମସିହାରେ "ପେନ"ର ଓଡ଼ିଶା ଶାଖା ଖୋଲିବାରେ, ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ।
ମାତ୍ର ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ଖାତା ଖୋଲିବା ଆଗରୁ ଆଉଟ ହୋଇଯାଇଥିଲେ ।
|ଏହି ରନ ୱେ ସମୟ ସମୟରେ ଓଡ଼ିଶା ସରକାର , କେନ୍ଦ୍ର ପ୍ରତିରକ୍ଷା ବିଭାଗ , ବେସରକାରୀ ପ୍ରତିଷ୍ଠାନମାନଙ୍କଦ୍ୱାରା ବ୍ୟବହୃତ ହେଇଥାଏ, ଏଠାରେ ରାଜ୍ୟ ସରକାର ରାଜ୍ୟର ଦ୍ୱିତୀୟ ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଖୋଲିବାର ବ୍ୟବସ୍ଥା କରୁଛନ୍ତି ।
ପ୍ରିୟା "ଏନ୍ଡ଼ି ଟିଭି"ରେ ନିୟୁଜ ରିଡର୍ ତଥା ଏକ "ପ୍ଲେ ସ୍କୁଲ୍" ଖୋଲିବା ତାଙ୍କର ବହୁତ ଇଚ୍ଛା।
ଅନେକ ସମୟରେ ବାରମ୍ବାର ଖୋଲିବା ବନ୍ଦ କରିବାଦ୍ୱାରା ଚୁଡ଼ି ଢିଲା ମଧ୍ୟ ହୋଇଯାଏ ।
ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନରଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ।
ସ୍ପ୍ଲିଣ୍ଟ ଖୋଲିବା ପରେ ଫିଜିଓଥେରାପି କରାଯାଏ (physical therapy). ପ୍ରଥମ ଡିସଲୋକେସନ ସମୟରେ ଅପରେଶନର ଉପକାରୀତା ବିଶେଷ ସ୍ପଷ୍ଟ ନୁହେଁ ।
ଅନେକ ଜଗତର ବ୍ୟାଖ୍ୟାରେ, ବାକ୍ସ ଖୋଲିବା ପରେ ବିରାଡ଼ିର ଉଭୟ ଜୀବନ୍ତ ଏବଂ ମୃତ ଅବସ୍ଥା ସ୍ଥିର ରହିଥାଏ, କିନ୍ତୁ ପରସ୍ପରଠାରୁ ସଜ୍ଜିତ ।
| ପ୍ରବାସୀ ଭାରତୀୟ |ଅଗଷ୍ଟ ୨୦୧୮ ସୁଦ୍ଧା, ପ୍ରବାସୀ ଭାରତୀୟମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାର ଅନୁମତି ମିଳେ ନାହିଁ ।
ହିନ୍ଦୁ ମହିଳା ଡାକ୍ତରଙ୍କ ଆବଶ୍ୟକତା ବିଷୟରେ ଚର୍ଚ୍ଚା କଲେ ଓ ଆମେରିକାରୁ ଫେରିବା ପରେ ଭାରତରେ ଗୋଟିଏ ମହିଳା ମେଡିକାଲ କଲେଜ ଖୋଲିବା କଥା କହିଲେ ।
ଏହି ରୋଗ ହେଲେ ମୁଣ୍ଡ ବିନ୍ଧା, ଟେମ୍ପ୍ଲ ସ୍ଥାନରେ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ (flu-like symptoms), ଦ୍ୱୈତ ଦୃଷ୍ଟି (double vision), ପାଟି ଖୋଲିବାକୁ କଷ୍ଟ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।
ଔଷଧ ଭାବରେ ଏହା ପ୍ରସବ ପ୍ରବର୍ତ୍ତନ (labor induction), ପ୍ରସବପର ରକ୍ତସ୍ରାବ, ଗର୍ଭାବସ୍ଥା ଅନ୍ତ (termination of pregnancy) କରିବା ଓ ନବଜାତ ଶିଶୁଙ୍କର (newborn babies) ଡକ୍ଟସ ଆର୍ଟେରିଓସସ (ductus arteriosus ) ଖୋଲିବା ନିମନ୍ତେ ବ୍ୟବହାର କରାଯାଏ ।
unravelling's Usage Examples:
their twist, which adds torsional strength to the cord and keeps it from unravelling.
no change in the state of the main characters, nor any discovery or unravelling; the plot being only a mere passage out of agitation, to quiet and repose.
set of songs in years: the die-hards can spend months unravelling the knottier lyrics, but you don’t need a PhD in Dylanology to appreciate its singular.
is still poorly understood, and RS-127445 has been a useful tool in unravelling the function of the various systems in which this receptor is expressed.
on a mitten she has been knitting and unravelling for years, tend the earaches she develops from constant experiments.
was a man of average size, fat, short, a ruddy and unravelling face, an aquiline nose, handsome eyes with an air of candour, goodwill and virtue, who captivates.
garment finishing method, where the edge of a piece of cloth is folded and sewn to prevent unravelling of the fabric and to adjust the length of the piece.
well-known and respected of cartoonists who have applied their craft to unravelling the mysteries of science".
method, where the edge of a piece of cloth is folded and sewn to prevent unravelling of the fabric and to adjust the length of the piece in garments, such.
canonical model construction often work, using tools such as filtration or unravelling.
A hem in sewing is a garment finishing method, where the edge of a piece of cloth is folded and sewn to prevent unravelling of the fabric and to adjust.
type of whipping knot, a series of knots intended to stop a rope from unravelling.
temporary truce with his arch-enemy the Master (Anthony Ainley) to stop the unravelling of the universe which the Master had started by accident.
Synonyms:
divide, part, unscramble, untangle, unpick, undo, unknot, disunite, separate,
Antonyms:
unite, associate, attach, knot, ravel,